ଚନ୍ଦ୍ର ଗ୍ରହଣ ( 16 ମଇ 2022), ଏହି 5ଟି ରାଶି ହେବେ ଧନବାନ, ଜାଣନ୍ତୁ ସୁତକ କାଳ ଓ ହାଣ୍ଡିଛାଡ ସମୟ

ବନ୍ଧୁଗଣ 16 ମୟୀ 2022 ରେ ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଚି ଯାହାକି ବୈଶାଖ ମାସ ପୂର୍ଣ୍ଣିମା ତିଥି କୁ ରହିବ ଏହି ଗ୍ରହଣ ସମୟ ରେ ବହୁତ ବଡ଼ ଘଟଣା ଘଟିବ । ସୂର୍ଯ୍ୟ ଚନ୍ଦ୍ର ମା ଏବଂ ଶନି ବହୁତ୍ ୟୂତି ବଢିବା ଏବଂ ଏହା ବହୁତ ଭୟଙ୍କର ହେବ ସହ ବୋହୁତ ଲମ୍ବ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଚି । ଏହି ପରି 6 ଗୋଟି ରାଶି ଏମିତି ଅଛି ଯାହା କି ସେମାନେ ଙ୍କ ଭାଗ୍ୟ ଚମକିବ । ତୋଫାନ,ଭୂମିକମ୍ପ,, ପ୍ରାକୃତିକ ବିପର୍ଯ୍ୟୟ ଘଟି ପରେ । ଏହି ଚନ୍ଦ୍ର ଗ୍ରହଣ ଭାରତ ର ଅନେକ ରାଜ୍ୟ ରେ ପ୍ରଭାବ ପକାଇବ । ଦେଶ ରେ ଅଶୁଭ ହେବ ସହ କିଛି ରାଶି ଉପରେ ଏହାର କୁପ୍ରଭବ ପଡ଼ିବ ।

ଏହା 3 ଘଣ୍ଟା 26 ମିନିଟ ପର୍ଯ୍ୟନ୍ତ ରହିବ ଏବଂ ଏହାର ଆରମ୍ଭ 9 ଘଣ୍ଟା ପୂର୍ବ ରୁ ହୋଇଯିବ । ଏହି ସମୟ ରେ ଗର୍ଭବତୀ ମହିଳା ମାନ ଙ୍କୁ ସାବଧାନତା ଅବଲମ୍ବନ କରିବାକୁ ହେବ,ଏହି ସମୟ ରେ ବୃଦ୍ଧ,ରୋଗୀ,ପିଲା ଙ୍କ ଛଡ଼ା ଅନ୍ୟ କେହି ଭୋଜନ କରିବା ଉଚିତ ନୁହେଁ । ଛୁରୀ ରେ କିମ୍ବା ଛୁଞ୍ଚି ରେ କୌଣସି କାର୍ଯ୍ୟ କରିବା କଥା ନୁହେଁ । ଶୋଇବା ଓ ଭୋଜନ କରିବା ଉଚିତ ନୁହେଁ ।

ଗର୍ଭବତୀ ମହିଳା ଏହି କାର୍ଯ୍ୟ କରିବା ଉଚିତ୍ ବା ଏହି ନିୟମ କୁ ମାନିବା ଉଚିତ୍ । ଏହି କାଳ କୁ ଓଡ଼ିଶା ରେ ମାନିବା ଆବଶ୍ୟକ ନାହିଁ ଏହା ଓଡ଼ିଶା ରେ ଆଂଶିକ ମାତ୍ର ରେ ପ୍ରତିଫଳିତ ହେବ । ଏହା ଖାଲି ଆଖିରେ ଦୃଶ୍ୟ ମାନ ହେବ ନାହିଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଗ୍ରହଣ ଆଖି କୁ ଦେଖା ଯାଏ ନାହିଁ ସେହି ଗ୍ରହଣ ର ସୂତପା କାଳ ଗ୍ରହଣ କରାଯାଇ ପାରିବ ନାହିଁ । ଏହାର ପ୍ରଭାବ ସବୁ ରାଶି ରେ ପଡ଼ିବାକୁ ଯାଉଚି ।

ବୃଷ ରାଶି:- ଏହି ଚନ୍ଦ୍ର ଗ୍ରହଣ ବିଶେଷ ପ୍ରଭାବ ପକେବକୁ ଯାଉଚି । ଜୀବନ ରେ ଧନ ସମ୍ବର୍ଦ୍ଧିତ କୌଣସି ଅସୁବିଧା ରହିଥାଏ ତାହେଲେ ଲାଭ ହୋଇଥାଏ । ମେଷ ରାଶି:- ଧନ କୁ ବଢ଼ାଇ ପାରିବ ଏହି ଚନ୍ଦ୍ର ଗ୍ରହଣ ଯଦି ଧନ ର ନିବେଶ କରିବା କୁ ଚାହୁଁଛନ୍ତି ଦୁଇ ଗୁଣ ଧନ ର ପ୍ରାପ୍ତି ହେବ । ଧନ ର ନିବେଶ ହେବ । ଏବଂ ଦୁଖ ଦୁର ହେବ । ମାନସିକ ବୃଦ୍ଧି ସହ ଅବସ୍ଥା ଠିକ୍ ରହିବ । ନୂଆ କାମ ମିଳିବ ସହ ସାମାଜିକ ସ୍ଥିତି ଭଲ ରହିବ । ଲୋକ ମାନେ ଆପଣ ଙ୍କ କଥା ରେ ସହମତ ହେବ ସହ ବ୍ୟବସାୟ ଉନ୍ନତି ଘଟିବ । ଆପଣ ଙ୍କ ଲୋକ ପ୍ରୀୟତ ଦେଖି ସମସ୍ତେ ଜଳି ଉଥିବେ ଏବଂ ଆପଣ ବୋହୁତ ଖୁସି ରେ ଜୀବନ ଅତିବାହିତ କରିବେ ।

