ନମସ୍କାର ବନ୍ଧୁଗଣ , ଇଶ୍ଵର ପୃଥିବୀ ସୃଷ୍ଟି କରିଛନ୍ତି ତାଙ୍କ ହସ୍ତକୃତ କାର୍ଯ୍ୟ ହେଉଛି ମାନବ । ମାନବଙ୍କ ମଧ୍ୟରେ ପୁରୁଷ ଏବଂ ନାରୀ କରି ଗଢିଛନ୍ତି । ନାରୀମାନଙ୍କୁ ଜଗତରେ କେହି ବୁଜିପାରନ୍ତିନାହିଁ । ସ୍ଵୟଂ ଇଶ୍ଵର ମଧ୍ୟ ନାରୀମାନଙ୍କ ମନରେ କଣ ଲୁଚି କି ରହିହି ଓ କେଉଁ ବିଷୟକୁ ନେଇ ସେମାନେ କିପରି ପ୍ରତିକ୍ରିୟା କରନ୍ତୁ ନାରୀ ନିଜେ ଜାଣିଥାଏ । ନାରୀ ଦ୍ଵାରା ସମଗ୍ର ବିଶ୍ଵ ଚାଲିଥାଏ ।
ଯେଉଁ ଘରେ ଝିଅମାନେ ଥାନ୍ତି ସେ ଘରକୁ ମାତା ଲକ୍ଷ୍ମୀ ଆସି ବାସ କରିଥାନ୍ତି । ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ନାରୀମାନେ ଯେଉଁମାନେ ନାରୀମାନଙ୍କୁ କଷ୍ଟ ଅପମାନ ଦିଅନ୍ତି । ସେହି ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ଆମ ଶାସ୍ତ୍ର ମଧ୍ୟ ନାରୀମାନଙ୍କ ବିଷୟରେ ଓ ସେମାନଙ୍କ ସମ୍ମାନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଝିଅମାନଙ୍କ ସ୍ଵଭାବ ଭିନ୍ନ ଧାରଣ ର ହୋଇଥାଏ । ଝିଅମାନଙ୍କ ଭିତରେ ଦୁଇ ପ୍ରକାରର ସ୍ଵଭାବ ବିଶିଷ୍ଟ ଦେଖାଯାଇଥାନ୍ତି ।
କିଛି ଝିଅମାନେ ଚତୁର, ଚାଲାକ, ମାହିର ହୋଇଥିବା ବେଳେ ଆଉ କେତେକ ଝିଅମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଗଙ୍ଗା ଜଳ ପରି ପବିତ୍ର ଥିବା ଝିଅମାନଙ୍କ ବିଷୟରେ କହୁବି । ଏହି ଅକ୍ଷରରେ ଆରମ୍ଭ ହୋଇଥିବା ଝିଅମାନଙ୍କ ସ୍ଵଭାବ ଗୁଣନୀୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ବିଷୟରେ ଏଥିରେ ଆପଣଙ୍କ ନାମ ଥାଏ ତେବେ ଆପଣ ମଧ୍ୟ ସାମିଲ ଅଛନ୍ତି ।
B- ଏହି ଅକ୍ଷର ବିଶିଷ୍ଟ ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥିଙ୍କ ପ୍ରତି ବିଶ୍ଵସ୍ତ ରୁହନ୍ତି । ଯେକୋଣସି ପରିସ୍ଥିତିରେ ହେଉ ପଛେ ଜୀବନ ସାଥିଙ୍କ ହାତକୁ ଛାଡିନଥାନ୍ତି । ଏମାନଙ୍କ ବ୍ୟବହାର କୋମଳ, ଶାନ୍ତି ବିଶିଷ୍ଟ ଧରଣର ହୋଇଥାଏ । N – ଏହି ନାମର ଝିଅମାନେ ବହୁତ ତେଜ ସ୍ଵଭାବ ହୋଇଥାନ୍ତି । ଏମାନେ ନିଜ ଜୀବନସାଥିକୁ ବହୁତ ଭଲ ପାଇଥାନ୍ତି ।
ଏମାନେ ଏମିତି କିଛି କାମ କରନ୍ତି ଯାହା ଫଳରେ କି ତାଙ୍କ ପରିବାର ଲୋକଙ୍କର ଗୌରବ ନୀଚ କରୁଥିବ । ଏମାନେ ଜୀବନସାଥି ଓ ପରିବାର ମଙ୍ଗଳ ପାଇଁ କିଛି ବି କରୁବାକୁ ପଛ ଘୁଞ୍ଚା ହେବେ ନାହିଁ । ଏମାନେ ଗଙ୍ଗା ଜଳ ପୠ ପବିତ୍ର ହୋଇଥାନ୍ତି । P – ଏହି ଅକ୍ଷର ଥିବା ଝିଅମାନଙ୍କୁ ସମ୍ପର୍କକୁ କିପରି ବାନ୍ଧିକି ରଖିବା ଉଚିତ୍ ତାହା ସେମାନେ ଜାଣିଥାନ୍ତି ।ଏମାନେ କାହାକୁ ଦୁଖ ଦିଅନ୍ତି ନାହିଁ ଏମାନଙ୍କ ମୁଖରେ ସର୍ବଦା ମଧୁର ବାଣୀ ରହିଥାଏ ।
ଏହି ଗୁଣ ପାଇଁ ଏମାନଙ୍କୁ ପବିତ୍ର ବୋଲି ମାନ ଯାଇଥାଏ । S- ଏହି ଅକ୍ଷର ଥିବା ଝିଅମାନେ ପବିତ୍ର ଓ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ପରିବାରକୁ ଖୁସି ରଖିବା ପାଇଁ ତାଙ୍କ ପ୍ରଚେଷ୍ଟା କରିଥାନ୍ତି । M – ଏହି ଅକ୍ଷର ଥିବା ଝିଅମାନଙ୍କ ସ୍ଵଭାବ ଶାନ୍ତ ଓ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଏମାନେ ଉଚ୍ଚ ସ୍ଵରରେ କଥା କହିଥାନ୍ତି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।