ତାହା କେଉଁ ଜିନିଷ ଯାହାକୁ ପୁରୁଷମାନେ ଲୁଚେଇକି ଚାଲନ୍ତି କିନ୍ତୁ ମହିଳାମାନେ ଦେଖେଇକି ଚାଲନ୍ତି ? ଏହା ସହିତ ୧୫ଟି GK Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧:- ଏମିତି ଏକ ନାମ କୁହ କେଉଁଥିରେ ତାଲା ଆଉ ଚାବି ରହିଛି ?

ଉତ୍ତର:- ଲକି

୨:- ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଓ ଆଲୋକ ଦ୍ଵାରା ହିଁ ମରିଥାଏ । ମୁଁ କିଏ ?

ଉତ୍ତର:- ଛାଇ

୩:-  ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧିବେଶନରେ କେତେଜଣ ଯୋଗ ଦେଇଥିଲେ ?

ଉତ୍ତର:- ୬୩୬ ଜଣ

୪:- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ । ତାହା କ’ଣ ?

ଉତ୍ତର:- ଲୁଣ

୫:-ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଆଖ୍ୟା କିଏ ଦେଇଥିଲେ ?

ଉତ୍ତର:- ସୁବାଷ ଚନ୍ଦ୍ର ବୋଷ

୬:- ଭାରତରେ ହିନ୍ଦୀ ଭାଷା ପରେ ଦ୍ଵିତୀୟ ସର୍ବାଧିକ ବ୍ୟବହାର କରା ଯାଉଥିବା ଭାଷା କେଉଁଟି ?

ଉତ୍ତର:- ବଙ୍ଗଳା

୭:- ଆମ୍ ଆଦମି ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଲୋକ ଜନଶକ୍ତି ପାର୍ଟି ଓ ମହାରାଷ୍ଟ୍ର ନବ ନିର୍ମାଣ ସେନା ମଧ୍ୟରୁ କେଉଁ ରାଜନୈତିକ ଦଳ ସବୁଠାରୁ ଶେଷରେ ହୋଇଛି ?

ଉତ୍ତର:- ଆମ୍ ଆଦମୀ ପାର୍ଟି

୮:- କେଉଁ ଦେଶ ଉପହାର ସ୍ଵତୁପ ଯୁକ୍ତରାଷ୍ଟ୍ର ଆମେରିକାକୁ ‘ଷ୍ଟାଚ୍ୟୁ ଅପ ଲିବର୍ଟି’ ପ୍ରଦାନ କରିଥିଲା ?

ଉତ୍ତର:- ଫ୍ରାନ୍ସ

୧୦:- ମୈକମୋହନ ରେଖା କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ଥିତ ?

ଉତ୍ତର:- ଭାରତ ଓ ଚିନ

୧୧:- କେଉଁ ପୁରସ୍କାର ଏସିଆର ନୋବେଲ ପୁରସ୍କାର ନାମରେ ପରିଚିତ ?

ଉତ୍ତର:- ରମଣ ମେଗସେସ ପୁରସ୍କାର

୧୨:- ବ୍ରହ୍ମପୁତ୍ର, ଚେନାବ, ଯମୁନା ଓ ମହାନଦୀ ମଧ୍ୟରୁ କାହାର ଉଦ୍ଗମସ୍ଥଳ ଭାରତରେ ନାହିଁ ?

ଉତ୍ତର:- ବ୍ରହ୍ମପୁତ୍ର

୧୩:- ଡଲଫିନ, ବ୍ଲୁ ହ୍ଵେଲ, ପାମଫ୍ରେଟ ଓ ଗ୍ରେଟ ହ୍ଵାଇଟ ସାର୍କ ମଧ୍ୟରୁ କିଏ ଆକାରରରେ ଛୋଟ ?

ଉତ୍ତର:- ପାମଫ୍ରେଟ

୧୪:- ବିକ୍ରମଶିଳା ଶିକ୍ଷା କେନ୍ଦ୍ରର ସଂସ୍ଥାପକ କିଏ ଥିଲେ ?

ଉତ୍ତର:- ଧର୍ମପାଲ

୧୫:- ତାହା କେଉଁ ଜିନିଷ ଯାହାକୁ ପୁରୁଷମାନେ ଲୁଚେଇକି ଚାଲନ୍ତି, କିନ୍ତୁ ମହିଳାମାନେ ଦେଖେଇକି ଚାଲନ୍ତି ?

ଉତ୍ତର:- ମନିପର୍ସ ( Money Purse )

ତେବେ ବନ୍ଧୁଗଣ ଆମ ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *