ଈଶ୍ବରଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଦେଖିବା ଏହି ସପ୍ତାହରେ ଆପଣଙ୍କୁ ମିଳିବାକୁ ଯାଉଛି କେଉଁ ଖୁସି ଖବର ( Personality Test )

ସାଙ୍ଗ ମାନେ ଆପଣ ମାନେ ବହୁତ ଭଲରେ ଥିବେ ଏହା ଆମେ ଆସା କରୁଛୁ । ଆମେ ଆପଣଙ୍କୁ ଆମ ପେଜ କୁ ସ୍ଵାଗତ ଜଣାଉଛୁ । ସବୁ ଥର ଏଭଳି ମଧ୍ୟ ଆମେ ଆପଣଙ୍କ ପାଇଁ କିଛି ହଟକେ ଆଉ ମଜାଦାର ବିଷୟ ବସ୍ତୁ ନେଇ କରି ଆସିଛୁ । ଯାହା ଆପଣଙ୍କ ଲଭ ଲାଇଫକୁ ନେଇ ଆଧାରିତ ଅଟେ । ଆପଣ 3ଟି ନାମବାରକୁ ବହୁତ ଧ୍ୟାନରେ ଦେଖନ୍ତୁ । ୟୁନିଭର୍ସ ଙ୍କ ତରଫରୁ ଆପଣଙ୍କ ପାଇଁ କଣ ଗାଇଡ ରହିଛି ।

ସେଥିପାଇଁ ଆପଣ 3ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟେ ବାଛନ୍ତୁ । ଆପଣଙ୍କର ଆଗାମୀ ସମୟ କିପରି ରହିବ ଓ କେଉଁ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା । 1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆଗାମୀ ସମୟ ଆପଣଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଭଲ ରହିଛି । ଆପଣ ନିଜ ବନ୍ଧୁ ବା ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କୁ ବହୁତ ଖୁସି ମିଳିବ ।

ଯାହା ଆପଣଙ୍କୁ ଜୀବନ ସାରା ମନେ ରହିବ । ଆପଣଙ୍କୁ ଲାଗିବ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଏହି ସମୟରେ ଆପଣ ଜୀବନକୁ ଅନୁଭବ କରିବେ ଖୁସି ପାଇବେ । ଆପଣ ବହୁତ ସମୟରୁ ଛୁଟି ରେ ଯିବା ପାଇଁ ପ୍ଳାନ କରିଥିଲେ ଆଗାମୀ ସମୟରେ ବହୁତ ଭଲ ସମୟ ରହିବ ।

2- ଦ୍ଵିତୀୟ ନମ୍ବର : ଆପଣଙ୍କର ଆଗାମୀ ସମୟ କେମିତି ରହିବ ସେଥିପାଇଁ ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ହୋଇପାରେ ଆପଣଙ୍କ ଜୀବନରେ ସବୁଠାରୁ ଜରୁରୀ ଆପଣଙ୍କ ସାଥି । ଆପଣ ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଆପଣ କଣ ଚାହୁଁ ଛନ୍ତି ତାହା ଆପଣ ବୁଝାଇ ପାରୁ ନାହାନ୍ତି । ସେ ଆପଣଙ୍କ ଉପରେ ରାଗିଛନ୍ତି ତଥାପି ଆପଣ ତାଙ୍କୁ ମନାଇବାକୁ ଚାହୁଁ ଛନ୍ତି ।

ତେବେ ଏହି କ୍ଷେତ୍ରରେ ଆପଣ ଯାହା ଚାହୁଁ ଛନ୍ତି ତାହା ନିଶ୍ଚୟ ହେବ । ଏ ସମ୍ପର୍କ ଆପଣଙ୍କର ସଚ୍ଚା ଅଛି । ଆପଣ ଦୁହିଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡା ହୋଇଛି । ତାଙ୍କ ମନରେ ଅନେକ କଥା ଆସୁଛି । ଆପଣ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ଚୁଜ କରିଥିଲେ ଆପଣ ଲଭ ପାର୍ଟନର ଅଟନ୍ତି । ଆପଣ ନିଜ ସାଥୀଙ୍କୁ କହିଛନ୍ତି ତାଙ୍କୁ ଭଲ ପାଉଛନ୍ତି । କିନ୍ତୁ ଆହୁରି କିଛି ଖୋଲି କହିବାର ଅଛି । ଆପଣ ପ୍ରେମର ଇଜହାର କରି ନାହାନ୍ତି ଯେମିତି ଆପଣଙ୍କ ସାହି ଚାହୁଁ ଛନ୍ତି । ଆପଣ ସମ୍ପର୍କକୁ ମଜବୁତ କରନ୍ତୁ । ଆପଣଙ୍କ ଜୀବନରେ ଆପଣଙ୍କ ସାଥି ସବୁଠୁ ଜରୁରୀ ଅଟନ୍ତି ।

ଯଦି ଆପଣ ନିଜ ସାଥୀଙ୍କୁ କହି ସାରିଛନ୍ତି କି ଭଲ ପାଉଛନ୍ତି ତଥାପି ବାରମ୍ବାର ଏହା କୁହନ୍ତୁ । ଆଗାମୀ ସମୟରେ ଆପଣଙ୍କ ପାଇଁ କ୍ୟାରିୟରକୁ ନେଇ ଜରୁରୀ ରହିବ । ନିଜ କ୍ଯାରିୟର ଉପରେ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *