ବନ୍ଧୁଗଣ ଜନ୍ମାଷ୍ଟମୀ ର ପବିତ୍ର ଦିନ ଟି ଶ୍ରୀକୃଷ୍ଣ ଙ୍କ ପ୍ରିୟ ଦିନ ହୋଇଥାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ଶ୍ରୀକୃଷ୍ଣ ଙ୍କ ର ଜନ୍ମ ଦିବସ ପାଳନ ହୋଇଥାଏ । ଚଳିତ ବର୍ଷ ଜନ୍ମାଷ୍ଟମୀ 18 ଅଗଷ୍ଟ ମାସ ରେ ପଡ଼ୁଚି । ବସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିନ ଶ୍ରୀକୃଷ୍ଣ ଙ୍କ ସହ ଜଡ଼ିତ କିଛି ଜିନିସ କିଣି , ଘରକୁ ଆଣିବା ଦ୍ଵାରା ଜୀବନ ରେ ସଫଳତା ମିଳିଥାଏ । ଏବଂ ଘରେ ସୁଖ ଶାନ୍ତି ଓ ଖୁସି ର ବାତାବରଣ ଲାଗି ରହିଥିବା । ତାହେଲେ ଆସନ୍ତୁ ଜାଣି ରଖିବା କଣ ସେହି ଜିନିଷ ଯାହାକୁ ଆଣିବା ଦ୍ଵାରା ଶ୍ରୀକୃଷ୍ଣ ଙ୍କ କୃପା ଆପଣ ଙ୍କ ଉପରେ ପଡ଼ିବ ।
ହସ ଖୁସି ବଢିବା ସହ ଧନ ର ଓ ଟଙ୍କା ର ଅଭାବ ଦେଖା ଦେଇ ନଥାଏ । ବା କଷ୍ଟ ସହିବାକୁ ପଡ଼ି ନଥାଏ । ବଇଁଶୀ ଶ୍ରୀକୃଷ୍ଣ ଙ୍କ ପ୍ରିୟ ହୋଇଥାଏ । ଏହାକୁ ଘରେ ରଖିବା ଖୁବ୍ ଭଲ ହୋଇଥାଏ । ଘରେ ବାସ୍ତୁ ଦୋଷ ରହିଛି ଓ ଜୀବନ ରେ ଉନ୍ନତି ହୋଇନାହିଁ ତେଣୁ ଘରେ ଏହି ବଇଁଶୀ ରଖନ୍ତୁ ଏବଂ ଜନ୍ମାଷ୍ଟମୀ ଦିନ ରାତିରେ ଶ୍ରୀକୃଷ୍ଣ ଙ୍କୁ ଅର୍ପଣ କରନ୍ତୁ ।
ପରଦିନ ଏହାକୁ ଘର ର ପୂର୍ବ ଦିଗ ରେ ଗୋଟେ କାନ୍ଥ ରେ ଟାଙ୍ଗୀ ଦିଅନ୍ତୁ । ଦେଖିବେ ଜୀବନ ରୁ ସମସ୍ତ ଅସୁବିଧା ଓ ସମସ୍ତ କଷ୍ଟ ଦୂରେଇ ଯିବ । ଯଦି ଆପଣ କଥା ର ବଇଁଶୀ ରଖିବେ ତାହେଲେ ସେହି ଘର ର ପରିବାର ସଦସ୍ୟ ଙ୍କ ଉପରେ ଶ୍ରୀକୃଷ୍ଣ ଙ୍କ ର ଆଶୀର୍ବାଦ ସଦା ସର୍ବଦା ରହିବ । ଓ ଘରେ କେବେ ମଧ୍ୟ ଅର୍ଥ ର ଅଭାବ ରହିନଥାଏ ।
ମାନ୍ୟତା ଅନୁସାରେ ଘର ର ଦୁଆର ରେ ବଇଁଶୀ ତଙ୍ଗିବ ବା ରଖିବା ଶୁଭ ହୋଇଥାଏ । ଯଦି ଆପଣ ଙ୍କ ପରିବାର ରେ ସବୁବେଳେ କଳହ ଦେଖା ଦେଉଚି ତେବେ ଗୋଟିଏ ରୂପା ବା କଥା ର ବଇଁଶୀ କୁ ଶ୍ରୀ କୃଷ୍ଣ ଙ୍କୁ ଅର୍ପଣ କରନ୍ତୁ । ଓ ପରେ ଏହାକୁ ଯେ କୌଣସି ଲକ୍ଷ୍ୟ ରେ ଦକ୍ଷିଣ ଦିଗ ରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ଘର ଉପରେ ପଡ଼ୁଥିବା ନକାରାତ୍ମକ ଶକ୍ତି ଗୁଡ଼ିକ ଦୁର ହୋଇଯିବ ।
ଦାମ୍ପତ୍ୟ ଜୀବନ ରେ ସୁଖ ପ୍ରାପ୍ତି କରିଥାଏ । ଜନ୍ମାଷ୍ଟମୀ ଦିନ ଯଦି ଠାକୁର ଘରେ କୌଣସି ଗାଈ ର ମୂର୍ତ୍ତି ରଖିବେ ଏହା ଦ୍ଵାରା ଘର ର ଆର୍ଥିକ ସ୍ଥିତି ସୃଦୃଢ଼ ହୋଇଥାଏ । ଓ ଜୀବନ ରେ ସଫଳତା ମଧ୍ୟ ଆଣି ଦେଇଥାଏ ।