କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ବେଳେ ବେଳେ ଆମେ ମାନେ ନିଜ ମନର ଭାବନା କିଛି ବ୍ୟକ୍ତି ଙ୍କ ଆଗରେ ଠିକ ଭାବରେ ସଂପୂର୍ଣ୍ଣ ରୂପରେ ପରି ପ୍ରକାଶ କରି ପାରି ନଥାଉ । ଏପରି ଆମର ସବୁବେଳେ ପ୍ରଥମେ ଏହା ଜଣାଇବାକୁ ଇଛା ରହିଥାଏ କି ଆମେ ଯାହାଙ୍କ ପାଇଁ ନିଜ ମନରେ ଏତେ ଭଲ ପାଇବା ଭରି ରଖିଛୁ ତାଙ୍କ ମନରେ କଣ ଆମ ପାଇଁ ସେହି ଭଳି ପ୍ରେମ ଓ ଭାବନା ରହିଅଛି ନା ନାହଁ । ଏହା ଜାଣିବାକୁ ସମସ୍ତ ଙ୍କର ଇଛା ରହିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ ଯାହା ଦ୍ଵାରା ଆପଣ ଜାଣି ପାରିବେ, କି ତାଙ୍କ ହୃଦୟରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ରହିଅଛି । ବା ଆପଣଙ୍କ ପାଇଁ ସେ କେଉଁ ଭଳି ବିଚାର ନିଜ ମନରେ ରଖନ୍ତି । ଆଜିର ରିଡିଂ ଟି ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ଜେନେରାଲ ରିଡିଂ ଅଟେ ।

ଆପଣ ବିଶ୍ବାସ ର ସହ କୌଣସି ଏକ ନମ୍ବର ର ଚୟନ କରନ୍ତୁ । କିନ୍ତୁ ଯଦି ଏହା ଆପଣଙ୍କ ସହ କନେକ୍ଟ ନ ହେଉଛି, ତେବେ ଆପଣ ଏହାକୁ ନିଜର ଏଣ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି । ବନ୍ଧୁଗଣ ଆପଣ ଯଦି ଉପରୋକ୍ତ ଫୋଟୋର ଫୁଲ ମଧ୍ୟରୁ 1 ନମ୍ବର ଟିକୁ ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ ଆପଣ ଯେଉଁ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ନମ୍ବର ଟି କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଆପଣଙ୍କୁ ଖୁବ ଅଧିକ ଭଲ ପାଆନ୍ତି ।

ତାଙ୍କ ମନରେ ଆପଣଙ୍କ ପାଇଁ ଖୁବ ଅଧିକ ପ୍ରେମ ସମ୍ମାନ ଭରି ହୋଇ ରହିଛି । ସେ ଖୁବ ଭଲ ବ୍ୟକ୍ତି ଅଟନ୍ତି । ଆପଣ କେବେ ମଧ୍ୟ ତାଙ୍କୁ ଛାଡିବେ ନାହିଁ । ଆସନ୍ତୁ ଜାଣିବା ନମ୍ବର 2 କୁ ଚୟନ କରିଥିବା ବ୍ୟକ୍ତି ମାନଙ୍କ ପାଇଁ, ଯାହା ପାଇଁ ଆପଣ ଏହି ନମ୍ବର ଟିକୁ ଚୟନ କରିଛନ୍ତି, ସେ ଆପଣ ଙ୍କ ପାଇଁ ଖୁବ ଦୁଃଖିତ ହୋଇଛନ୍ତି ।

ତାହାଛଡା ତାଙ୍କୁ ଏପରି ଲାଗେ କି ଆପଣ ଜୀବନ ରେ ନିଜ ଇଛା ରେ ଚାଲି ନଥାନ୍ତି । ସବୁବେଳେ ଅନ୍ୟର ଅନୁସାରେ ହଁ ଚାଲିଥାନ୍ତି । ଆପଣଙ୍କ ଆଖ ପାଖରେ କିଛି ଏଭଳି ଲୋକ ମାନେ ଅଛନ୍ତି, ଯେଉଁ ମାନେ କି ଆପଣଙ୍କ ଜୀବନରେ ଅନେକ ଅସୁବିଧା ଉତ୍ପନ୍ନ କରିଛନ୍ତି । ଆପଣ ଲୋକ ଙ୍କୁ ଗୁମରାହ କରିଥାନ୍ତି । କୌଣସି କଥା କୁ ସ୍ପଷ୍ଟ ଭାବରେ କହି ନଥାନ୍ତି । ଏକ ପ୍ରକାରର ଅବିଶ୍ଵାସ ମଧ୍ୟ ଏହି ସମ୍ପର୍କରେ ରହିଅଛି ।

ନମ୍ବର 3 ଯାହା ପାଇଁ ଆପଣ ବାଛିଛନ୍ତି, ସେହି ବ୍ୟକ୍ତି ଏପରି ଚିନ୍ତା କରନ୍ତି କି ଆପଣ ଜଣେ ଯତ୍ନହିନତା ବ୍ୟକ୍ତି ଅଟନ୍ତି । ଆପଣଙ୍କ ଉପରେ ବିଶ୍ଵାସ କରାଯାଇ ହେବ ନାହିଁ । 4 ନମ୍ବର କୁ ଯେଉଁ ମାନେ ମଧ୍ୟ ଯାହା ପାଇଁ ଚିନ୍ତା କରିଛନ୍ତି, ସେ ବ୍ୟକ୍ତି ଆପଣ ଙ୍କୁ ନେଇ ସବୁବେଳେ ଦ୍ଵନ୍ଦ ରେ ରହିଥାନ୍ତି । ସେ ଭାବନ୍ତି କି ଆପଣ ବୋଧ ହୁଏ ତାଙ୍କୁ କିଛି କଥା ଲୁଚାଉଛନ୍ତି ।

ନମ୍ବର 5 ଯେଉଁମାନେ ଯେଉଁ ବ୍ୟକ୍ତିଙ୍କ ପାଇଁ ଚୟନ କରିଛନ୍ତି, ସେମାନଙ୍କୁ ଏପରି ଲାଗେ କି ଆପଣ ଗୋଟେ ଭୁଲ ଲୋକ ଙ୍କ ସହ ରହୁଛନ୍ତି, ବା ଆପଣ କୌଣସି ଭୁଲ ଲୋକଙ୍କ ସହ ନିଜର ବନ୍ଧୁତା କରି ଦେଇଛନ୍ତି । ତାଙ୍କୁ ଭୟ ରହିଛି ଯେ ଆପଣ ବୋଧ ହୁଏ ଜୀବନରେ କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇ ଯାଇ ପାରନ୍ତି । ତେବେ ଆପଣଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *