ସୋମବାର ଦିନ ପ୍ରଭୁ ଶିବ ଙ୍କ ର ମୁଖ୍ୟ ଦିନ ଅଟେ । ଏହି ଦିନ ରେ ପୃଥିବୀ ରେ ଶିବ ଙ୍କର ଦର୍ଶନ ମିଳେ ଓ ତାଙ୍କ ଭକ୍ତ ଙ୍କୁ ଶ୍ରଧା ପୂର୍ଣ୍ଣ ଆଶ୍ଵାସନା ଦିଅନ୍ତି । ସେଥିପାଇଁ ଶ୍ରାବଣ ମାସ ରେ ଶିବ ଙ୍କ ର ପୂଜା କରିବା ଉଚିତ୍ ଅଟେ । ଯେଉଁ ଲୋକ ଶ୍ରାବଣ ମାସ ରେ ଶିବ ଲିଙ୍ଗ ଉପରେ ଏକଲକ୍ଷ ବେଲ ପତ୍ର ଚଢ଼ାନ୍ତି ସେମାନେ ଙ୍କ ଉପରେ ପ୍ରଭୁ ଙ୍କ ର ବିଶେଷ କୃପା ପଡ଼ି ଥାଏ । ଯିଏ ଶିବ ଲିଙ୍ଗ ଉପରେ କ୍ଷୀର ଓ ପାନୀୟ ର ଘର୍ଷଣ କରନ୍ତି ସେମାନେ ପ୍ରଭୁ ଙ୍କ ର ବିଶେଷ କୃପା ରେ ପରିଚାଳିତ ହୋଇଥାନ୍ତି ।
ଶିବଙ୍କ ପୂଜା ରେ ତୁଳସୀ ପତ୍ର ଚଢ଼ାଇଁବା ଆସ୍ୟୁକାର ଅଟେ । ଯଦି କୌଣସି ମଣିଷ କୁ ଏହି 10 ଟି ସଂକେତ ରୁ ଗୋଟେ ସଂକେତ ସୋମବାର ଦିନ ଦେଖା ଯାଉଚି ତାହେଲେ ତାହା ଶୁଭ ଫଳ ପ୍ରଦାନ କରିଥାଏ । ଯଦି ସ୍ବପ୍ନ ରେ ଶିବ ଲିଙ୍ଗ ଦର୍ଶନ ମିଳେ । ବା ନିଜେ ଶିବ ଲିଙ୍ଗ ଉପରେ ଜଳ ଚଢାଇବା ର ଦର୍ଶନ ମିଳେ ତାହା ଶୁଭ ଅଟେ । ଧଳା ଗାଈ ମାନ ଙ୍କ ଦର୍ଶନ ।
ନାଗ ଦେବତା ଙ୍କ ଦର୍ଶନ । ସ୍ବପ୍ନ ରେ ନାଗ ଙ୍କ ଦର୍ଶନ ବହୁତ ଶୁଭ ହୋଇଥାଏ । ସ୍ବପ୍ନ ରେ କୌଣସି ପାହାଡ଼ ଚଢ଼ୁଥିବା ର ଦେଖା ଗଲେ ତାହା ଆପଣ ଙ୍କୁ ନିଜ ଜିଅନ୍ନ ରେ ବୋହୁତ ଉପରକୁ ଯିବାକୁ ମାର୍ଗଦର୍ଶନ କରିଥାଏ । ସ୍ବପ୍ନ ରେ ଯଦି ଶିବ ଙ୍କ ର କୌଣସି ମନ୍ଦିର ଦେଖା ଯାଏ ତାହା ଶୁଭ ହୋଇଥାଏ । ସ୍ବପ୍ନ ରେ ତ୍ରିଶୂଳ ବା ଦମ୍ବୁରୁ ଦେଖା ଗଲେ ଭଗବାନ ଶିବ ଆପଣ ଙ୍କ ଉପରେ ସମ୍ପୂର୍ଣ୍ଣ କୃପା ଦାନ କରିଛନ୍ତି ।
ତ୍ରିଶୂଳ ଦୁଃଖ ନାସନ ଓ ଡମ୍ବୁରୁ ଶୃଙ୍ଖଳା ର ପ୍ରତୀକ ହୋଇଥାଏ । ନଦୀ ର ଦର୍ଶନ ବା ନଦୀ ରେ ଗାଧଉଥିବା ଦର୍ଶନ ଶୁଭ ଖବର ପ୍ରାପ୍ତି ର ସଂକେତ ଦେଇଥାଏ । ବାହାରକୁ ଯିବା ସମୟ ରେ ମାଟିପାତ୍ର ରେ ଦୁଗ୍ଧ ଭର ଦେଖା ଯାଏ ତାହେଲେ ଏହା ଧନ ପୂର୍ଣ୍ଣ ଜୀବନ ର ସଂକେତ ଦେଇଥାଏ ।
ଅଘୋରି ସାଧୁ ଙ୍କ ଦର୍ଶନ ମଧ୍ୟ ଶିବ ଙ୍କ ଅନ୍ୟ ରୂପ ବା ଆପଣ ଶିବ ଙ୍କ ଦର୍ଶନ ତାଙ୍କ ମାଧ୍ୟମ ରେ କରି ପାରିବେ । କଳା କୁକୁର ଯଦି ଘର ସାମ୍ନା କୁ ଆସେ ତାହେଲେ ତାକୁ ଗୋଟେ ରୁଟି ଦିଅନ୍ତୁ ଯାହା ଦ୍ଵାରା ଆପଣ ଙ୍କ ଦୟା ର ପ୍ରଭାବ ଠାକୁର ଙ୍କ ପାଖରେ ପହଞ୍ଚି ପାରିବ ।