ଈଶ୍ବରଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟେ କଳସ, ଦେଖିବା ଆପଣଙ୍କ ଇଛା ପୁରା ହେବ ନା ନାହିଁ- Personality Test

ବନ୍ଧୁଗଣ ଆପଣ ଯଦି ଚିନ୍ତା ରେ ଅଛନ୍ତି ଯେ କି କେବେ ଆପଣ ଙ୍କ ଇଛା ପୂରଣ ହେବ କେବେ ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇବେ । ବିଳମ୍ବ ହେବ ବା କେମିତି ପାଇପାରିବେ ଆପଣ ଙ୍କ ଲକ୍ଷ୍ୟ କୁ । ଆପଣ ପ୍ରଥମେ ଏହି 3 ଟି ସଂଖ୍ୟା ରୁ ଗୋଟିଏ ସଂଖ୍ୟା କୁ ବାଛନ୍ତୁ । 111 ,444 ,777 । ଏହା ଅପରେ ଜାଣିବା କିଛି ସିକ୍ରେଟ ।

ଆପଣ ଯଦି 111 କୁ ବାଛିଛନ୍ତି ତାହେଲେ ଆପଣ ଙ୍କୁ ସବୁବେଳେ ଅନ୍ୟ ଠାରୁ ଧୋକା ମିଳିବ । ଯାହାଠାରୁ ବେଶୀ ଆପଣ ଇଛା କରୁଥିବେ ସିଏ ଆପଣ ଙ୍କୁ ହରାଇବାକୁ ଚେଷ୍ଟା କରିବ । ଯଦି ଆପଣ କାମ କରିଥିବେ ତାହା ପୁଣି ଆପଣ ଙ୍କ କ୍ଷତି କରୁଥିବା । ଦୁଃଖ ଆସିବ ଯିବ । ଆପଣ ଙ୍କ ଦୁଃଖ କୁ ଆପଣ ସାମ୍ନା କରିବାର ଦକ୍ଷତା ରଖିଛନ୍ତି ।

ଯିଏ ଆପଣ ନକର ନିଜର ହୋଇକି କାର୍ଯ୍ୟ ରେ ବାଧା ଦେଉଚି ଆଗ ସମାନ ଙ୍କୁ ହରାଇବାର ଅଛି । ଯେ ଚାହୁନି ଆପଣ ଆଗକୁ ବଢ଼ି ପାରନ୍ତି ସେମାନେ ଙ୍କ ତଃରୁ ଦୂରେଇ ରୁହନ୍ତୁ । ସମୟ ଆସିଲେ ଠିକ୍ ଜବାବ ଦେବେ । ସବୁବେଳେ ଭୁଲ କୁ ଧରି ନ ବସି ନୂଆ କାମ ଆରମ୍ଭ କରନ୍ତୁ । କଣ ପାଇ ଆପଣ ଙ୍କ ର ଭୁଲ ହେଉଛି ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ନିଜ କାମ ର ଯୋଜନା କୁ ଲୁଚାଇ ରଖନ୍ତୁ ସଫଳତା ପାଇବା ପରେ କୁହନ୍ତୁ । କାହାକୁ କହିବା ଦ୍ଵାରା ତାର ଖରାପ ନଜର ଆପଣ ଙ୍କ ଉପର ପଡ଼ୁଚି ।

ଯଦି ଆପଣ 444 କୁ ବାଛିଛନ୍ତି ତାହେଲେ ଆପଣ ଙ୍କୁ ସଫଳତା ମିଳିବ କିନ୍ତୁ ସେଥିପାଇଁ କଠିନ ରୁ କଠିନ ପରିଶ୍ରମ କରିବାକୁ ପଡ଼ିବ । କାର୍ଯ୍ୟ ର ଦକ୍ଷତା ଅନୁସାରେ ବିନା କାରଣ ରେ ସମ୍ମସ୍ୟ ଆସିପାରେ ତାର ସମାଧାନ କରିବାକୁ ପଡ଼ିବ । ହାର ମାନିବାକୁ ଆପଣ ପ୍ରସ୍ତୁତ ହେବେ ନାହିଁ । ମୁକାବିଲା କରିବେ । ପରିସ୍ଥିତି ର ସାମ୍ନା କରିବା ଗୋଟେ ପ୍ରକୃତ ସହୃଦୟ ବ୍ୟକ୍ତି ର କାର୍ଯ୍ୟ ଅଟେ । ଯଦି ଲାଗୁଚି ଏହି କାମ ହେବ ନାହିଁ ତାହେଲେ ବାର ବାର ପରିଶ୍ରମ କରନ୍ତୁ ସେ କାର୍ଯ୍ୟ କୁ ଛାଡନ୍ତୁ ନାହିଁ । ଯଦି ଆପଣ ଗୋଟେ କାର୍ଯ୍ୟ ଉପରେ ଫୋକସ କରୁଛନ୍ତି ତାହେଲେ ଆପଣ ପାଇକି ରହିବେ । ବୋହୁତ ଜଲଦି ହାର ମନିବେନି । କୌଣସି ବାଧାବିଘ୍ନ ଆପଣ ଙ୍କୁ ଅଟକାଇ ପାରିବ ନାହିଁ । ସମସ୍ତ କ୍ଷମତା ସେହି କାର୍ଯ୍ୟ ରେ ଲଗାଇଦିଆନ୍ତୁ । ନୂଆ ଆରମ୍ଭ ହେବ ।

ଯଦି ଆପଣ 777 କୁ ବାଛିଛନ୍ତି ତାହେଲେ ସବୁ କିଛି ଆପଣ ଙ୍କ ପାଖରେ ଥାଇ ମଧ୍ୟ କିଛି ନଥିଲା ପରି ଲାଗିବ । ଖୁସି ଆସିବ ଯିବ । ତାହାର ଗଣନା କରାଯାଇ ପାରିବନାହିଁ । ଯଦି କିଛି ଭୁଲ କରିଛନ୍ତି ତାକୁ ଛାଡିକି ଆଗକୁ କଣ ଠିକ୍ ହେବ ତାହା ଉପରେ ଧ୍ୟାନ ଦିଅନ୍ତୁ । ଲୋକ ଙ୍କ କଥା କୁ ଭୁଲି ଯାଆନ୍ତୁ । ନିଜ ହିସାବ ରେ ଚାଲନ୍ତୁ । ଲୋକ କଣ କହିବେ ଭାବନ୍ତୁ ନାହିଁ । ଯଦି ଲୋକ ଙ୍କ କଥା ଭାବିବେ ସବୁ ଥାଇ ମଧ୍ୟ କିଛି ନଥିଲା ପରି ଲାଗିବ । ଘର ଓ ପରିବାର ଙ୍କ ଦ୍ଵାରା ଆପଣ ସହଯୋଗ ପାଇବେ । ଆପଣ ଙ୍କ କାର୍ଯ୍ୟ ହେବ କିନ୍ତୁ କଠିନ ପରିଶ୍ରମ ଦ୍ଵାରା ।

Leave a Reply

Your email address will not be published. Required fields are marked *