ମୋଟାପଣ ରୁ ରକ୍ଷା ପାଇଁ ଆଜି ଆମେ ଆଣିଛୁ ଆପଣଙ୍କ ପାଇ ନୂତନ ଉପାୟ ଯାହା ଫଳରେ ଆପଣ କମେଇ ପାରିବେ ଆପଣ ଙ୍କ ଚର୍ବି ଯାହାକି ସଂପୂର୍ଣ୍ଣ ଭାବରେ କମିଯିବ । ଖାଦ୍ୟ ହଜମ ନ ହେବ ଦ୍ଵାରା ଆପଣ ଙ୍କ ମୋଟପଣ ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ ଯାହା ଫଳରେ ଆପଣ ଭବିଷ୍ୟତ ରେ ବହୁ ପ୍ରକାର ରୋଗର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କେଉଁ ଜିନିଷ ଅଛି ଯାହା ଆମର ଓଜନ କମ କରିବାରେ ସହୟାକ ହୋଇଥାଏ । ତାହା ହେଉଛି ଜୁଆଣୀ ।
ପେଟ ସହ ଜଡିତ ସବୁ ସମସ୍ୟାର ସମାଧାନ କରିଥାଏ ଜୁଆଣୀ । ଯେମିତିକି ଖାଦ୍ୟ ହଜମ ନ ହେବା, ପେଟରେ କବ୍ଜ ହେବା, ଠିକ୍ ସେ ପେଟ ସଫା ନ ହେବା, ମୋଟପା ବଢିବା ଭଳି ସମସ୍ୟା ଦୂର । ରାତିରେ ଗୋଟେ ଚାମଚ ଜୁଆଣୀ ଗୋଟେ ଗ୍ଳାସ ପାଣିରେ ଭିଯାଇ ରଖନ୍ତୁ । ସକାଳୁ ଏହାକୁ ପିଇ ଦିଅନ୍ତୁ ।
ଏହା ଆପଣଙ୍କୁ ବହୁ ଖରାପ ପରିସ୍ଥିତି ରେ ସମ୍ମୁଖୀନ କରିଦେବ । ଯଦି ଆପଣ ଙ୍କୁ ଲାଗୁଚି ଆପଣ ଙ୍କ ଓଜନ 5 ରୁ 6 କିଲ ବଢ଼ିଯାଇଛି ତାହେଲେ ଆପଣ ଏହି ଉପାୟ ଅବଲମ୍ବନ କରନ୍ତୁ ପ୍ରଥମେ ଗରମ ପାଣି ନିଅନ୍ତୁ ସେଥିରେ ଗୋଟିଏ ଲେମ୍ବୁ ଚିପୁଡି ଦିଅନ୍ତୁ ଏହା ପରେ ସ୍ଵାଦ ଅନୁସାରେ ବିଟ ଲୁଣ ପକାନ୍ତୁ । ଏହାକୁ ଗୋଳାଇ ଦିଅନ୍ତୁ । ଏହାକୁ ଏକ ଗ୍ଲାସ୍ ସକାଳୁ ଏବଂ ଏକ ଗ୍ଲାସ୍ ସନ୍ଧ୍ୟା ରେ ପିଅନ୍ତୁ ।
ଚାହା ଯେପରି ପିଅନ୍ତି ସେପରି ଏହାକୁ ସେବନ କରନ୍ତୁ ଯାହା ଫଳ ରେ ଆପଣ ଆପଣ ଙ୍କ ଶରୀର କୁ ପୁନଶ୍ଚ ଫେରି ପାଇବେ । ଦ୍ୱିତୀୟ ଉପାୟ ଟି ହେଉଛି ଗୋଟିଏ ଅଦା ର ଖଣ୍ଡ ନିଅନ୍ତୁ ଆପଣଙ୍କ ପାଖରେ ରଖନ୍ତୁ ଏହାକୁ ଅଧ ଘଣ୍ଟା ଚୁସନ୍ତୁ । ଏହାକୁ ଦିନରେ 2ରୁ 3 ଥର କରନ୍ତୁ ଯାହା ଫଳରେ ଆପଣ ପାଇ ପାରିବେ ଓଜନ ରୁ ରିହାତି ।
କମିବାକୁ ଲାଗିବ ଆପଣଙ୍କ ମୋଟାପା । ଏବଂ ଫେରି ପାଇବେ ଆପଣ ପୁରୁଣା ଦିନର ସେହି ବୋଡି କୁ । ଏହାକୁ ସେବନ କରିବା ଦ୍ୱାରା ଚର୍ବି କମ୍ ହୋଇଯିବ ଓଜନ କମିବାକୁ ଲାଗିବ ଯାହାକି ଆପଣ ଆଉ କୌଣସି ସ୍ଥାନ ରେ ନିଜ ମୋଟପା କୁ ନେଇ ଲଜିତ୍ତ ହେବାକୁ ପଡିବ ନାହିଁ ।