କାହାର ନାମ ଭାବି ଗୋଟିଏ ନମ୍ବର ବାଛନ୍ତୁ ଏବଂ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସମସ୍ତେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥିବେ । ତେବେ ଟାରଟ କାର୍ଡ ମୋଡ୍ ଅନୁଯାୟୀ ଆମର ଭବିଷ୍ୟତ ଆମର ନିଜ ଚେତନାରେ ଫିଡ୍ ହୁଏ । ଯେପରି ଗୀତା ଅନୁଯାୟୀ, ଆମ ସମସ୍ତଙ୍କ ମନରେ ଏକ ସଂକଳ୍ପ ଅଛି ଏବଂ ଆମେ ନିଶ୍ଚିତ ଭାବରେ ଏହାକୁ ପୂରଣ କରୁ । ସେହିଭଳି, ଟାରଟ କାର୍ଡ କହୁଛି ଯେ ଆମର ଭବିଷ୍ୟତ ଆମ ଭିତରେ ସୁରକ୍ଷିତ, ଆମକୁ କେବଳ ଏହାକୁ ପଢିବାକୁ ପଡିବ । ଏହା ଏକ ସେତୁ ଯାହା ମାଧ୍ୟମରେ ତୁମେ ତୁମର ଅବଚେତନା ସହିତ ସଂଯୋଗ କର ।

ଭାରତୀୟ ଦୃଷ୍ଟିକୋଣରେ ଆଧ୍ୟାତ୍ମିକତା ସହିତ ସଂଯୋଗ କରି ଏହି ଧାରା ଅଧିକ ବିଶ୍ୱାସଯୋଗ୍ୟ ହୋଇଯାଏ । ଏପରି ପରିସ୍ଥିତିରେ, ଆମେ ସମସ୍ତେ ଏହା ମାଧ୍ୟମରେ ଆମ ଜୀବନର ରହସ୍ୟ ସମାଧାନ କରିପାରିବା ଏବଂ ଆଜି ଆମେ ଟାରଟ କାର୍ଡ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ଏପରି କିଛି ସୁଯୋଗ ଆଣିଛୁ । ଏଥିପାଇଁ ଆପଣଙ୍କୁ କେବଳ ଦିଆଯାଇଥିବା ୪ଟି କାର୍ଡ ମଧ୍ୟରୁ ଗୋଟିଏ ବାଛିବାକୁ ହେବ ।

୧- ଯଦି ଆପଣ ପ୍ରଥମ କାର୍ଡ କୁ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ଜୀଵନ ରେ ଆସୁଥିବା ସମସ୍ତ ସମସ୍ୟା କୁ ନିଡର ଭାବେ ସାମ୍ନା କରନ୍ତି । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମଧ୍ୟ ଡରନ୍ତି ନାହିଁ ସର୍ଵଦା ସକରାତ୍ମକ ଭାବ ରଖନ୍ତୁ ଏବଂ ଏହା ଦ୍ୱାରା ଆପଣ ଜୀଵନ ରେ ଅନେକ ଉନ୍ନତି କରି ପାରିବେ ।

୨- ଯଦି ଆପଣ ଦ୍ଵିତୀୟ କାର୍ଡ କୁ ବାଛିଛନ୍ତି ତେବେ ଆପଣଙ୍କ ସହ ଉଭୟ ଭଲ ଓ ଖରାପ ହେବାରଏ ସମ୍ଭାବନା ଥାଏ,ଏହି କାର୍ଡ଼ ଅପଣଙ୍କ ଅସାଧାରଣ ରଚନାତ୍ମକ କ୍ଷମତାକୁକ ବାହାରକୁ ବାହାର କରିଥାଏ । ଏହି କାର୍ଡ଼ ନିଜ ସାଥି କିମ୍ବା ଅନ୍ୟ କାହାପ୍ରତି ଇର୍ଷା ଭାବର ପ୍ରମାଣ ଦେଇଥାଏ ଯାହା ଭବିଷ୍ୟତରେ ଯାଇଁ ବହୁତ ବଢ଼ିପାରେ ଆଉ ମଧ୍ୟ କହିଥାଏ କି ଭବିଷ୍ୟତରେ ହେଉଥିବା କୌଣସି ଘଟଣାର ଅନୁଧ୍ୟାନ କରିବା ଉଚିତ । ଏହି କାର୍ଡ଼ ଦେଖାଣିଆଲୋକଙ୍କ ଠାରୁ ସାବଧାନ ରଖିବାରେ ସାହାଯ୍ୟ କରେ । ଏହି କାର୍ଡ଼ ଉଭୟ ଭଲ ଓ ଖରାପ ଖବର ଦେଇଥାଏ ।

୩- ତୃତୀୟ ନମ୍ବର କାର୍ଡ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଖରାପ ସମୟରେ ଶେଷ ହେବକୁ ଯାଉଛି ଆପଣ ବିଜେତାଙ୍କ ଭଳିଆ ସାମ୍ନାକୁ ଆସିବେ ସୂର୍ଯ୍ୟ ଙ୍କ ଭଳିଆ ଅପଣଙ୍କ ଜୀବନ ଉଜ୍ଵଳିତ ହେବାକୁ ଯାଉଛି । ଏ ପର୍ଯ୍ୟନ୍ତ ଯେତେବି ଲଢେ଼ଇ ଆପଣ ଲଢ଼ିଛନ୍ତି ଖାସ କରିକି ଜୀବନରେ ଅପଣଙ୍କ ଅସୁବିଧା ଦୁଃଖର ଶେଷ ହୋଇଥାଏ । ଖୁସି ଆପଣଙ୍କ ଜୀଵନରେ ପୁଣି ଫେରି ଆସିବ । ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଧାର ହେବ,ଲମ୍ବା ଅପେକ୍ଷା ପରେ ଅପଣଙ୍କ ଜୀବନରେ ଖୁସି ଫେରି ଆସିବ । ଲୁଚିଥିବା ଶତ୍ରୁ ପରାଜିତ ହେବେ ।

୪- ଚତୁର୍ଥ ରେ ହେଉଛି ଆପଣ ଯଦି ଚତୁର୍ଥ ନମ୍ବର କାର୍ଡ କୁ ବାଛି ଛନ୍ତି ତେବେ ଏହା ଅନୁସାରେ ଆପଣ ଯେଉଁ ଚିନ୍ତା ରେ ବୁଡି ରହିଛନ୍ତି ସେଠାରୁ ବାହାରକୁ ଆସି ବାସ୍ତବତାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ଏବଂ ଆପଣ ଙ୍କ ଜୀଵନ ରେ ବହୁତ କିଛି ନୂତନ ପରିବର୍ତ୍ତନ ଆସି ପାରେ । ଏବଂ ଏହି ପରିବର୍ତ୍ତନ ଯୋଗୁଁ ଆପଣ ନିଜ ଜୀଵନ ରେ କିଛି ନୂଆ ଜିନିଷ ଶିକ୍ଷା କରିବେ । ଏବଂ ନୂତନ ଜିନିଷ ରେ ପାଦ ରଖୁବା ଏବଂ ନୂତନ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *