ଈଶ୍ବରଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟେ ଚକ୍ର, ଦେଖିବା ଆପଣଙ୍କ ଇଛା ପୁରା ହେବ ନା ନାହିଁ ( Personality Test )

ବନ୍ଧୁଗଣ ଅନେକ ଲୋକ ନିଜର ଭାଗ୍ୟ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ରହିଥାନ୍ତି । ତେବେ ଏହି ଇଚ୍ଛା ସେତେବେଳେ ପୂରଣ ହୁଏ ଯେବେ ଆମେ କୌଣସି ବିଦ୍ଵାନ ଙ୍କୁ ଆମ ଜାତକ ଦେଖାଇଥାଉ । କିନ୍ତୁ ଟାର୍ଟୋ କାର୍ଡ ମଧ୍ୟ ଏମିତି ଏକ ମାଧ୍ୟମ ଯାହା ଦ୍ଵାରା ଆପଣ କିଛି ଚିତ୍ର ବା ନମ୍ବର ବାଛି ନିଜର ଭାଗ୍ୟ ନିର୍ଧାରିତ କରିପାରିବେ । ତେବେ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ତାହା ଜାଣିବାକୁ 4ଟି ଚକ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।

1- ଯଦି ଆପଣ ପ୍ରଥମ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ନ୍ୟାୟ ଅଛି । ଆପଣ ଏମିତି ବ୍ୟକ୍ତି ଅଟନ୍ତି କି ହୋଇପାରେ ଆପଣଙ୍କର ବୟସ ଅଧିକ କି କମ ନୁହେଁ । କିନ୍ତୁ ଆପଣ ଅନୁଭବ ନିଶ୍ଚୟ କରିଛନ୍ତି । ଆପଣଙ୍କୁ ପରିଶ୍ରମର ଫଳ ଡେରି ରେ ମିଳିଥାଏ । ଆପଣ ଅଭୁତ ଚିନ୍ତାରେ ଅଛନ୍ତି କାରଣ ଭଲ କାମ କରି ବି ଭଲ ପରିଣାମ ମିଳେ ନାହି । ସମୟ ଲାଗିପାରେ କିନ୍ତୁ ପରିଣାମ ମିଳିଥାଏ । ଆପଣ କିଛି ଭୁଲ କରିଥିଲେ ତାହାର ପରିଣାମ ବହୁତ ଜଲ୍ଦି ମିଳିବ ।

2- ଯଦି ଆପଣ ଦ୍ଵିତୀୟ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ଦଇତ କାର୍ଡ ଅଛି । ଆପଣଙ୍କୁ ଲାଗିବ ଲାଇଫ ଶେଷ ହୋଇଯାଇଛି । ଆପଣଙ୍କର ବଞ୍ଚିବାର ଇଚ୍ଛା ନ ଥିବ । କିନ୍ତୁ ସେହି ମୂହୁର୍ତ୍ତରୁ ଆପଣଙ୍କୁ ଅନୁଭବ ହେବ ଆପଣ ଲାଇଫରେ ନୂଆ ଆରମ୍ଭ କରିବେ । ଏମିତି ଆପଣ ଲାଇଫରେ ବହୁତ ଦେଖିଛନ୍ତି ଆଉ ଦେଖୁଛନ୍ତି ମଧ୍ୟ । ଏହା ବୁଝୁଛନ୍ତି ଆପଣ । ଆପଣ ଜୀବନରେ ଆଗକୁ ବଢିବାକୁ ଚାହୁଁଥିଲେ କିଛି ବାଧା ଆସିପାରେ । ଆପଣ ବହୁତ ଲକି ବ୍ୟକ୍ତି ଯିଏ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବେ ।

3- ଆପଣ ତୃତୀୟ କାର୍ଡ ବାଛିଥିଲେ ଆପଣଙ୍କ ଭାଗ୍ୟରେ ବହୁତ ଶାନ୍ତି, ଖୁସି, ସନ୍ତୋଷର ଭାବନା ଲେଖା ଅଛି । ଆପଣ ଏମିତି ଜାଗାରେ କାମ କରୁଛନ୍ତି ଯେଉଁଠି ଅଧିକ ଚର୍ଚ୍ଚା ହେଉଛି । ଆପଣ ବହୁତ ଭଲ ସ୍ଵଭାବର ବ୍ୟକ୍ତି । ଆପଣ ଏମିତି ମଣିଷ ଯିଏ ଜୀବନରେ ପରିବର୍ତ୍ତନ ଆଣିଥାନ୍ତି, ଯାହାଙ୍କ ସହ ରହିଲେ ଖୁସି ଅନୁଭବ ହୁଏ, ନ୍ୟାୟ ପ୍ରିୟ ଅଟନ୍ତି । ଆପଣ ଏମିତି ସନସ୍ଥା ସହ ଜଡିତ ଅଛନ୍ତି ଆପଣ ଲୋକଙ୍କୁ ହିଲ କରୁଛନ୍ତି, ଶିଖାଉଛନ୍ତି, ଜୀବନ ବଞ୍ଚିବାର ଉପାୟ କରୁଛନ୍ତି । ଆପଣ ମେଡିକାଲ କ୍ଷେତ୍ରରେ ଯାଇପାରନ୍ତି ।

4- ଆପଣ ଚତୁର୍ଥ କାର୍ଡ ବାଛିଛନ୍ତି ତେବେ ଆପଣଙ୍କର ବିଚାର କେବେ ସ୍ଥିର ରହିବ ନାହି । ତେଣୁ ଏହାର ଧ୍ୟାନ ରଖନ୍ତୁ । ଆପଣ ଭାବାନ ସହ ଯୋଡି ହୋଇଯାନ୍ତି । ଆପଣ ସଂପର୍କକୁ କେୟାର କରନ୍ତି । କିନ୍ତୁ ଆପଣଙ୍କୁ ବୁଝିବାକୁ ହେବ ବର୍ତ୍ତମାନର ସ୍ଥିତି ହିସାବରେ ଯେମିତି ସମ୍ପର୍କ ବଦଳୁଛି ସେମିତି ଆପଣଙ୍କୁ ପରଖିବାର ଅଛି । ଆପଣ ଯେମିତି ଚାହୁଁଛନ୍ତି ସେମିତି କିଛି ହେବ ନାହି । ତେଣୁ ଆଶା ରଖନ୍ତୁ ନାହି ।

Leave a Reply

Your email address will not be published. Required fields are marked *