ବନ୍ଧୁଗଣ ନମସ୍କାର । ଆଶା କରୁଛୁ ଆପଣ ମାନେ ଭଲ ରେ ଥିବେ । ସମୟ ର ସହ ଜୀବନରେ କେତେ ଲୋକ ଆସିଥାନ୍ତି ଓ କେତେ ଲୋକ ଚାଲି ମଧ୍ୟ ଯାଇଥାନ୍ତି । କିନ୍ତୁ କିଛି ଲୋକ ଏପରି ଥାନ୍ତି ଯେ କି, ହଟାତ ଆମ ଜୀବନରେ ଆସି କିଛି ଏପରି ସ୍ମୃତି କରି ଦେଇଥାନ୍ତି, ଯାହାକୁ ଆଜୀବନ ପର୍ଯ୍ୟନ୍ତ ଭୁଲିବା କଷ୍ଟକର ହୋଇ ଯାଇଥାଏ । ଧୀରେ ଧୀରେ ହୋଇ ସେ ହୃଦୟ ର ଏତେ ନିକଟ ରେ ଆସି ଯାଇଥାନ୍ତି, କି ଏକ ସମୟ ପରେ ତାଙ୍କ ବିନା ବଞ୍ଚିବା କଷ୍ଟକର ଭଳି ପ୍ରତୀତ ହୋଇଥାଏ ।
କିନ୍ତୁ ଅନେକ ଥର ତାଙ୍କୁ ନିଜ ହୃଦୟର କଥା କହି ହୋଇ ନଥାଏ । କାରଣ ଭୟ ଲାଗିଥାଏ କି ବୋଧ ହୁଏ ଆମେ ମନରେ ତାଙ୍କ ପାଇଁ ଯେଉଁ ଭାବନା ଅଛି ତାଙ୍କ ମନ ରେ ସେଭଳି ନ ଥାଇ ପାରେ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ରିଡିଂ ଟିକୁ ନେଇ କରି ଆସିଛୁ,
ଯାହା ସାହାର୍ଯ୍ୟ ରେ ଆପଣ କୌଣସି ବ୍ୟକ୍ତି ଙ୍କୁ ଚିନ୍ତା କରି ଯଦି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରେ କୌଣସି ଏକ ନମ୍ବର କୁ ଚୟନ କରିଥାନ୍ତି, ତେବେ ଆପଣ ତାଙ୍କ ମନ ର ଭାବ କୁ ଜାଣି ପାରିବେ । ବନ୍ଧୁଗଣ କିନ୍ତୁ ଏଠାରେ ଆପଣ କୌଣସି ଏକ ବ୍ୟକ୍ତି ଙ୍କ ପାଇଁ ଏକ ନମ୍ବର ର ହିଁ ଚୟନ କରି ପାରିବେ ।
ତେବେ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ନମ୍ବର 1 କୁ ଚୟନ କରିଛନ୍ତି, ସେ ବ୍ୟକ୍ତି ଜଣକ ଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ସମ୍ମାନ ଓ ବିଶ୍ଵାସ ଭରି ହୋଇ ରହିଛି । ସେ ଆପଣ ଙ୍କୁ ଭଲ ମଧ୍ୟ ପାଇଥାନ୍ତି ।
କିନ୍ତୁ ତାଙ୍କୁ ଟିକେ ଜୀବନରେ କମିଟମେଣ୍ଟ କରିବାକୁ ଭୟ ଲାଗିଥାଏ । ଏହି କାରଣ ରୁ ସେ କିଛି କହି ନ ଥାନ୍ତି । ତେଣୁ ଯଦି ଆପଣ କୌଣସି ଏପରି ବ୍ୟକ୍ତି ଙ୍କ ସହ ସମ୍ପର୍କ ରେ ଥାନ୍ତି ଓ ଆପଣ ଆଶା କରୁଛନ୍ତି କି ସେ କିଛି କହିବେ । ତେବେ ହୋଇ ପାରେ କି ଆପଣ ଏହି ସମ୍ପର୍କ ରେ କିଛି ଅଧିକ ହିଁ ଆଶା କରୁଛନ୍ତି ।
ନମ୍ବର 2 କୁ ଯେଉଁ ମାନେ ମଧ୍ୟ ଯାହା ପାଇଁ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ହୃଦୟ ପୂର୍ବେ ଅନେକ ଥର ଭାଙ୍ଗିଛି । ଯାହା କାରଣ ରୁ ସେ ଆଉ କୌଣସି ରିଲେସନ ରେ ପ୍ରବେଶ କରିବା ପାଇଁ ଡରୁଛନ୍ତି । ସେ ନିଜକୁ ଆଉ କୌଣସି କାରଣ ରୁ କଷ୍ଟ ଦେବାକୁ ଚାହୁଁ ନାହାନ୍ତି ।
କିନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଆନ ଭାବନା ଅଛି । ସେ ଆପଣଙ୍କୁ ଭଲ ମଧ୍ୟ ପାଉଛନ୍ତି । କିନ୍ତୁ ତାଙ୍କ ମନରେ କେଉଁଠି ନା କେଉଁଠି ଡର ଅଛି କି ବୋଧ ହୁଏ ତାଙ୍କ ହୃଦୟ ଭାଙ୍ଗିଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