ନମସ୍କାର ବନ୍ଧୁଗଣ ତେବେ ଆପଣ ଏହି ଫଟୋ କିମ୍ବା ଭିଡ଼ିଓରେ ଥିବା 3 ଟି ଚିତ୍ର ବା ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ଚୟନ କରନ୍ତୁ ଏବଂ ଜାଣନ୍ତୁ ଆଗାମୀ ଦିନରେ ଆପଣଙ୍କୁ କେଉଁ ଶୁଭ ଖବର ମିଳିବାକୁ ଯାଉଛି ? ନିଜ ମନ ଭିତରେ ଗୋଟେ ନମ୍ବର ବାଛନ୍ତୁ, ତେବେ ଚାଲନ୍ତୁ ଜାଣିନେବା କେଉଁ ଖୁସି ଖବର ଆପଣ ଆଗାମୀ ଦିନରେ ପାଇବାକୁ ଯାଉଛନ୍ତି ।
ତେବେ ଯଦି ଆପଣ ପ୍ରଥମ ଚିତ୍ର ବ ନମ୍ବର ନମ୍ବର ଚୟନ କରିଛନ୍ତି ତେବେ ଆପଣ ଓ ଆପଣଙ୍କର ଲଭର ଙ୍କ ମଧ୍ୟରେ ଝଗଡା ଅଧିକ ହୋଇଥାଏ । ଆଉ ଆପଣ ଚାହୁଁଛନ୍ତି କି ଆପଣଙ୍କ ଦୁହିଙ୍କ ମଧ୍ୟରେ ଝଗଡା ନ ହେଉ । ଆପଣଙ୍କର ଏହି ଇଚ୍ଛା ଭଗବାନ ବହୁତ ନିଶ୍ଚିନ୍ତ ଭାବେ ପୁରା କରିବେ । ତେବେ ଆପଣ ଓ ଆପଣଙ୍କ ଲଭର ଙ୍କ ମଧ୍ୟରେ ଆଜିକାଲି ବହୁତ ମନୋମାଳିନ୍ୟ ଲାଗି ରହିଛି । ଦୁହେଁ ପରସ୍ପର କଥା କଥା ମଧ୍ୟ ହେଉ ନାହାନ୍ତି । ଆପଣ ଚାହୁଁଛନ୍ତି କି ଆପଣ ଦୁହେଁ ପୂର୍ବ ଭଳି ଭଲ ପାଇବା ରହୁ । ଆପଣଙ୍କର ଏହି ଇଚ୍ଛା ଭଗବାନ ଜରୁର ପୁରା କରିବେ ।
ଯଦି ଆପଣ ଦୁତୀୟ ଚିତ୍ର ବାଛିଛନ୍ତି ତେବେ ଏହି ବ୍ୟକ୍ତି ଆପଣ ଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ନିଜକୁ ଆପଣଙ୍କ ର ଯୋଗ୍ୟ ବୋଲି ଭାବୁ ନାହାଁନ୍ତି । ତେବେ ସେ ଭାବୁଛନ୍ତି ଆପଣଙ୍କ ର ଯେଉଁ ସବୁ ସ୍ୱପ୍ନ ଅଛି ତାହା ସେ କେବେବି ପୂରଣ କରି ପାରିବେ ନାହିଁ ସେ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ବରାଵର କରି ପାରିବେ ନାହିଁ । କିନ୍ତୁ ସେ ଆପଣ ଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି ।
ଯଦି ଆପଣ ତୃତୀୟ ଚିତ୍ର କୁ ବାଛିଛନ୍ତି ତେବେ ଆପଣ ବହୁତ ଶୀଘ୍ର ସମସ୍ତଙ୍କ ମନର କଥାକୁ ବୁଝିବା ସହିତ ଜାଣି ମଧ୍ୟ ପାରିଥାନ୍ତି । ଏହାହିଁ କାରଣ ଅଟେ ନିଜ ଘରେ କିଛି ଅସୁବିଧା ହେଲେ ମଧ୍ୟ ଆପଣ ବହୁତ ସହଜରେ ସମାଧାନ କରିଥାନ୍ତି । କେବେ ହେଲେ ବିପଦ ସମୟରେ ଆପଣ ଡରନ୍ତି ନାହିଁ । ଆପଣ ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ଲୋକେ ସେଥିରେ ଆପଣଙ୍କର କିଛି ସ୍ଵାର୍ଥ ଥିବାର ମଧ୍ୟ ଦେଖିଥାନ୍ତି । ଆପଣ କେବେ କାହାରି ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ସବୁବେଳେ ଅନ୍ୟର ସାହାଯ୍ୟ କରିଥାନ୍ତି । ତେବେ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ସଫଳତା ମିଳିବ ।