କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ବାଛନ୍ତୁ କୌଣସି ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? ବନ୍ଧୁଗଣ ଆପଣ ମାନେ ଏହି 3ଟି ନମ୍ବର କୁ ଭଲରେ ଧ୍ୟାନ ଦେଇ ଦେଖନ୍ତୁ । ଆପଣଙ୍କ ପାଇଁ ତାଙ୍କ ମନରେ କଣ ବିଚାର ବା ଭାବନା ଅଛି ତାହା ଜାଣିବାକୁ ହେଲେ ଆପଣଙ୍କୁ ସେଥିପାଇଁ ଆପଣଙ୍କୁ 3ଟି ନମ୍ବର ଦିଆ ଯାଇଛି । ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ ।

ଆପଣ ଚାହିଁଲେ ଅଲଗା ଅଲଗା ଲୋକଙ୍କ ପାଇଁ ଏହା ଦେଖି ପାରିବେ । ଆପଣ ଏହାକୁ ମନୋରଞ୍ଜନ ଭାବେ ଦେଖି ପାରିବେ । ଏହା ଏକ ଟାଇମଲେସ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । 1- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ଅପାଙ୍କ ପର୍ଶନ ବହୁତ ଆସା ରଖୁଛନ୍ତି ଆପଣଙ୍କ ଠାରୁ ।

ଆପଣ ତାଙ୍କ ସହ କଥା ହୁଅନ୍ତୁ କେୟାର ନିଅନ୍ତୁ । ତାଙ୍କୁ ଲାଗୁଛି ଆପଣ ଜୀବନରେ ବହୁତ ବିଜି ରହୁଛନ୍ତି କିନ୍ତୁ ତାଙ୍କ ସହ ସମୟ ବିତାନ୍ତୁ ଏମିତି ସେ ଭାବୁଛନ୍ତି । ଏବେ ସେ ଏକ ଅନୁଭବ କରୁଛନ୍ତି । ଆପଣଙ୍କ ବିଷୟରେ ଏମିତି ଭାବୁଛନ୍ତି ଆପଣ ଜୀବନରେ ତାଙ୍କ ବିନା ଖୁସି ନୁହନ୍ତି । ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ଏହା ଜଣାଉ ନାହାନ୍ତି । ଆପଣ ମନ କଥା ସେୟାର କରୁ ନାହାନ୍ତି । ସେ ଆପଣଙ୍କର ଅପେକ୍ଷା ଅକରୁଛନ୍ତି ।

2- ଦ୍ଵିତୀୟ ନମ୍ବର ; ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଥିଲେ ଆପଣଙ୍କ ପର୍ଶନ ଆପଣଙ୍କ ଠାରୁ ବହୁତ ଆସା ରଖିଛନ୍ତି । ସେ ଆପଣଙ୍କୁ ବିଷୟରେ ସବୁ କିଛି ଜାଣିଛନ୍ତି । ଆପଣଙ୍କୁ ଭଲ ବନ୍ଧୁ ଭାବୁଛନ୍ତି । ଆପଣ ପ୍ରତେକ ସ୍ଥିତିରେ ଲୋକଙ୍କ ସାଥ ଦେଇଥାନ୍ତି । ସେ ଭାବୁଛନ୍ତି ସେ ଆପଣଙ୍କର ଲାୟକ ନୁହନ୍ତି । ସେ ଏମିତି ଏକ ରିଲେସନରେ ରହିଛନ୍ତି ଯାହାକୁ ଜାଣିବା ପରେ ଆପଣ ତାଙ୍କୁ କ୍ଷମା କରିଛନ୍ତି ।

ତଥାପି ସେ ଜାଣିଛନ୍ତି ଆପଣଙ୍କ ଭଳି ମଣିଷ ତାଙ୍କ ଲାଇଫରେ ରହିବା ଉଚିତ । ସେ ତାଙ୍କ ଲାଇଫରେ ବହୁତ କିଛି କରିଛନ୍ତି ଯାହାକୁ ଆପଣଙ୍କ ଅଗାରେ କହିପାରୁ ନାହାନ୍ତି ।  3- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ବାଚିଛନ୍ତି ସେ ନିଜ ଠାରୁ ଅଧିକ ଆପଣଙ୍କ ଉପରେ ଭରସା କରିଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

କୌଣସି ବି ସ୍ଥିତିରେ ସେ ଆପଣଙ୍କୁ ଛାଡ଼ିପାରିବେ ନାହି । ସେ ଆପଣଙ୍କର ଲଭ ପାର୍ଟନର । ଟୃ ଲଭ ରହିଛି ତାଙ୍କ ମନରେ । ଆପଣଙ୍କ ପ୍ରତେକ ଅନୁଭୂତି କୁ ସେ ଅନୁଭବ କରିଥାନ୍ତି । ଆପଣ ବହୁତ ଭଲ ମଣିଷ ଏମିତି ସେ ଭାବୁଛନ୍ତି । ଜୀବନରେ ସବୁ ଖୁସି ଦେବାକୁ ଚାହୁଁ ଛନ୍ତି ସେ । ଆପଣ ପରଫେକ୍ଟ ଲାଇଫ ପାର୍ଟନର ହୋଇ ପାରିବେ ତାଙ୍କ ନଜର ରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *