କାହାର ନାମ ଭାବି ଏକ ନମ୍ବର ବାଛନ୍ତୁ ଦେଖିବା ତାଙ୍କ ହୃଦୟ ରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଆପଣ ମାନେ 3ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ଦ୍ଵାରା ଆପଣ ଜାଣିପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଯାହା ଆମର ବିଷୟ ବସ୍ତୁ ରହିଛି । ଆପଣ 3 ଜଣଙ୍କ ପାଇଁ ଏହା ଚୁଜ କରିପାରିବେ ।

ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ । 1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ସନ କେବେ ଆପଣଙ୍କ ଉପରେ ରାଗି ଯାଉଛନ୍ତି ତ କେବେ ପ୍ରେମ କରୁଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ ବିଶ୍ଵାସ ବହୁତ ଅଧିକ ଅଛି । ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ କିଛି ଭାବିଛନ୍ତି ।

କିନ୍ତୁ କେମିତି କରିବେ ଜାଣିପାରୁ ନାହାନ୍ତି । ଆଖି ବନ୍ଦ କରି ଭାବୁଛନ୍ତି ସବୁ କିଛି ଆପେ ଆପେ ହୋଇଯିବ । ଆପଣଙ୍କୁ ନେଇ ପଜେଟିଭ ଚିନ୍ତା ରହିଛି ତାଙ୍କ ମନରେ । ତାଙ୍କ ମନରେ ଫିଲିଙ୍ଗ୍ସ ଏବେ ଚେଞ୍ଜ ହେଉଛି । ଆପଣଙ୍କ ଭିତରେ କଥା ହେଉ ନାହି । ମିକ୍ସ ବାଲା ଫିଲିଙ୍ଗ୍ସ ଅଛି ତାଙ୍କ ମନରେ ଆପଣଙ୍କୁ ନେଇ ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ସନ ଆପଣଙ୍କ ପାଇଁ ଯାହା ବି କରିବାକୁ ପଡିବ ସବୁ କରିବେ । ସମ୍ପର୍କୁ ଭାଙ୍ଗିବାକୁ ଚାହୁଁ ନାହାନ୍ତି । ସେ ଆପଣଙ୍କ ଉପରେ ଅଧିକ ଭରସା କରୁଛନ୍ତି । ହୋଇପାରେ ଆପଣ ଦୁହିଙ୍କ ମଧ୍ୟରେ ବନ୍ଧୁତା ହୋଇଥିବ । ତା ପରେ ପ୍ରେମ ଆରମ୍ଭ ହୋଇଛି ।

ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଆଉ ଆପଣଙ୍କୁ ପାଇବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ସେ ତାଙ୍କର ନିସ୍ପତି ବଦଳାଇ ପାରିବେ ନାହି ଆପଣଙ୍କୁ ନେଇ । ତାଙ୍କ ମନରେ ବହୁତ ପଜେଟିଭ ଓ ପାୱାର ଫୁଲ ଏନର୍ଜି ରହିଛି ଆପଣଙ୍କୁ ନେଇ ।

3- ତୃତୀୟ ନମ୍ବର : ଆପଣ ଯାହା ପାଇଁ ବି ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ପାଖରେ ରହିବାକୁ ଚାହୁଁ ଛନ୍ତି । ଆପଣଙ୍କୁ ନେଇ କିଛି ନିସ୍ପତି ନେବାକୁ ଚାହୁଁ ଛନ୍ତି । ଆପଣ ଦୁହିଙ୍କ ସମ୍ପର୍କ ସଚ୍ଚା ଅଟେ । ବହୁତ ପୁରୁଣା ସମ୍ପର୍କ ଆପଣଙ୍କର ତାଙ୍କ ସହ । ବହୁତ ଜଲ୍ଦି ସେ ଆପଣଙ୍କ ଆଗରେ କିଛି ନୂଆ କଥା କହିବେ ଯାହା ଆପଣ ଶୁଣିବାକୁ ଚାହୁଁ ଛନ୍ତି । କିଛି ନୂଆ ସ୍ଟେପ ନେବେ ଆପଣଙ୍କୁ ନେଇ ଆପଣଙ୍କ ପର୍ସନ ।

ଆପଣଙ୍କ ଲାଇଫ ପାର୍ଟନର ନୁହନ୍ତି ତେବେ ସେ ବହୁତ ଜଲ୍ଦି ଆପଣଙ୍କୁ ପ୍ରପୋଜ କରିବେ । ନିଜ ମନ କଥା ସେୟାର କରିବେ । ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *