କ୍ୟାଲସିୟମର ଅଭାବ, ଆଂଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା 80 ବର୍ଷ ବୟସ ପର୍ଯ୍ୟନ୍ତ ହେବ ନାହିଁ – Calcium Deficiency

ବନ୍ଧୁଗଣ 30 ବର୍ଷ ବୟସ ରେ ଆମର କ୍ୟାଲସିୟମ ର ଅଭାବ ଦେଖା ଯାଇଥାଏ । 40 ବର୍ଷ ବୟସ ରେ ଆମର ହାଡ଼ ସହ ଶରୀର ଦୁର୍ବଳ ହୋଇଆସେ । ହାଡ଼ ଗୁଡ଼ିକ ଦୁର୍ବଳ ହୋଇଯାଏ ଆମକୁ ଜଣା ପଡ଼େ ନାହିଁ ଯେ ଆମକୁ କାହିଁକି ଏମିତି ଲାଗୁଚି । କ୍ୟାଲସିୟମ ର ଅଭାବ ରୁ ଆମକୁ ଅନେକ ସମସ୍ୟା ବା ରୋଗ ର ଶିକାର ହେବାକୁ ପଡ଼ିଥାଏ । ତାହେଲେ ଚାଲନ୍ତୁ ଜାଣିବା 80 ବର୍ଷ ପର୍ଯ୍ୟନ୍ତ କେମିତି କ୍ୟାଲସିୟମ ଆପଣ ଙ୍କ ମଧ୍ୟ ରେ ଭରପୁର ହୋଇ ରହିବ ।

ଆଜି ର ଏହି ରେମିଡି ରେ ଜାଣିବା ପ୍ରଥମେ ପଦ୍ମ ମଞ୍ଜି ନିଅନ୍ତୁ ଯାହାକି ଆପଣ ଙ୍କ ଶରୀର ର ରୋଗ ଦୁର କରିବା ବା ଗୋଡ଼ ହାତ ବିନ୍ଧା ରୁ ମୁକ୍ତି ଦେବ ଆପଣ ଙ୍କ ଜିବନ ରେ କେବେ ମଧ୍ୟ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବ ନାହିଁ । କୌଣସି ପ୍ରକାର ଦୁର୍ଘଟଣା ହେଲେ ଦରଜ କମିଯିବ । ଏହା ଆପଣ ଙ୍କୁ ଲୋକାଲ ମାର୍କେଟ ରୁ ବୋହୁତ ସହଜ ରେ ମିଳିପାରିବ ।

ଏହା ପରେ ଦ୍ୱିତୀୟ ସାମଗ୍ରୀ ହେଉଛି ପାନ ମଧୁରି ଏହାକୁ ଆପଣ ଖାଇବା ଦ୍ବାରା ହଜମ କାର୍ଯ୍ୟ ଠିକ୍ ରୂପେ ହେବା ସହ କ୍ୟାଲସିୟମ ର ବୃଦ୍ଧି ମଧ୍ୟ ହେବ । ଏହା ଆପଣ ଙ୍କୁ କୌଣସି ଗ୍ରୋସରି ଷ୍ଟୋର ରୁ ବୋହୁତ ସହଜରେ ମିଳିଯିବ ଏହା ଆପଣ ଙ୍କ ପାଇଁ ବହୁତ ଲାଭଦାୟକ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବା କ୍ୟାଲସିୟମ ର ଅଭାବ କୁ ଦୁର କରିଥାଏ ।

ଏଥିରୁ ପୋଟାସିୟମ , ଆଇରନ, କପର, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ପ୍ରୋଟିନ ଆଦି ମିଳିଥାଏ । ଏହା ଶରୀର ର ଦୁର୍ବଳତା ଦୁର କରି ସବଳତା ସୃଷ୍ଟି କରିଥାଏ । ଏହି ଦୁଇଟି ସାମଗ୍ରୀ କୁ ଉଭୟ ମାତ୍ର ରେ ନିଅନ୍ତୁ । ଯେତେ ମାତ୍ର ରେ ବନାଇବାକୁ ଚାହୁଁଥିବେ ସେତେ ମାତ୍ର ରେ ଏହାକୁ ବନାଇ ପାରିବେ । ଏବଂ ଏହାକୁ ଷ୍ଟୋର କରି ରଖିପାରିବେ ।

ଏହି ଦୁଇଟିକୁ ସମାନ ମାତ୍ରାରେ ନେଇ ପାରିବେ ଏଥିରେ ଗୋଲମରିଚ ମିଶାନ୍ତୁ ଏବଂ ମିଶ୍ରି କୁ ମଧ୍ୟ ମିଶାନ୍ତୁ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ ଏହା ପରେ ଆପଣ ଏହାକୁ ବାହାରକୁ ଗୋଟେ ପାତ୍ର ରେ କାଢନ୍ତୁ । ବେଳେବେଳେ ଡ୍ଡାଇବେଟିସ ଲୋକ ମାନେ ମିଶ୍ରି ର ପ୍ରୟୋଗ କରିପାରିବେ ନାହିଁ ସେମାନେ ପଦ୍ମ ମଞ୍ଜି କୁ ଘିଅ ରେ ଅଳ୍ପ ଭାଜି ଦିଅନ୍ତୁ ଏହା ପରେ ଏହାକୁ ଏକ ପାତ୍ର ରେ କାଢି ଗୁଣ୍ଡ କରିଦିଅନ୍ତୁ ।

ଏହାକୁ ଆପଣ କୌଣସି ଯାର ରେ ମଧ୍ୟ ରଖିପାରିବେ । ଏହାକୁ ଆପଣ ଚାମଚ୍ ପାଟିରେ ପକାଇ କ୍ଷୀର ଗୋଟେ ଗ୍ଲାସ୍ ପିଅନ୍ତୁ ଏହିପରି 7 ରୁ 10 ଦିନ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଏହାର ପରିଣାମ ନିଶ୍ଚିତ ଜାଣି ପାରିବେ । ଏହାକୁ ସକାଳ ବା ସନ୍ଧ୍ୟା ବା ଦିନ ର କୌଣସି ସମୟ ରେ ସେବନ କରିପାରିବେ ।

Leave a Reply

Your email address will not be published. Required fields are marked *