କାହାର ନାମ ଭାବି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ରିଡିଙ୍ଗ କରିବା ଭଳି ଗେମ ନେଇ ଆସିଛୁ । ଏଥିରେ ଆପଣଙ୍କୁ ଯେ କୌଣସି ଗୋଟିଏ କାର୍ଡ ଚୁଜ କରିବାକୁ ହେବ । ଏହା ପରେ ଆପଣ ଜାଣିପାରିବେ ଆପଣଙ୍କ ବିଷୟରେ ସେ କଣ ଭାବୁଛନ୍ତି । ଆପଣ ଯାହା ନାଁ ନେଇ ଏହି କାର୍ଡ ମଧ୍ୟରୁ ଯେ କୌଣସି ଗୋଟେ କାର୍ଡ ଚୁଜ କରନ୍ତୁ । ଦେଖିବା ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ।

୧- ଯଦି ଆପଣ ପ୍ରଥମ ନମ୍ବର କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କ ଯାହା ପାଇଁ ଏହି କାର୍ଡ ବାଛିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ତାଙ୍କୁ ବହୁତ କଥା ଲୁଚାଇଛନ୍ତି । ସେ ଆପଣଙ୍କ ବିଷୟରେ ଭୁତ କିଛି ଜାଣିବାକୁ ଚାହୁଁଛନ୍ତି କିନ୍ତୁ ସେ ଜାଣିଛନ୍ତି ଆପଣ ତାଙ୍କୁ କେବେ ଖୋଲିକି କହିବେ ନାହି । ଆପଣ ବହୁତ କମ କହୁଥିବା ବ୍ୟକ୍ତି ଅଟନ୍ତି । ଆପଣ ନିଜର ଦୁଖକୁ ନିଜ ଭିତରେ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି । ଆପଣ ଯଦି ସେୟାର ନ କରିବେ ତେବେ ସେ ଆପଣଙ୍କଉ ଜଣାଇବେ କେମିତି ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଯାହା ପାଇଁ ଏହି ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ତାଙ୍କ ଜୀବନରେ ସହାୟତା ଭାବେ ଭାବୁଛନ୍ତି । ତାଙ୍କ ଜୀବନରେ ଆପଣ ଯେବେ ଆସିଥାନ୍ତି ଖୁସି ନେଇକି ଆସିଥାନ୍ତି । ସେ ଆପଣଙ୍କୁ ବହୁତ ଶକ୍ତିଶାଳୀ ମଣିଷ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ନିଜ ଜୀବନରେ ଯାହା କରିଛନ୍ତି କରି ପାରିବେ ନାହି ତାଙ୍କ ବିନା । ଆପଣଙ୍କ ଠାରେ ବହୁତ ଗର୍ବ ରହିଛି ବୋଲି ସେ ମନେ କରୁଛନ୍ତି । ସେ ଭାବୁଛନ୍ତି ଆପଣ  କିଛି କରି ପାରିବେ ନାହି । ସେଥିପାଇଁ ଆପଣଙ୍କୁ କାହାର ସାହାରା ଦରକାର ଯାହା ସେ ଆପଣଙ୍କୁ ଦେବାକୁ ଚାହୁଁଛନ୍ତି । ଏଭଳି ମଣିଷ କିଏ ବି ହୋଇପାରେ ଯିଏ ଆପଣଙ୍କର ଅତି ନିକଟରର ବ୍ୟକ୍ତି ଅଟନ୍ତି ।

୩– ଆପଣ ତୃତୀୟ ନମ୍ବର ଯାହା ନାଁ ଭାବି ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏବେ ବୁଝିପାରି ନାହାନ୍ତି । ସେ କନଫିୟୁଜ ହେଉଛନ୍ତି ଆପଣଙ୍କୁ ନେଇ । କେବେ ସେ ଆପଣଙ୍କୁ ଭଲ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ଭୁଲ ଭାବୁଛନ୍ତି । ସେ ଆପଣଙ୍କୁ ତାଙ୍କ ଠାରୁ କେବେ ମହାନ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ନିଜ ଠାରୁ ନିଚ୍ଚା ଥିବାର ମନେ କରୁଛନ୍ତି । ତାଙ୍କର ଅନୁଭୂତି ଏମିତି କିଛି ରହିଛି କି ସେ ଆପଣଙ୍କୁ ଠିକ ଭାବେ ବୁଝିପାରୁ ନାହାନ୍ତି । ସେ ଯେବେ ଆପଣଙ୍କୁ ସହ ମିଶି ଯାଉଛନ୍ତି ଆପଣଙ୍କୁ ଭଲ ଭାବୁଛନ୍ତି । ଯେବେ ଦୂରେଇ ଯାଉଛନ୍ତି ସେ ଭାବୁଛନ୍ତି ଆପଣ ଠିକ ମଣିଷ ନୁହନ୍ତି ।

୪- ଆପଣ ଯାହାର ବି ନାଁ ଭାବି ଏହି ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଭାବୁଛନ୍ତି ଆପଣ ବହୁତ ମେହନତ କରୁଛନ୍ତି । ବହୁତ କାମ କରୁଛନ୍ତି ଆଉ ଚିନ୍ତା ରେ ମଧ୍ୟ ରହୁଛନ୍ତି । ଜୀବନରେ ଆପଣ ବହୁତ ଦୁଖ ଦେଖିଛନ୍ତି ଆପଣଙ୍କୁ ଜୀବରେ କେବେ ଖୁସି ମିଳି ନାହି ବୋଲି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି ।

ଆପଣ ଜୀବନକୁ ସର୍ବଦା ବୋଝ ଭାବେ ନେଇଥାନ୍ତି ବୋଲି ସେ ଭାବୁଛନ୍ତି ।ସେ ଆପଣଙ୍କୁ ବୁଝାଇବାକୁ ଚାହୁଁଛନ୍ତି ଆପଣ ଜୀବନକୁ ଯେତେ ବୋଝ ଭାବୁଛନ୍ତି ଏତେ ବି ବୋଝ ନୁହେଁ । ଆପଣଙ୍କୁ ସବୁବେଳେ ବାଲାନ୍ସ ରଖିବାର ଜରୁରତ ରହିଛି । ଘର ପରିବାରରେ ଆପଣଙ୍କ ବିବାଦ ଲାଗି ରହିଥାଏ । ଏହି ସବୁ ସମସ୍ଯା ଭିତରେ ଆପଣ ନିଜର ଧ୍ୟାନ ରଖିପାରୁ ନାହାନ୍ତି ବୋଲି ସେ ଭାବୁଛନ୍ତି  ।

Leave a Reply

Your email address will not be published. Required fields are marked *