ଗୁରୁବାର ଦିନ ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ୱାରା ଭିକାରିବି ହୋଇଯାଏ ରାଜା!

ବନ୍ଧୁଗଣ ବୋହୂ ଲୋକ ଅର୍ଥ ଉପାର୍ଜନ କରନ୍ତି କିନ୍ତୁ ଆର୍ଥିକ ସମସ୍ୟା ଦୁର ହୋଇନଥାଏ । ଯେତେ ମଧ୍ୟ ରୋଜଗାର କଲେ ତାହା ଫାଲତୁ ରେ ଚାଲିଯାଏ । କେତେଥର ବେପାର ଅଟେ ମନ୍ଦ ଚାଲେ ଯେ କିଛି ମଧ୍ୟ ଉପାର୍ଜନ ହୋଇପାରେ ନାହିଁ । ଏମିତି ରେ ବ୍ୟକ୍ତି ବୋହୁତ ଚିନ୍ତା ରେ ପଡ଼ିଯାଏ । ଆମ ଶାସ୍ତ୍ର ରେ ଏମିତି ଲେଖା ଅଛି ଯେ ଯଦି ଆମେ ତାହା କରିବା ତାହେଲେ ଆମ ଭାଗ୍ୟ ଚମକି ଉଠିବ । ଯଦି ଆପଣ ଙ୍କ ଭାଗ୍ୟ ଚମକି ଉଠିବ ତାହେଲେ ଆପଣ ସଫଳତା ନିଶ୍ଚିତ ପାଇବେ ।

ଯଦି ଆପଣ ଙ୍କ ମାନ ରେ କିଛି ପ୍ରଶ୍ନ ଅଛି ଆଜି ର ଏହି ଉପାୟ କରିବା ଦ୍ଵାରା ତାହା ଦୁର ହୋଇପାରିବ । ଏହି । ଉପାୟ ଦ୍ଵାରା ଆଶ୍ଚର୍ଯ୍ୟ ଦେଖିବାକୁ ମିଳିବ । ଏହି ଉପାୟ କୁ କେବଳ ଗୁରୁବାର ଦିନ କରିବାକୁ ପଡ଼ିବ । ଗୁରୁବାର ଦିନ ସର୍ବ ପ୍ରଥମେ ଗଧୋଇକି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ଏହା ପରେ ଯଦି ଆପଣ ଙ୍କ ପାଖରେ ହଳଦିଆ ବସ୍ତ୍ର ନାହିଁ ତେବେ ଆପଣ କୌଣସି ହଳଦିଆ କପଡା ର ମଧ୍ୟ ବ୍ୟବହାର କରିପାରିବେ ।

ଆପଣ ଙ୍କୁ କଦଳି ଗଛ ମୂଳକୁ ଯିବା କୁ ପଡ଼ିବ ଏହି କଥା ରେ ଗୁରୁତ୍ବ ଦେବେ କି ଯେ ଏହି କାର୍ଯ୍ୟ କଳା ବେଳେ କେହି ଯେମିତି ନ ପଚାରେ ଆପଣ କଣ କରୁଛନ୍ତି, ଯଦି କଦଳୀ ଗଛ ଆପଣ ଙ୍କ ବାଡି ରେ ନାହିଁ ଆଉ କାହା ବାଡ଼ିରେ ଅଛି ତାହେଲେ ତାଙ୍କୁ ଆଗରୁ କହି ଦିଅନ୍ତୁ । କାରଣ ଏହି କାର୍ଯ୍ୟ କରିବା ବେଳେ କେହି ନ ଦେଖେ ବା କେହି ନ ପଚାରେ ।

ପୁରା ଚୁପ୍ ଚାପ୍ ଆପଣ ଙ୍କୁ ଗୁରୁବାର ଦିନ ଏହି କାର୍ଯ୍ୟ କରିବାର ଅଛି । ସେହି ଗଛ ମୂଳ ରୁ ଅଳ୍ପ ଟିକେ ଚେର ଆଣିବାକୁ ହେବ । ଯଦି ଅଳ୍ପ ବି ମିଳୁଚି ତାହେଲେ ତାହା ଯଥେଷ୍ଟ । ସେହି ଚେର କୁ ଚୁପ୍ ଚାପ୍ ଆଣି ଗଙ୍ଗା ଜଳ ରେ ଧୋଇଦିଅନ୍ତୁ ହଳଦିଆ ସୂତା ରେ ବାନ୍ଧି ଆପଣଙ୍କ ଧନ ରଖିବା ସ୍ଥାନ ରେ ବା ପର୍ଷ ରେ ସଦା ସର୍ବଦା ରଖନ୍ତୁ । ଯାହା ଦ୍ଵାରା ଘରେ ଧନ ଦୌଲତରେ ବୃଦ୍ଧି ହୁଏ ଏବଂ ତାହା ଉପରେ କାହାର ନଜର ମଧ୍ୟ ପଡ଼ି ନଥାଏ । ଏହାଦ୍ବାରା ଧନ ପ୍ରାପ୍ତି ର ମାର୍ଗ ଖୋଲିବାକୁ ଲାଗିବ । ଏବଂ ଜୀବନ ସୁଖ ସମୃଦ୍ଧି ରେ ଭରିଯିବ ।

Leave a Reply

Your email address will not be published. Required fields are marked *