ଯେତେବେଳେ ଶିବ ଲିଙ୍ଗକୁ ବଞ୍ଚେଇବାକୁ ହନୁମାନ ନିଜେ ମାଙ୍କଡ ବେଶରେ ଆସିଲେ, ତା’ ପରେ ଯାହା ହେଲା ବିଶ୍ଵାସ କରି ପରିବେନି

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମ ରେ ହନୁମାନ ଙ୍କର ବହୁତ ମାନ୍ୟତା ରହିଛି ଏବଂ ଅନେକ ଲୋକ ତାଙ୍କୁ ଭକ୍ତି ଏବଂ ଶ୍ରଦ୍ଧା ର ସହିତ ପୂଜା ମଧ୍ୟ କରନ୍ତି । ସେ ହେଉଛନ୍ତି ଅଞ୍ଜନି ମାତାଙ୍କ ଲାଲ ସେ ସୂର୍ଯ୍ୟ କୁ ମଧ୍ୟ ଗିଳି ଦେଇଥିଲେ । ସେ ଥିଲେ ଶ୍ରୀ ରାମ ଙ୍କର ବହୁତ ବଡ଼ ଭକ୍ତ ନିକ ଛାତି ଚିରି ଦେଇ ସେ ଶ୍ରୀ ରାମ ଏବଂ ମାତା ସିତାଙ୍କ ବାସ ଦେଖେଇ ଥିଲେ ।

ତାଙ୍କୁ ଦେଖି କାଳ ଆପେ ଆପେ ପଳାଏ । ତେବେ ଆଜି ଆମେ ହନୁମାନ ଚାଳିସା ପଢିବା ଦ୍ୱାରା କଣ ଚମତ୍କାର ହୋଇଥିଲା ସେ ବିଷୟରେ କହିବୁ । ଯାହାକୁ ଦେଖି ଏବଂ ଶୁଣି ଆପଣ ଙ୍କୁ ମଧ୍ୟ ହନୁମାନ ଙ୍କର ଚମତ୍କାର ଏବଂ ଶକ୍ତି ଉପରେ ଅତୁଟ ବିଶ୍ୱାସ ଆସିଯିବ ଏବଂ ଆପଣ ଏହା ମଧ୍ୟ ବିଶ୍ୱାସ କରିବେ କି ଆଜି ପର୍ଯ୍ୟନ୍ତ ମଧ୍ୟ ହନୁମାନ ବାସ୍ତବରେ ରହିଛନ୍ତି ଏବଂ ଯେତେବେଳେ ବି ନିଜ ଭକ୍ତ ମାନଙ୍କ ଉପରେ ବିପଦ ଆସେ ସେ ସଙ୍ଗେ ସଙ୍ଗେ ତାଙ୍କ ସାହାଯ୍ୟ ପାଇଁ ପହଁଚି ଯାଇ ଥାଆନ୍ତି ତେବେ କିନ୍ତୁ ଆଜି ଆଉ ଏକ ବିଷୟ ଶିବ ଲିଙ୍ଗ କୁ ବଞ୍ଚେଇବା ପାଇଁ ନିଜେ ହନୁମାନ ଆସିଗଲେ ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ଇଚ୍ଛା ପୁରର । ତେବେ ସେଠାରେ ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତି ରହୁଥିଲେ ତେବେ ସେ ବହୁତ ଚିନ୍ତାରେ ରହୁଥିଲେ ସବୁବେଳେ କାରଣ ତାଙ୍କର ଏକ ମାତ୍ର ଭଉଣୀ ର ବିବାହ ହୋଇ ପାରୁ ନଥିଲା । ତେବେ ତାଙ୍କ ଭଉଣୀ କୁ ଚର୍ମ ରୋଗ ହୋଇ ଯାଇଥିଲା ସେଥିପାଇଁ ସବୁ ବିବାହ ପ୍ରସ୍ତାବ ଭାଙ୍ଗି ଯାଉଥିଲା ।

ତେବେ ଶେଷ ରେ ସେମାନେ ଇଚ୍ଛା ପୁରରେ ଥିବା ଶିବ ମନ୍ଦିର ଯାଇଥିଲେ । ତେବେ ସେଠାରେ ଯେଉଁ ଶିବ ଲିଙ୍ଗ ଥିଲା ସେ ବହୁତ ଚମତ୍କାର କାରଣ ସେଠାରେ ଆପଣ ଯାହା ବି ଆଶା ଏବଂ ମନ ଇଚ୍ଛା ରହିଛି ତାହା ସବୁ ପୂରଣ ହୋଇ ଯାଇଥାଏ । ତେବେ ଦେବେନ୍ଦ୍ର ନିଜ ଭଉଣୀ ର ବିବାହ ପାଇଁ ମାନସିକ କଲେ ତେବେ ସେହି ସମୟରେ କିଛି ଲୋକ ସରକାର ଙ୍କ ତରଫରୁ ଆସି ସେହି ଶିବଲିଙ୍ଗ କୁ ନେଇ ଅନ୍ୟ ଏକ ମନ୍ଦିରରେ ରଖିବା ପାଇଁ ଚେଷ୍ଟା କରୁଥିଲେ ତେବେ ସେହି ମନ୍ଦିର ର ପଣ୍ଡିତ ଯିଏ ସେ ସେମାନଙ୍କୁ ମନା କରି ଦେଇଥିଲେ କି ଏହି ସ୍ଥାନ ରୁ ଶିବ ଲିଙ୍ଗ କୁ ନିଅନ୍ତୁ ନାହିଁ ଅନର୍ଥ ହୋଇଯିବ ।

ତେବେ ଏହାରି ଭିତରେ ଏକ ମାଙ୍କଡ ବହୁତ ବଡ଼ ଟେ ସେ ଶିବ ଲିଙ୍ଗ ପାଖରେ ରହିଲା ଏବଂ ବହୁତ ରାଗିକି ମଧ୍ୟ ଦେଖୁଥିଲା ତେବେ କାହାକୁ ଶିବ ଲିଙ୍ଗ ର ପାଖକୁ ମଧ୍ୟ ଆସିବାକୁ ଦେଲା ନାହିଁ । ତେବେ ସେମାନେ ଡରିକି ସେଠାରୁ ପଳେଇଲେ ଏବଂ ସେହି ମାଙ୍କଡ ଟି ମଧ୍ୟ ସେହି ପରି ପଳେଇଲା । ତେବେ ଏହା କୌଣସି ବଡ଼ ଚମତ୍କାର ରୁ ଆଉ କିଛି ନୁହେଁ ।

Leave a Reply

Your email address will not be published. Required fields are marked *