କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ହାଏ ହେଲୋ ସାଙ୍ଗ ମାନେ । କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆପଣଙ୍କ ପ୍ରେମକୁ ନେଇ ମନରେ ଅନେକ ପ୍ରଶ୍ନ ନିଶ୍ଚୟ ଆସୁଥିବା । ତେବେ ସେହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ମଜାଦାର ବିଷୟ ବସ୍ତୁ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ଏହା ପରେ ଆପଣ ଜାଣିପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ।

1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭବିଷ୍ଯତକୁ ନେଇ ଚିନ୍ତା କରୁଛନ୍ତି । ଆପଣଙ୍କ ସହ ଜୀବନରେ ଆଗକୁ ବଢିବାକୁ ଭାବୁଛନ୍ତି । ସେ ଆପଣଙ୍କ ସହ ଭଲ ସମ୍ପର୍କ ଗଢିବାକୁ ଚାହୁଁ ଛନ୍ତି । ସେ ଆପଣଙ୍କୁ ପଜେଟିଭ ଏନର୍ଜିରେ ଦେଖୁଛନ୍ତି । ଆପଣ ତାଙ୍କୁ ପସନ୍ଦ କରୁଛନ୍ତି । ସେ ଆପଣଙ୍କ ଲଭ ପାର୍ଟନର ହୋଇପାରନ୍ତି । ବହୁତ ସାରା ଆକର୍ଷଣ ରହିଛି । ଆପଣଙ୍କୁ ଦେଖିଲେ ସେ ବହୁତ ଖୁସି ହୋଇଥାନ୍ତି । ଆପଣ ଆଶାବାଦୀ, ପଜେଟିଭ ବ୍ୟକ୍ତି ଏମିତି ସେ ଭାବୁଛନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତାଙ୍କୁ ଲାଗୁଛି ଆପଣ ନ୍ୟାୟପ୍ରିୟ ମଣିଷ ଅଟନ୍ତି । ଆପଣ କେବେ ଭୁଲ କୁହନ୍ତି ନାହି କି ଭୁଲ କରନ୍ତି ନାହି । ଆପଣ ବହୁତ ବୁଦ୍ଧିମାନ ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁଛନ୍ତି କିନ୍ତୁ ଆପଣ ତାଙ୍କୁ ପସନ୍ଦ କରୁ ନାହାନ୍ତି କିମ୍ବା ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ଏମିତି ସେ ଭାବୁଛନ୍ତି । ସେ ମନର କଥା ସେୟାର କରୁ ନାହାନ୍ତି । ସେ ଆପଣଙ୍କ ଠାରେ ପ୍ରଭାବିତ ଅଛନ୍ତି ।

3- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ବହୁତ ଭାବୁଛନ୍ତି ଆପଣଙ୍କୁ ନେଇ । ଏତେ ଭାବୁଛନ୍ତି କେବେ ପଜେଟିଭ ତ ନେଗେଟିଭ ହେଉଛନ୍ତି । ଚିନ୍ତାଧାରାରେ ସେ ଆପଣଙ୍କୁ ନେଇ କନଫିୟୁଜ ହୋଇ ଯାଉଛନ୍ତି । ଟନକୁ ଲାଗୁଛି ଆପଣ ବହୁତ ଭଲ କିନ୍ତୁ ଆଉ କେବେ ଲାଗୁଛି ଆପଣ ଲୁଚାଉଛନ୍ତି କିଛି ଶିକରେଟ ରଖୁଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ରାୟ ନେଇପାରୁ ନାହାନ୍ତି । ଆପଣ ଦୁହିଙ୍କ ଭିତରେ କଥା ବହୁତ କମ ହେଉଛି ।

4- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ସନ ଆପଣଙ୍କୁ ନେଇ ଭାବୁଛନ୍ତି ଆପଣ ଯାହା ଚାହୁଁଛନ୍ତି ତାହା କରିପାରିବେ । ଆପଣ ବହୁତ ଷ୍ଟ୍ରଙ୍ଗ ପର୍ସନ ଅଟନ୍ତି । ଆପଣ ବହୁତ ସାରା କଥା ସେୟାର କରୁ ନାହାନ୍ତି । ସେଥିପାଇଁ ସେ ଆପଣଙ୍କୁ ନେଇ କିଛି ନିସ୍ପତି ନେଇପାରୁ ନାହାନ୍ତି ।

ସେ ଆପଣଙ୍କ ଲଭ ପାର୍ଟନର, ଲାଇଫ ପାର୍ଟନର ବା ବାନ୍ଧି ହୋଇପାରନ୍ତି । ସେ ଆପଣଙ୍କୁ ଜାଣିଛନ୍ତି ଆପଣ କଣ କିନ୍ତୁ ଅନେକ ସମୟରେ ଆପଣଙ୍କ ନ୍ୟାଚର ତାଙ୍କୁ କନଫିୟୁଜ କରୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *