ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 2ଟି ପ୍ରଜାପତି ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।
ଆପଣ ଏହି 2ଟି ନମ୍ବର 2 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । 1- ଯଦି ଆପଣ ପ୍ରଥମ ପ୍ରଜାପତି ର ଚିତ୍ର ଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଙ୍କୁ ଲାଗୁଛି ଆପଣ ମୁଭ ଅନ କରୁଛନ୍ତି ।
କିଛି ଲୋକଙ୍କ ସହ ଏମିତି ହୋଇପାରେ ଯେଉଁ ମାନେ ସମ୍ପର୍କ ରୁ ମୁଭ ଅନ କରୁଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କ ଆଡକୁ ଆକର୍ଷିତ ହେଉଛନ୍ତି ଆଉ ହେଉ ନାହାନ୍ତି ମଧ୍ୟ । ଆପଣ ଲାଇଫରେ ବହୁତ ଦୁଖୀ ଅଛନ୍ତି । ସବୁ କିଛି ଭୁଲି ଆଗକୁ ବଢିବାକୁ ଚାହୁଁ ଛନ୍ତି । ଆଉ କିଛି ଲୋକଙ୍କୁ ଲାଗୁଛି ଆପଣ ତାଙ୍କ ଆଡକୁ ଆକର୍ଷିତ ହେଉ ନାହନ୍ତି ।
ଆପଣ ସବୁ କିଛି ଛାଡି ଆପଣଙ୍କ ପର୍ଶନ ଙ୍କ ଲାଇଫରୁ ଚାଲି ଯାଉଛନ୍ତି ଆଉ କିଛି କ୍ଷେତ୍ରରେ ଲାଇଫକୁ ଆସୁଛନ୍ତି । ଏକ ନୂଆ ଅଧ୍ୟାୟର ଆରମ୍ଭ ହେବାକୁ ଯାଉଛି ଏମିତି ସେ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଏହି ସମୟରେ ଜୀବନରେ ଜରୁରୀ ନିସ୍ପତି ନେବାକୁ ଯାଉଛନ୍ତି । ଆପଣ ଚିନ୍ତାରେ ଅଛନ୍ତି କିନ୍ତୁ ଆପଣଙ୍କ ଠାରେ ଏତେ ସାହସ ଅଛି କି ଆପଣ ଲାଇଫରେ ଆଗକୁ ବଢିବାକୁ ଚାହୁଁ ଛନ୍ତି । ତାଙ୍କର ଆଗାମୀ ପଦକ୍ଷେପ ହେଉଛି ସେ ଆପଣଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ।
2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ପ୍ରଜାପତି ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ କେବେ ଖୁସି ତ କେବେ ଦୁଖ ତ କେବେ ଭଲ ପାଇବା ଦେଉଛନ୍ତି । ସେ ଭାବୁଛନ୍ତି ଆପଣ ବହୁତ ଭାବୁକ ମଣିଷ ଅଟନ୍ତି । ଜୀବନରେ ନିରାଶ ଅଛନ୍ତି ଆପଣ । ଏବେ ଆପଣଙ୍କ ଏନର୍ଜି କିଛି ଠିକ ନାହି । ଆପଣ ଲାଇଫରେ ବାଲାନ୍ସ କରୁ ନାହାନ୍ତି ।
ତାଙ୍କୁ ଲାଗୁଛି ଆପଣ ଏବେ ବହୁତ ଚିନ୍ତାରେ ଅଛନ୍ତି । ଆପଣଙ୍କ ଲାଇଫରେ କିଛି ବି ଠିକ ନାହି । ଏଠାରେ ରିଲେସନସିପ, ଚାକିରି ବା ଶିକ୍ଷା କୁ ନେଇ ସମସ୍ଯା ହୋଇପାରେ । ଆପଣଙ୍କ ଆଖପାଖରେ ଲୋକ ଏତେ ଭଲ ନୁହେଁ । ଆପଣଙ୍କ ପର୍ଶନ ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି କଥା ହେବାକୁ ଭାବୁଛନ୍ତି ।
ସେ ଆପଣ ଦୁହିଙ୍କର ସମ୍ପର୍କ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏମିତି କରିଲେ ଆପଣ ଦୁହେଁ ନୂଆ ଅଧ୍ୟାୟର ଆରମ୍ଭ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।