କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ଶଙ୍ଖ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ବନ୍ଧୁଗଣ ସମର ସହ ମଣିଷ ର ଚିନର୍ତା ଧାରା ଆରେ ମଧ୍ୟ ଅନେକ ପରିବର୍ତ୍ତନ ଆସି ଯାଇଥାଏ । କିନ୍ତୁ ପ୍ରତ୍ଯେକ ଥର ସେ ଆମକୁ ତାଙ୍କର ମନର ସମସ୍ତ କଥା କୁ ଭଲ ଭାବରେ ପ୍ରକାଶ କରି ନଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ବିଷୟ ନେଇ କରି ଆସିଛୁ ଯେଉଁ ଥିରେ କି ଆପଣ କୌଣସି ବ୍ୟକ୍ତି ଙ୍କୁ ସ୍ମରଣ କରି ଯଦି ଏକ ନମ୍ବର ର ଚୟନ କରି ଆପଣ ଜାଣି ପାରିବେ କି ସେ ବ୍ୟକ୍ତି ଜଣକଙ୍କ ମନରେ ଆପଣ ମାନଙ୍କ ପାଇଁ କେଉଁ ଭଳି ଭାବନା ରହିଅଛି ବା ସେ ଆପଣଙ୍କ ପାଇଁ କଣ କଣ ଚିନ୍ତା କରନ୍ତି ।

କିନ୍ତୁ ବନ୍ଧୁଗଣ କହି ରଖୁଚୁ କୁ ଏହା କୌଣସି ପ୍ରଶ୍ନାଲ ରିଡିଂ ନୁହେଁ ଅପିତୁ ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ । ତେଣୁ କିଛି ଲୋକ ଙ୍କ ସହ ଏହା କନେକ୍ଟ ମଧ୍ୟ ହୋଇ ନଥାଏ । ତେବେ ଆପଣ ଏହାକୁ ନିଜର ଏନ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି ।

ବନ୍ଧୁଗଣ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ନମ୍ବର 1 କୁ ଚୟନ କରିଛନ୍ତି, ତାଙ୍କ ମନରେ ଆପଣଙ୍କ ପାଇଁ ଏକ ଏପରି ଛବି ରହିଅଛି କି, ସେ ଆପଣଙ୍କୁ ଜୀବନରେ ପାଇ ନିଜକୁ ଅନେକ ଧନ୍ୟ ମଧ୍ୟ କରିଥାନ୍ତି । ସେ ବ୍ୟକ୍ତି ଜଣକ ଆପଣ ଙ୍କର ଲାଇଫ ପାର୍ଟନର ମଧ୍ୟ ହୋଇ ପାରନ୍ତି । କାରଣ ସେ ଆପଣଙ୍କୁ ଭଲ ମଧ୍ୟ ଖୁବ ଅଧିକ ପାଇଥାନ୍ତି ।

ନମ୍ବର 2 ଯେଉଁ ମାନେ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଆପଣଙ୍କୁ ଏକ ଖୁବ ଭଲ ପ୍ରସନାଲିଟି ର ବ୍ୟକ୍ତି ରୂପରେ ଦେଖିଥାନ୍ତି । ଆପଣ ଙ୍କର ପ୍ରତ୍ଯେକ ଜିନିଷ ତାଙ୍କୁ ଖୁବ ଭଲ ଲାଗିଥାଏ । ଏପରିକି ଯଦି ଆପଣ କିଛି ଭୁଲ ମଧ୍ୟ କରନ୍ତି, ତେବେ ସେ ତାହାକୁ ମଧ୍ୟ ନଜର ଅନ୍ଦାଜ କରି ଦେଇଥାନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଅନେକ ସମ୍ମାନ ମଧ୍ୟ ରହିଛି ।

ନମ୍ବର 3 ଯେଉଁ ମାନେ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଚୟନ କରିଛନ୍ତି, ସେ ଆପଣ ଙ୍କର କୌଣସି ଘନିଷ୍ଟ ବନ୍ଧୁ ହୋଇ ପାରନ୍ତି । ତାଙ୍କ ମନରେ ଆପଣ ଙ୍କ ପାଇଁ ପ୍ରେମ, ବିଶ୍ବାସ, ସମ୍ମାନ ସବୁକିଛି ଅଛି । ସେ ସବୁବେଳ ଆପଣଙ୍କ ସହ ଯୋଡି ହୋଇ ରହିବାକୁ ଚାହିଁଥାନ୍ତି । କାରଣ ତାଙ୍କ ପାଇଁ ଆପଣ ହେଉଛନ୍ତି ତାଙ୍କ ଜୀବନ ର ଏକ ଅମୂଲ୍ୟ ସମ୍ପଦ ସାଦୃଶ୍ୟ ।

ନମ୍ବର 4 କୁ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଆପଣ ଙ୍କ ସହ ସମ୍ମାନରେ ଯେପରି ଅଛନ୍ତି ସେପରି ବୋଧ ହୁଏ ଭିତରୁ ନାହାନ୍ତି । ବୋଧହୁଏ ସେ ଏକ ଖଳ ପ୍ରକୃତି ର ବ୍ୟକ୍ତି ମଧ୍ୟ ହୋଇ ପାରନ୍ତି ବା ନୁହେଁ ମଧ୍ୟ । ତେଣୁ ଆପଣ ତାଙ୍କ ଠାରୁ ଟିକେ ଦେଖି ଚଳିବାକୁ ଚେଷ୍ଟା କରିବେ ।

ନମ୍ବର 5 ଯାହାକୁ ଚିନ୍ତା କରି ଯେ ମଧ୍ୟ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ପ୍ରେମ ଭରି ହୋଇ ରହିଛି । ହୋଇ ପାରେ ଏହି ପ୍ରେମ ର ଭାବନା ତାଙ୍କ ମନରେ ନୂଆ ନୂଆ ସୃଷ୍ଟି ହୋଇଛି । ତେଣୁ ସେ ମଧ୍ୟ ଏହାକୁ ଜାଣି ପାରୁ ନାହାନ୍ତି । କିନ୍ତୁ ଖୁବ ଶୀଘ୍ର ସେ ଜାଣି ଆପଣଙ୍କୁ ନିଜର ଭାବନା ବିଷୟ ରେ ନିଶ୍ଚୟ ଜଣାଇବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ତାହା ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *