ଭୟଙ୍କର ରୁ ଭୟଙ୍କର ଗଳା ସଂକ୍ରମଣ ଭଲ ହୋଇଯିବ, ଥଣ୍ଡା-କାଶ ମଧ୍ୟ ଦୂର ହେବ… ( Healthy Tips )

ବନ୍ଧୁଗଣ ଗଳାରେ ବହୁତ ଅଧିକ ଇନଫେକସନ ହୋଇଗଲେ ଗଳା ଫୁଲିଯାଏ, ଗଳା କର୍କଶ ଭଳି ସମସ୍ଯା ଉତପନ ହୋଇଥାଏ । ମାତ୍ର 2 ମିନିଟରେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସହଜ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହା ଦ୍ଵାରା ଯେଉଁ ମାନଙ୍କ ଗଳାରେ ଇନଫେକସନ ହେଉଛି ସେମାନେ ଏହାର ପ୍ରୟୋଗ କରିଲେ ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ ।

ଏହାର କେବଳ ଥରେ ପ୍ରୟୋଗ ଦ୍ଵାରା ଗଳା ସଂକ୍ରମଣ ସମସ୍ଯା ତୁରନ୍ତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ରହିଛି ହଳଦୀ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ଅଦା, ତୃତୀୟରେ ସେନ୍ଧା ଲୁଣ ର ଆବଶ୍ୟକ ରହିଛି ।

ପ୍ରଥମେ ଏକ ଇଞ୍ଚ ଲମ୍ବର ଅଦା ନିଅନ୍ତୁ ଓ ଏହାର ଚୋପା କାଢି ଦିଅନ୍ତୁ । ତା ପରେ ଆପଣ ଅଦା କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଅଦା କୁ 3 ଖଣ୍ଡ କରି କାଟି ଦିଅନ୍ତୁ । ପ୍ରଥମେ ଆପଣ ଲୁଣ ଓ ହଳଦୀ ଗୁଣ୍ଡ ନିଅନ୍ତୁ । ତା ପରେ ଅଦା କୁ ଲୁଣରେ ପକାନ୍ତୁ । ଆଉ ଖଣ୍ଡେ ଅଦା ନେଇ ହଳଦୀ ରେ ପକାନ୍ତୁ । ହଳଦୀ ଅଧିକ ଲାଗିଲେ କିଛି ସମସ୍ଯା ଅହେବ ନାହି କିନ୍ତୁ ଲୁଣ ଅଧିକ ଲଗାଇବେ ନାହି ।

ବଞ୍ଚି ଯାଇଥିବା ଅଦା କୁ ସେମିତି ପ୍ରୟୋଗ କରନ୍ତୁ । ଆପଣ ଅଦା ପିସ କୁ ଚୋବାଇ ଖାଇବାକୁ ହେବ । ପ୍ରଥମେ ଆପଣ ଲୁଣ ଲାଗିଥିବା ଅଦା କୁ ଧୀରେ ଧୀରେ ଚୋବାଇ ଖାଆନ୍ତୁ । ତା ପରେ ହଳଦୀ ଲାଗିଥିବା ଅଦା ଖଣ୍ଡ କୁ ଚୋବାଇ ଖାଆନ୍ତୁ । ହେଲେ ମନେ ରଖନ୍ତୁ ଅଦା ର ଗୋଟେ ସ୍ଲାଇସ କୁ ଚୋବାଇ ଖାଇବା ପାଇଁ ଆପଣଙ୍କୁ ଯେମିତି 5 ମିନିଟ ସମୟ ଲାଗିବା ଆବଶ୍ୟକ ।

ଏହାର ରସ ଯାଇ ଯେମିତି ଆପଣଙ୍କ ଗଳାରେ ଲାଗିବ । ତେବେ ଯାଇ ଆପଣଙ୍କର ଗଳା ସଂକ୍ରମଣ ସମସ୍ଯା ଦୂର ହେବା ସହ ସଂକ୍ରମଣ କାରଣରୁ ଯେଉଁ କାଶ ହୋଇଥାଏ ତାହା ଠିକ ହୋଇଯିବ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ଏକ ଗ୍ଳାସ ପାଣି ନିଅନ୍ତୁ । ପାଣି ଅଳ୍ପ ଗରମ ହେବା ପରେ ଏକ ଚାମଚ ହଳଦୀ ମିଶାନ୍ତୁ । ଏହାକୁ 2ରୁ 3 ମିନିଟ ଫୁଟାନ୍ତୁ ।

ତାପରେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ସେଥିରେ 3ରୁ 4 ଚିମୁଟା ସେନ୍ଧା ଲୁଣ ମିଶାନ୍ତୁ । ଆପଣ ଏହି ପାଣିକୁ 2 ପ୍ରକାରରେ ପ୍ରୟୋଗ କରିପାରିବେ । ଯେଉଁ ମାନଙ୍କର ଥଣ୍ଡା, କାସ ସହ ଗଳା ସଂକ୍ରମଣ ଭଳି ସମସ୍ଯା ଅଛି ସେମାନେ ଏହାକୁ ଗରମ ଗରମ ଚାହା ପିଇବା ଭଳି ପିଇପାରିବେ । ଗରମ ଗରମ ଏହାର ସେବନ କରିଲେ ତୁରନ୍ତ ଫାଇଦା ଦେଖିବାକୁ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *