1 ମାସ ସକାଳୁ ଖାଲି ପେଟରେ ବାଦାମ ଖାଇଦିଅନ୍ତୁ – ମୂଳରୁ ଶେଷ ହୋଇଯିବ ଏହି ରୋଗ

ନମସ୍କାର ବନ୍ଧୁଗଣ ଆପଣ ମାନେ ଦୈନଦିନ ଜୀବନରେ ଅନେକ ପ୍ରକାରର ଖାଦ୍ୟ ଖାଉଥୁବେ ଏବଂ ଅନେକ କାର୍ଯ୍ୟ ମଧ୍ୟ କରୁଥିବେ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି । ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖ-ରା-ପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀ-ଡ଼ି-ତ ହୋଇଥାଉ ।

ଏବଂ ଆମ ର-କ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖ-ରା-ପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁ-ର୍ବ-ଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖ-ରା-ପ ହେଲେ ମାନସିକ ସ୍ଥିତି ମଧ୍ୟ ଖ-ରା-ପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ । ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ ।

ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ ତେବେ ଆଜି ଆମେ ବାଦାମ କୁ ଭିଜେଇ ଖାଇବା ଦ୍ୱାରା କି ପ୍ରକାର ର ଲାଭ ମିଳି ଥାଏ ସେ ବିଷୟରେ ଆଲୋଚନା କରିବା ।
ତେବେ ଯେଉଁ ମାନଙ୍କ ର କେଶ ଝଡ଼ିବା ଉପୁଡିବା କିମ୍ବା ଚନ୍ଦା ହୋଇଯିବା କେଶ ଦୁ-ର୍ବ-ଳ ହୋଇ ଯିବା ଆଦି ସମସ୍ୟା ଦେଖା ଦେଲେ ।

ତେବେ ଆପଣ ବାଦାମ କୁ ଶୋଇବା ପୂର୍ବରୁ ଭିଜେଇ କରି କୌଣସି ମାଟି ପାତ୍ର ରେ ରଖିଦେବେ ଏଵଂ ସକାଳେ ସେହି ବାଦାମ ର ଚୋପା କୁ କାଢି କରି ଖାଇବେ । ଚୋପା କୁ କାଢି କି ହିଁ ଖାଇବେ କାରଣ ବାଦାମ ରେ ଥିବା କିଛି ପୋଷକ ତତ୍ତ୍ୱ କୁ ଆମ ଶରୀର ଭିତରେ ଆସିବା ପାଇଁ ଅଟକାଇ ଥାଆନ୍ତି ତେଣୁ ଚୋପା କୁ କାଢି ଖାଇବା ଉଚିତ ।
ଆପଣ ଯଦି ସୁସ୍ଥ ଦେଖିବାକୁ ଚାହୁଁଛନ୍ତି କିମ୍ବା ଆପଣ ଙ୍କ ଚେହେରା ରେ କିଛି ଦାଗ କିମ୍ବା ବ୍ରଣ ନ ହେଉ ଚାହାନ୍ତି କିମ୍ବା ଚେହେରା ଉଜ୍ଜ୍ୱଳ ଦେଖା ଯାଉ । ଶରୀର ଆକ୍ଟିଭ ରହୁ । ସ୍ମରଣ ଶକ୍ତି ଅଧିକ ପ୍ରଖର ହେଉ ତେବେ ଆପଣ ସକାଳେ ବାଦାମ କୁ ଚୋପା କୁ କାଢି ଖାଇବା ଉଚିତ । ଆପଣ ଚାହିଁଲେ ଏକ ଚାମଚ ମହୁ ମଧ୍ୟ ନେଇ ପାରିବେ ।

ନିଜ ହା-ଡ଼ କୁ ମଧ୍ୟ ମଜବୁତ କରିବା ପାଇଁ ଚାହୁଁଥିଲେ ଆପଣ ବାଦାମ ସହ ଗୁଡ଼ କୁ ମଧ୍ୟ ସେବନ କରି ପାରିବେ । ଏହା ଛଡା ଆଣ୍ଠୁ ଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ହେବା ଆଦି ସମସ୍ୟା ଥିଲେ ଆପଣ ଗୋଟାଏ ଅଖରତ ଏବଂ ଦୁଇଟି ବାଦାମ କୁ କ୍ଷୀର ସହିତ ନେଲେ ଏହି ସମସ୍ୟା ମଧ୍ୟ ଦୁର ହୋଇଯିବ ।
ଏହା ଛଡା ବାଦାମ ଆମ ପାଚନ କ୍ରିୟା କୁ ମଧ୍ୟ ସଠିକ ରଖିଥାଏ ।
ତେବେ ଏହା ସହିତ ଆପଣ ସବୁଦିନ ଯୋଗ, ବ୍ୟାୟାମ, ହଟଯୋଗ ଆଦି କରିବା ଉଚିତ ଏହା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହିଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *