ବାଛନ୍ତୁ ଏହା ମଧ୍ୟରୁ ଗୋଟେ ଦୁଆର ଆଉ ଜାଣି ନିଅନ୍ତୁ ଆପଣଙ୍କ ସ୍ଵଭାବ କିପରି ! ( Personality Test )

ବନ୍ଧୁଗଣ ବ୍ୟକ୍ତିକୁ କେମିତି ଜିନିଷ ନିଜ ଆଡ଼କୁ ଆକର୍ଷିତ କରିଥାଏ ତାହା ଦ୍ୱାରା ଦ୍ୱାରା ତାର ସ୍ଵଭାବ ଓ ଭାବନା ବିଷୟରେ ବହୁତ କିଛି କହିଥାଏ । ବିଭିନ୍ନ ଗବେଷଣା ପରେ ଏହା ପ୍ରମାଣିତ ହୋଇଛି କି କୌଣସି ବ୍ୟକ୍ତିର ଭାବନା ତାର ଦର୍ପଣ ସଦୃଶ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ୫ ଟି ଦୁଆର ର ଚିତ୍ର ଆଣିଛୁ । ସମସ୍ତ ଦୁଆର ର ଦୃଶ୍ୟ ଅଲଗା ଅଲଗା ରହିଛି । ଏଥି ମଧ୍ୟରୁ ଆପଣ ଗୋଟିଏ ନିଜର ମନ ପାସନ୍ଦର ଦୁଆର ବାଛନ୍ତୁ । ଏବଂ ଜଣାନ୍ତୁ ଆପଣଙ୍କ ସ୍ଵଭାବ କିପରି । ତେବେ ଚାଲନ୍ତୁ ଜାଣିବା ।

୧ ନମ୍ବର ଦୁଆର:- ଯଦି ଆପଣ ଏକ ନମ୍ବର ଦୁଆର ବାଛିଛନ୍ତି ତେବେ ଆପଣଙ୍କ ସ୍ଵଭାବ ହେଉଛି ଆପଣ ସ୍ଵାଧୀନତା ପୂର୍ବକ ସବୁ କାମ କରିଥାନ୍ତି । ଆପଣ ଯାହା ଚାହିଁଥାନ୍ତି ତାହା ନିସ୍ଚୟ କରନ୍ତି । ଆପଣ ସବୁ ନିଷ୍ପତି ଭାବି ଚିନ୍ତି ନେଇଥାନ୍ତି । ଆପଣ ସବୁ ସ୍ଥାନରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ।

୨ ନମ୍ବର ଦୁଆର:- ଯଦି ଆପଣ ଦୁଇ ନମ୍ୱର ଦୁଆର ବାଛିଛନ୍ତି ତେବେ ଆପଣ ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯେଉଁ ମାନେ ଅଲଗା ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ସବୁବେଳେ ଏକା ରହିବାକୁ ଇଚ୍ଛା କରିଥାନ୍ତି । ଆପଣ ନିଜ ବିଷୟରେ କାହାକୁ କିଛି କୁହନ୍ତି ନାହିଁ ।

୩ ନମ୍ବର ଦୁଆର:- ଯଦି ଆପଣ ତିନି ନମ୍ବର ଦୁଆର ବାଛିଛନ୍ତି ତେବେ ଆପଣଙ୍କ ସ୍ଵଭାବ ବହୁତ ସୁନ୍ଦର ଏବଂ ସରଳ ହୋଇଥାଏ । ଆପଣ ସଦା ସର୍ବଦା ଖୁସିରେ ରହିଥାଆନ୍ତି । ଆପଣ ନିଜ ଜୀବନକୁ ସବୁବେଳେ ରଙ୍ଗୀନ ରଖିବାକୁ ଚାହିଁଥାନ୍ତି । ଆପଣ ସବୁବେଳେ ହସ ଉଲ୍ଲାସ ରେ ରହିଥାନ୍ତି ।

୪ ନମ୍ବର ଦୁଆର:- ଯଦି ଆପଣ ଚାରି ନମ୍ବର ଦୁଆର ବାଛିଛନ୍ତି ତେବେ ଆପଣ ଟିକେ ଗରମ ମିଯାଜ ର ହୋଇଥାନ୍ତି । ଏମାନେ ବହୁତ ସାହସୀ ହୋଇଥାନ୍ତି । ଆପଣ କେବେ କାହାରି ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ସବୁବେଳେ ଅନ୍ୟକୁ ସାହାଯ୍ୟ କରିଥାନ୍ତି । ଆପଣ ନିଜର ହୃଦୟର କଥା କାହାକୁ କୁହନ୍ତି ନାହିଁ ।

୫ ନମ୍ବର ଦୁଆର:- ଯଦି ଆପଣ ପାଞ୍ଚ ନମ୍ୱର ଦୁଆର ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟରେ ବ୍ୟକ୍ତି ଅଟନ୍ତି । ଆପଣ ନିଜର ପରିବାର ଲୋକଙ୍କ ସହିତ ମିଳିମିଶି ରହିବାକୁ ଇଚ୍ଛା କରିଥାନ୍ତି । ଆପଣ ନିଜର ଗୁରୁଜନଙ୍କ ସମ୍ମାନ ଦେଇଥାନ୍ତି । ଆପଣ ସବୁ ପରିସ୍ଥିତି କୁ ଖୁବ ଭଲ ଭାବରେ ତୁଲାଇବା ଜାଣିଛନ୍ତି । ତେବେ ବନ୍ଧୁଗଣ ଆପଣ କେତେ ନମ୍ବର କବାଟ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *