କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟେ ଗୋଲାପ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଗୋଲାପ ଫୁଲ ର ଚିତ୍ର । ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ ।

ତା ପରେ ଆପଣ ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଜାଣିବା ନେବା ଉତ୍ତର । 1- ଯଦି ଆପଣ ପ୍ରଥମ ଗୋଲାପ ଟିକୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଭଲ ଭାବୁଛନ୍ତି । ସେ ଭାବୁଛନ୍ତି ଆପଣ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ଆଉ ଭଲ ବି ପାଉଛନ୍ତି । ଆପଣ ତାଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କର ଅପେକ୍ଷା ରେ ଅଛନ୍ତି ।

ବହୁତ ପଜେଟିଭ ଏନର୍ଜି ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ତାଙ୍କ ଲାଇଫରେ ଆପଣଙ୍କ ଭଳି ଏମିତି ମଣିଷ କେବେ ମିଳି ନାହି । ଆପଣଙ୍କ ପର୍ଶନ ଆପଣଙ୍କର ମନର କଥା ବୁଝୁଛନ୍ତି ଅନୁଭବ କରୁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ଗୋଲାପ ଟିକୁ ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ଚିର ସ୍ଥାୟୀ । ଆପଣ ତାଙ୍କ ପାଇଁ ବଦଳୁଛନ୍ତି କିନ୍ତୁ ସେ କେବେ ବି ଚେଞ୍ଜ ହେଉ ନାହାନ୍ତି । ଆପଣ ତାଙ୍କ ଲାଇଫର ସପୋର୍ଟ ଅଟନ୍ତି । ସେ ଅନୁଭବ କରୁଛନ୍ତି ଆପଣ ତାଙ୍କୁ ସର୍ବଦା ସାହାଜ୍ଯ କରୁଛନ୍ତି ଆଉ କରିବେ ମଧ୍ୟ । ତାଙ୍କ ମନରେ ଆପଣଙ୍କ ପାଇଁ ସମ୍ମାନ, ଭଲ ପାଇବା ଅଛି ।

ସେ ଆପଣଙ୍କ ବିଷୟରେ ବହୁତ ପଜେଟିଭ ଅଛନ୍ତି । ଆପଣଙ୍କ ଛଡା ତାଙ୍କ ଲାଇଫରେ କେହି ନ ଥିଲେ କି କେହି ରହିବେ ନାହି । ସେ ଜାଣିଛନ୍ତି ଆପଣ କେବେ ରାଗନ୍ତି ଯାହାର ସୀମା ନାହି । ଆପଣଙ୍କୁ ସେ ଭଲ ଭାବେ ଜାଣିଛନ୍ତି ।

3- ଆପଣ ଯଦି ତୃତୀୟ ଗୋଲାପ ଟିକୁ ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏମିତି ଭାବୁଛନ୍ତି କି ଆପଣ ଏମିତି ମଣିଷ ଆତ୍ମବିଶ୍ଵାସ ରେ ଭରପୁର ଅଟନ୍ତି । ଆପଣଙ୍କୁ କାହାର ସପୋର୍ଟ ଦରକାର ନାହି । ଆପଣ ନିଜ ବଳରେ କିଛି ବି କରିପାରିବେ । ଆପଣଙ୍କ ଠାରେ ସାହସ ଅଛି କାହାର ଜରୁରତ ନାହି ଆପଣଙ୍କୁ । ଆପଣଙ୍କର ଚିନ୍ତାଧାରା ଏମିତି କି ଆପଣ ଜୀବନରେ କିଛି ହାସଲ କରିପାରିବେ ।

ଆପଣ ଜୀବନରେ ନିରାଶରେ ଅଛନ୍ତି । ଆପଣ ଲୋକଙ୍କ ଦ୍ଵାରା ଅଧିକ ପ୍ରଭାବିତ ହେଉଛନ୍ତି ବହୁତ ରାଗୁଛନ୍ତି ଏମିତି ଭାବୁଛନ୍ତି ଆପଣଙ୍କ ପର୍ଶନ । ଆପଣ ଲୋକଙ୍କ କଥାରେ ଆସୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *