ଘରକୁ ବିଛା ଆସିବାର ଅର୍ଥ କଣ ? ଶୁଭ ନା ଅଶୁଭ ସଂକେତ… Shakuna Shastra

କିଛି ସଂକେତ ଦ୍ଵାରା ଆମେ ଶୁଭ ଓ ଅଶୁଭ କୁ ଜାଣିପାରୁ । ଏହି ସଂକେତ ପ୍ରକୃତି ରେ ଥିବା ପଶୁ ପକ୍ଷୀ ଙ୍କ ଠାରୁ ମଧ୍ୟ ପାଇପାରୁ । ବନ୍ଧୁଗଣ କିଛି ତତ୍ତ୍ଵ ଦ୍ଵାରା ଆମେ ଆମ ଆଖ ପାଖ ରେ ହେଉଥିବା ଘଟଣା କୁ ଯାନିପାରିଥାଉ । ଏହା ଆପଣ ଙ୍କୁ ଶୁଭ ଅଶୁଭ ର ସଂକେତ ଦେଇଥାଏ । ଆପଣ ଙ୍କ ଆଖପାଖ ରେ ଥିବା ପଶୁ ପକ୍ଷୀ ଙ୍କ ଠାରୁ ମଧ୍ୟ ମିଲିପରିଥାଏ । ଆଜି ଆମେ କହିବୁ ସେମାନେ ଙ୍କ ସମ୍ପର୍କ ରେ ଯେଉଁ ମାନେ ଆମ ଆଖ ପାଖ ରେ ରେ ଅନେକ ବାର୍ତ୍ତା ପ୍ରଦର୍ଶନ କରିଥାନ୍ତି ।

ଯେଉଁ ଘରେ ବିରାଡ଼ି କଇଁ କରୁଥିବା ର ଶୁଭ ଯାଏ ସେହି ଘରେ କୌଣସି ବିଭ୍ରାଟ ଘାଟିବାକୁ ଯାଉଚି ବୋଲି ସଂକେତ ମିଳିଥାଏ । ଝଗଡ଼ା ବଡ଼ ବିବାଦ ଦେଖା ଯିବାର ଆଶଙ୍କା ରହିଥାଏ । ଯେଉଁ ଘରେ ବିରାଡ଼ି ମାନେ କଳି କରିଥାନ୍ତି ସେହିଘରେ ମତ ବିବାଦ ଲାଗି ରହିଥାଏ । ଘର ବାହାରେ ଗାଈ ବୋବାଇଲେ କିଛି ଶୁଭ ସଂକେତ ମିଳିଥାଏ । ଘର ଆଗ ରେ ଏପରି ହେଲେ କେହି ଜଣେ ଆସିବାର ସୂଚନା ମିଳିଥାଏ ।

କୁକୁର ର କାନ୍ଦିବା ଅଶୁଭ ସଂକେତ ଅଟେ । ଯଦି କୌଣସି ଘରେ କୁକୁର ଜୋର କାନ୍ଦି ଥାଏ ଘରେ ବିପତି ଆସିବାର ସଂକେତ ମିଳିଥାଏ । ଏହି ସଂକେତ କାହାର ମୃତ୍ୟୁ ର ସହ ଜଡ଼ିତ ହୋଇଥାଏ । ଚତୁର୍ଥ ଟି ହେଉଛି ପିମ୍ପୁଡ଼ି ଯେଉଁଠାରେ ବା ଘରେ କଳା ପିମୁଡ଼ି ଦେଖା ଯାଇଥାଏ , ସେହି ଘରେ ଧନ ର ପ୍ରାପ୍ତି ବା ମା ଲକ୍ଷ୍ମୀ ଙ୍କ କୃପା ପଡ଼ିବ ଦ୍ଵାରା ପରିବାର ର ସମସ୍ତ ନକାରାତ୍ମକ ଦୃଷ୍ଟି ନିକ୍ଷେପ ହୋଇଥାଏ ।

ଯଦି ନାଲି ପିମ୍ପୁଡ଼ି ଘରେ ଦେଖା ଯାଆନ୍ତି ତାହେଲେ ଏହା ଅଶୁଭ ସଂକେତ ବୋଲି ଜଣା ଯାଏ । ଅର୍ଥାତ୍ ଗୃହ ରେ କଳି ଝଗଡ଼ା ର ସୂତ୍ରପାତ ହୋଇଥାଏ । ପଞ୍ଚମ ଟି ହେଉଛି ମୟୂର । ଏହାକୁ ଦେଖିବା ହିଁ ଶୁଭ ହୋଇଥାଏ । ଯଦି କୌଣସି ଘରେ ମୟୂର ଦେଖାଯାଏ ତାହେଲେ ଏହା ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଗୃହ କୁ କୌଣସି ଶୁଭ ଖବର ଆସିପରିରେ ।

ଷଷ୍ଠ ରେ ରହିଛି ବିଛା ଘରେ ଯଦି ବିଛା ଲାଇନ୍ ହୋଇ ଦେଖା ଯାଆନ୍ତି ଏହା ଅଶୁଭ ସଂକେତ ଦେଇଥାଏ । ଏହା ଆପଣ ଙ୍କ ଦେହ ବା ଶରୀର ଉପରେ ପ୍ରଭାବ ପକାଏ ଥାଏ । ଆପଣ ଙ୍କ ଘରୁ ଲକ୍ଷ୍ମୀ ଚାଲିଯିବା ମଧ୍ୟ ସୂଚନା ଦେଇଥାଏ । ଯଦି ହଳଦିଆ ବିଛା ଦେଖା ଯାଏ ତାହେଲେ ଧନ ପ୍ରାପ୍ତି ର ସଂକେତ ଦେଇଥାଏ । ଚୁଚୁନ୍ଦ୍ରା କୁ ଶୁଭ ବୋଲି ବିଚାର କରାଯାଏ ।

ଯଦି ଏହାକୁ ପାଳନ କରୁଛନ୍ତି ତାହେଲେ ଆପଣଙ୍କର ଧନ ରେ ବୃଦ୍ଧି ସହ ପରିବାର ସୁଖ ର ଯୋଗ ବନୁଅଛ । ଯଦି କୋଇଲି ଘରେ ଉପରେ ବସିବା ବା କେଉଁଠି ଦେଖିବା ତାହେଲେ ତାହା ଶୁଭ ସଙ୍କେତ ଦେଇଥାଏ । ଘର ର ଛାତ ଉପରେ କୋଇଲି ବସିଲେ ଘର ତିଆରି ବା ଘର ର ଉନ୍ନତି ର ପରିଦର୍ଶନ ର ସୂଚନା ଦେଇଥାଏ । ଯଦି କୋଇଲି ଓ ପେଚା 2 ଜଣ ଏକ ସଙ୍ଗେ ଛାତ ରେ ବସିବା ଦେଖା ଯାଆନ୍ତି ତାହେଲେ ଏହା ଅଶୁଭ ସଂକେତ ଦେଇଥାଏ ।

Leave a Reply

Your email address will not be published. Required fields are marked *