ଈଶ୍ବରଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି 1 ଚିତ୍ର, ଦେଖିବା ଆପଣଙ୍କ ଇଚ୍ଛା ପୂର୍ଣ ହେବ କି ନାହିଁ ( Personality Test )

ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମ ପରିବାରକୁ ସ୍ଵାଗତ କରୁଛୁ । ଆଜି ଠାରୁ ଆରମ୍ଭ ହେଲା ଏପ୍ରିଲ ମାସ । ଆଉ ମାସର ଆରମ୍ଭରେ ପୁରା ମାସ ଟି କେମିତି କଟିବ ତାହା ଜାଣିବାକୁ ଆପଣଙ୍କ ମନରେ ନିଶ୍ଚୟ ଆଗ୍ରହ ପ୍ରକାଶ ହେଉଥିବ । ତେବେ ଚିନ୍ତା କରନ୍ତୁ ନାହି । କାରଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ହାତୀ ର ଚିତ୍ର । ଆଉ ସେଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତା ପରେ ଆପଣ ଜାଣିବେ ଏପ୍ରିଲ ମାସ ଟି ଆପଣଙ୍କ ପାଇଁ କେମିତି କଟିବ । ତେବେ ଆସନ୍ତୁ ଆରମ୍ଭ କରିବା ।

1- ପ୍ରଥମ ନମ୍ବର : ଆପଣ ପ୍ରଥମ କାର୍ଡ ଚୁଜ କରିଥିଲେ ଏପ୍ରିଲ ମାସ ଟି ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି । କିନ୍ତୁ ଫଳାଫଳ ଜଲ୍ଦି ଦେଖାଯିବ ନାହି । କିଛି ସମୟ ପରେ ଆପଣଙ୍କୁ ପଜେଟିଭ ଏନର୍ଜି ଦେଖାଯିବ । ଆପଣ ଯାହା ବି କାମ କରୁଛନ୍ତି ତାହା ଆପଣଙ୍କ ଭବିଷ୍ୟତ ପାଇଁ ବଡ ସଫଳତା ନେଇକି ଆସିବ । ଆପଣ ମେହନତ କରନ୍ତୁ । ଧୀରେ ଧୀରେ ଜୀବନରେ ସଫଳତା ପାଇବାର ସିଡି ରେ ଯେଉଁ ସ୍ଟେପ ଅଛି ତାହା ବାକି ଅଛି । ତାହା ନିଶ୍ଚୟ ସଫଳ ହେବ । ତେଣୁ ଆଗକୁ ବଢନ୍ତୁ । ଆପଣଙ୍କୁ ପରିଣାମ ବହୁତ ଭଲ ମିଳିବ ।

2- ଦ୍ଵିତୀୟ ନମ୍ବର : ଆପଣ ଦ୍ଵିତୀୟ କାର୍ଡ ଚୟନ କରିଥିଲେ ତେବେ ଏପ୍ରିଲ ମାସ ଟି ଆପଣଙ୍କ ପାଇଁ ଭଲ କି ଖରାପ ନାହି । ଆପଣ ଏମିତି କିଛି କରୁଛନ୍ତି ଯେଉଁଥିରେ ଅବହେଳା କରୁଛନ୍ତି । ଯାହା ପାଇଁ ଆପଣ କ୍ଷତି ସହିପାରନ୍ତି । ଆପଣଙ୍କ କାମ ହୋଇପାରେ କିନ୍ତୁ ଆପଣ ଅବହେଳା କରିବେ । ଆପଣଙ୍କ ଲାଇଫରେ ଯାହା ବି ଜରୁରୀ ଅଛି ତାହା ନିଜେ କରନ୍ତୁ ।

ଅନ୍ୟ ର ଭରସାରେ ରୁହନ୍ତୁ ନାହି । ଆପଣଙ୍କ ପାଇଁ ଅଳ୍ପ ବହୁତ କ୍ଷତି ଅଛି । ତେଣୁ ଧ୍ୟାନ ରଖନ୍ତୁ । ଆପଣ କୌଣସି ଜିନିଷକୁ ନେଇ ବିଚାର କରନ୍ତୁ ନାହି । ଯେବେ ଯାଏଁ ଆପଣ ନିଜେ ଅନୁଭବ କରି ନାହାନ୍ତି । କାହା କଥାରେ ମଧ୍ୟ ବିଚାର ପ୍ରକାଶ କରନ୍ତୁ ନାହି ।

3 ତୃତୀୟ ନମ୍ବର : ଏପ୍ରିଲ ମାସ ଟି ଆପଣଙ୍କ ପାଇଁ ଭଲ ରହିବ ସେମିତି କିଛି ମାନେ ନାହି । ଆପଣଙ୍କ ମନ ମୁତାବକ ସେମିତି କିଛି ହେବ ନାହି । ତେଣୁ ଧର୍ଯ୍ୟ ରଖନ୍ତୁ । ଏହି ମାସରେ ଆପଣ ପୁରୁଣା କଥାକୁ ଭାବିବେ । କିଛି ନେଗେଟିଭ କଥା ଭବିବେ । ଆପଣ ନିଜର ଧ୍ୟାନ ରଖନ୍ତୁ । ନିଜ ଉପରେ ଭରସା ରଖନ୍ତୁ । ନିଜର ସାଥିଙ୍କ ଉପରେ ସନ୍ଦେହ କରନ୍ତୁ ନାହି ।

ଏହା ଆପଣଙ୍କ ଲାଇଫରେ ଜରୁରୀ ଅଟେ । ଆପଣଙ୍କ ହାତରେ ଯାହା ଅଛି ତାହାର କେୟାର କରନ୍ତୁ । ଦରକାର ଠାରୁ ଅଧିକ ଆପଣ କାହା ଉପରେ ଭରସା କରିଲେ ବ କାହା କଥାରେ ପଡିଲେ ନିଜର କ୍ଷତି ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ ନିଶ୍ଚୟ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *