କାହାର ନାମ ଭାବି କୌଣସି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ ଆପଣଙ୍କ ଫିଲିଙ୍ଗ୍ସ କଣ ରହିଛି ଆପଣଙ୍କ ପର୍ସନ ପାଇଁ । ଏଥିପାଇଁ ଆପଣଙ୍କୁ ୫ ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଅନେକ ସମୟରେ ଦେଖାଯାଏ ଆପଣ ତାଙ୍କ ବିଷୟରେ କଣ ଭାବୁଛନ୍ତି । ଆପଣ ନିଜର ପ୍ରିୟ ଲୋକଙ୍କ ପାଇଁ କଣ ଭାବୁଛନ୍ତି । ଆଜିର ଆମର ବିଷୟ ବସ୍ତୁ ଟିକେ ଅଲଗା ରହିଛି । ଏହା ଏକ ଜେନେରାଲ ରିଡିଙ୍ଗ ରହିଛି ।

ଏହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ସହ ରିଡିଙ୍ଗ କନେକ୍ଟ ହେଉଛି କି ନାହି । ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ଆପଣ ଯେମିତି ସେ ସେମିତି ଗ୍ରହଣ କରୁଛନ୍ତି । ଆପଣ ତାଙ୍କ ପାଇଁ ସବୁ କିଛି । ସେ ଆପଣଙ୍କୁ କେବେ ବି ଛାଡିବେ ନାହି । ତାଙ୍କ ମନରେ ଖାଲି ଆପଣଙ୍କ ପାଇଁ ଭଲ ପାଇବା ଅଛି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ପ୍ରତେକ ଜିନିଷକୁ ଧ୍ୟାନରେ ରଖି କାମ କରିଥାନ୍ତି । ଆପଣ ପୁରୁଣା ଅନୁଭବରୁ ଜିନିଷକୁ ଦେଖିଥାନ୍ତି । ଯାହା କାରଣରୁ ଆପଣଙ୍କ ମନରେ ନିରାଶ ଆସିଥାଏ । ଆପଣ ବହୁତ ବିଚାର କରିଥାନ୍ତି କି କେବେ କେବେ ସନ୍ଦେହ କରିଥାନ୍ତି ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଆଉ ସାଥ ଦେବାକୁ ଚାହୁଁଛନ୍ତି ।

3- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି । ଆପଣଙ୍କ ପର୍ସନ ଆପଣଙ୍କୁ ସଚ୍ଚା ହମସଫର ଭାବୁଛନ୍ତି । ବହୁତ ପଜେଟିଭ ଏନର୍ଜି ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ସଚ୍ଚା ବନ୍ଧୁ ଭାବୁଛନ୍ତି ସେ ଆପଣଙ୍କୁ । ସେ ଜାଣିଛନ୍ତି ଆପଣ ପ୍ରତେକ ସ୍ଥିତି ସାଥ ଦେବେ । ଆପଣଙ୍କ ସହ କଥା ହୋଇ ସେ ରିଲାକ୍ସ ଅନୁଭବ କରନ୍ତି । ଆପଣ ଦୁହିଙ୍କର ସମ୍ପର୍କ ମଜବୁତ ଅଛି ।

4- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ବାଛିଛନ୍ତି ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ଅଧିକ ଭାବୁଛନ୍ତି । ଆପଣ ତାଙ୍କ ପାଇଁ ସବୁ କିଛି ତାଙ୍କ ଦୁନିଆ ଅଟନ୍ତି । ଏବେ ସେ ଆପଣଙ୍କୁ ମିସ କରୁଛନ୍ତି କଥା ହେବାକୁ ଚାହୁଁ ଛନ୍ତି । ଆପଣଙ୍କ ପାଇଁ ତାଙ୍କ ଅମନରେ ବହୁତ ସାରା ଭଲ ପାଇବା ଅଛି ।

5- ପଞ୍ଚମ ନମ୍ବର : ଆପଣ ଯାହା ପାଇଁ ପଞ୍ଚମ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନଙ୍କ ମନରେ ଯାହା ବି ବିଚାର ଅଛି କେବେ ଆପଣଙ୍କୁ ମିସ କରୁଛନ୍ତି, ଭଲ ପାଉଛନ୍ତି, ଖରାପ ଭାବୁଛନ୍ତି । ଏହି ଏନର୍ଜି ଏଥିପାଇଁ ଅଛି କି ସେ ଆପଣଙ୍କ ଉପରେ ରାଗିଛନ୍ତି । ସେ ଆପଣଙ୍କୁ ବ୍ଲକ କରି ରଖିଛନ୍ତି । ମିସ କରୁଛନ୍ତି ସେ କିନ୍ତୁ ବହୁତ ରାଗିଛନ୍ତି ।

Leave a Reply

Your email address will not be published. Required fields are marked *