କୁମ୍ଭ ରାଶି:- ଏହି ବ୍ୟକ୍ତି ଙ୍କ ପାଇ ଏହି ଗ୍ରହଣ ସୁବହା ରହିବ । ନୂତନ ବାଣିଜ୍ୟ ବ୍ୟବସାୟ ରେ ଉନ୍ନତି ଘଟିବ ଏବଂ ଧନ ର ପ୍ରାପ୍ତି ସହ ଭାଗ୍ୟ ସାଥ ଦେବ । ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିପାରିବେ । କାର୍ଯ୍ୟ ସ୍ଥଳ ରେ ନୂଆ ଦାୟିତ୍ଵ ସହ ପ୍ରଶଂସା ହେବ । ନୂତନ କାର୍ଯ୍ୟ ସ୍ଥଳ ରେ ଉଟିନ୍ନ ହୋଇ ଅନେକ ଧନ ଧନ୍ୟ ରେ ଗୃହ ପରିପୂର୍ଣ ହେବ । ପୁରୁଣା ମିତ୍ର ଙ୍କ ସାକ୍ଷାତ ହେବ । ସନ୍ତାନ ପ୍ରାପ୍ତି ର ଯୋଗ ରହିଛି । ଧନ ର ଅଭାବ ଅନଟନ ଦୂର ହେବ । ପାରିବାରିକ ଅଭିବୃଦ୍ଧି ଘଟିବ ।

ସିଂହ ରାଶି:- ଏହି ଗ୍ରହଣ ଆପଣ ଙ୍କ ପାଇ ଶୁଭ ମୁହୂର୍ତ୍ତ ରହିବ ଯାହା କୁ ଭବିଷ୍ୟତ ନିର୍ମାଣ କରିବାରେ ସାହାର୍ଯ୍ୟ କରିବା ଚାକିରି କ୍ଷେତ୍ର ରେ ଯଦି କୌଣସି ଅସୁବିଧା ରହିଥିବା ତାହା ପୁରାଣ ହେବ । ଦୁଃଖ ଦୂର ହେବ ସହ । କଳହ ର ଦୂର ହେବ । ନିଜ ଜୀବନ ରେ ବୋହୁତ ଉନ୍ନତି କରିବ ସହ ଅନ୍ୟ କୁ ସହାର୍ଯ୍ୟ କରିବେ । ଦାୟିତ୍ଵ ରହିବ । ସମାଜ ରେ ଉଚ୍ଚ ଶିକ୍ଷିତ ହେବା ସହ । ସମାଜ ରେ ନୂତନ ମାନ୍ୟତା ପାଇ ପାରିବେ । ସନ୍ତାନ ପ୍ରାପ୍ତି ର ଯୋଗ ସହ ନୂତନ ଚାକିରି ର ପ୍ରମୋସନ୍ ଏବଂ ଫଳ ପ୍ରାପ୍ତି ହେବ । ଭାଗ୍ୟ ଖୋଲିବାକୁ ଯାଉ ଅଛି ଚାକିରି ରେ ଉନ୍ନତି ଧନ ରେ ଗୃହ ପରିପୂର୍ଣ । ମନସ୍କାମନା ପୂରଣ ହେବାକୁ ଯାଉ ଅଛି ।

ମିଥୁନ ରାଶି:- ଏହି ଚନ୍ଦ୍ର ଗ୍ରହଣ ଆପଣ ଙ୍କ ପାଇ ଅନେକ ଶୁଭ ଖବର ଆଣିଦେବ । ଯାହା ଦ୍ଵାରା ଜୀବନ ରେ ସୁଖ ର ଅସରା ଭରିଯିବ । ବହୁତ ଦିନ ରୁ ଅପେକ୍ଷା କରିଥିବା କାର୍ଯ୍ୟ ର ସଫଳତା ହେବ । ଧନ ର ଜୀବନ ପରିପୂର୍ଣ ହେବ । ସଫଳତା ହାସଲ କରିପାରିବେ । ଏମିତି ଭାଗ୍ୟ ଯୁଷ୍ଟିବ ସମସ୍ତ କାର୍ଯ୍ୟ ରେ ସଂଯୋଗ ବିଚ୍ଛିନ୍ନ ହେବ । ଏବଂ ସମସ୍ତ ବ୍ୟକ୍ତି ଆପଣ ଙ୍କ ସପକ୍ଷ ରେ ରହିବା ସହ ସାହାର୍ଯ୍ୟ କରିବେ । କନ୍ୟା ରାଶି:- ନୂଆ ନୂଆ ଲୋକ ଙ୍କ ସହ ସଂଯୋଗ ହେବା ସହ ସମସ୍ତେ ଖୁସି ର ମିଳନ ଘଟିବ ।

ପରିବାର ଲୋକ ଙ୍କ ଠାରୁ ସମ୍ମାନ ମିଳିବ । ଖୁସି ର ସମୃଦ୍ଧି ଘଟିବ । ପାରିବାରିକ ଘଟଣା ପରିପୂର୍ଣ ହେବ । ମା ଲକ୍ଷ୍ମୀ ଙ୍କ ଆସରା ଘରେ ପଡ଼ିବ । ଧନ ରେ ଘରେ ସମସ୍ତେ ଖୁସିର ରହିବ ସହ ପରିବାର ମଧ୍ୟ ରେ ମିଳନ ଘଟିବ । ଚାକିରି ରେ ଉନ୍ନତି ସହ ନିଜର ପରିଚୟ ନିଜେ ଗଢି ପାରିବେ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେନ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *