କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ନନକୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 3 ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ ।

ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ଅମ୍ବର : ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବର ବାଛିଛନ୍ତି ଆପଣଙ୍କ ପର୍ଶନ ବହୁତ ଷ୍ଟ୍ରଙ୍ଗ ସମ୍ପର୍କ ବାନ୍ଧିବାକୁ ଚାହୁଁ ଛନ୍ତି ଆପଣଙ୍କୁ । ସେ ଆପଣଙ୍କୁ ଏମିତି କିଛି କହିବାକୁ ଚାହୁଁ ଛନ୍ତି ଯାହା ଦ୍ଵାରା ସମ୍ପର୍କ ମଜବୁତ ହେବ । ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ କିଛି ବିଚାର ଅଛି ।

ସେ ଆପଣଙ୍କୁ ଫୋନ ନ କରୁଥିଲେ ବି ସେ ବ୍ୟସ୍ତରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ଦୁହିଙ୍କର ସମ୍ପର୍କ କେବେ ବି ଭାଙ୍ଗିବ ନାହି । ଆପଣ ଜୀବନରେ ଆଜି ଯେଉଁଠି ଅଛନ୍ତି ନିଜର ମେହନତ ଦ୍ଵାରା ଅଛନ୍ତି । ସମାନ ଫିଲିଙ୍ଗ୍ସ ଆପଣଙ୍କ ମନରେ ତାଙ୍କ ପାଇଁ ଅଛି । ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ତାଙ୍କୁ ଆଗୁଛି ଆପଣ ସବୁ ଜିନିଷକୁ ନେଇ ତରବର ହୋଇଥାନ୍ତି । ସେଥିପାଇଁ ସେ ଆପଣଙ୍କ ସହ ସିରିଏସ କଥା କହିବାକୁ ଭୟ କରନ୍ତି । ଆପଣ ବହୁତ ରାଗି ସ୍ଵଭାବର ଅଟନ୍ତି । ଆପଣ ତାଙ୍କ ସହ କଥା ହେବାକୁ ଚାହୁଁ ଛନ୍ତି କିନ୍ତୁ ସେ ଭୟ କରୁଛନ୍ତି ।

ନିଜର କ୍ୟାରିୟର, ପରିବାରକୁ ନେଇ ସେ ଚିନ୍ତାରେ ଅଛନ୍ତି । ସେ ଆପଣଙ୍କ ସହ କମେଣ୍ଟ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି । ଆପଣ ଯାହା ଚାହାନ୍ତି ତାହା କରନ୍ତି । କେବେ ବି କାହାକୁ କିଛି ବି କହି ଦିଅନ୍ତି ।

3- ତୃତୀୟ ନମ୍ବର : ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଅପନାଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି ବୁଝୁଛନ୍ତି । ମାତା ପିତା ଙ୍କ ପରେ ଆପଣଙ୍କ ପର୍ଶନ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି । ଲୋକ ଆପଣଙ୍କୁ ଦେଖି ବୁଝି ପାରନ୍ତି ନାହି । କିନ୍ତୁ  ଆପଣ କେତେ ଦୁଖୀ ଅଛନ୍ତି ନିଜର ଅତୀତ, ଭବିଷ୍ୟତ କୁ ନେଇ ଆପଣଙ୍କ ପର୍ଶନ ବୁଝୁଛନ୍ତି ।

ସେ ଆପଣଙ୍କର ଲଭ ପାର୍ଟନର ବା ଲାଇଫ ପାର୍ଟନର ହୋଇ ପାରନ୍ତି । ସେ ଆପଣଙ୍କୁ ବହୁତ ଲାଇକ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *