କାହାର ନାମ ଭାବି ଗୋଟେ ବହି ବାଛନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବନ୍ତି- Love Quiz

ଆଜି ଆମେ ଆପଣ ଙ୍କୁ ଆପଣ ଙ୍କ ଖାସ ଲୋକ ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ , ସେମାନେ କଣ ଓ କିପରି ଆପଣ ଙ୍କୁ ଖୁସି ରେ ରଖିବେ ବା କେମିତି ଆପଣ ଙ୍କ ଠାରୁ କଣ କଣ ଆଶା କରିଛନ୍ତି । ଆପଣ ପ୍ରଥମେ 1 ବା ସବୁଜ ରଙ୍ଗ, 2 ବା ନୀଳ ରଙ୍ଗ ଏହି ଦୁଇଟି ରଙ୍ଗ ମଧ୍ୟ ରୁ ଗୋଟେ ରଙ୍ଗ କୁ ବାଛନ୍ତୁ । ଯଦି ଆପଣ ସବୁଜ ରଙ୍ଗ କୁ ବାଛିଛନ୍ତି ତାହେଲେ ସେମାନେ ଙ୍କ ପାଖରେ ସବୁ ଥାଇ ମଧ୍ୟ ସେମାନେ ଆପଣ ଙ୍କୁ ବୋହୁତ ଭଲ ପାଆନ୍ତି ସେମାନେ ଆପଣ ଙ୍କୁ କୌଣସି ପରିସ୍ଥିତି ରେ ହରାଇବାକୁ ଚାହାନ୍ତିନି ।

ସେମାନେ ଆପଣ ଙ୍କୁ ବୋହୁତ ଭଲ ପାଆନ୍ତି । ନିଜ ଜୀବନ ରେ ଅଧିକ ରୁ ଅଧିକ ଆପଣଙ୍କୁ ଭଲ ପାଆନ୍ତି । ସେଥି ପାଇଁ ସେମାନେ ଆପଣ ଙ୍କୁ ନିଜ ପରିବାର ଙ୍କ ସହ ମିସେଇବାକୁ ଯାଉଛନ୍ତି । ସିଏ ଅଛନ୍ତି ଯଦି ଆପଣ ଙ୍କୁ ବୋହୁତ ଭଲ ପାଆନ୍ତି ତାଙ୍କ ଛଡା ଆପଣଙ୍କୁ ଆଉ କେହି ମଧ୍ୟ ଧିକ ଭଲ ପାଇପାରିବେ ନାହିଁ ବା ଖୁସି ରେ ରଖି ପାରିବେ ନାହିଁ ।

ଯଦି ତାର କିଛି ଭୁଲ ଅଛି ତାହେଲେ ଆପଣ ତାକୁ କ୍ଷମା କରି ଦିଅନ୍ତୁ କାରଣ ଏହି ମଣିଷ ଆପଣ ଙ୍କୁ ବୋହୁତ ଭଲ ପାଏ । ଆପଣଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରୁହେ । ଆପଣ ଯାହା କହିବେ ସେ ଆପଣଙ୍କ ପାଦ ତଳେ ଆଣି ରାଖୀ ଦେବେ । କେବଳ ସେତିକି ନୁହେଁ ଯଦି ଆପଣଙ୍କ ପାଇଁ ତାଙ୍କୁ ଜୀବନ ବି ଦେବାକୁ ପଡେ ସେ ପଛେଇବେ ନାହିଁ ।

ଯଦି ଆପଣ ନୀଳ ରଙ୍ଗ କୁ ବାଛିଛନ୍ତି ତାହେଲେ ଏହି ଲୋକ ଲଭ କୁ ବୋହୁତ ସପ୍ପୋଟ କରନ୍ତି ବା ଆପଣ ଙ୍କୁ ବୋହୁତ ଭଲ ପାଆନ୍ତି ଆପଣ ଙ୍କୁ କିଛି ଉପହାର ମଧ୍ୟ ପ୍ରଦାନ କରି ପାରନ୍ତି । ସମୟ ଅନୁସାରେ ସେମାନେ ଆପଣ ଙ୍କ ସହ ସାଥ ଦେବେ । ସବୁଥିରେ ଆପଣ ଙ୍କୁ ଅପେକ୍ଷା କରିବେ । ଜୀବନ ସାରା ବୋହୁତ ଭଲ ପାଇବେ । ଖୁସି ରେ ରଖିବେ । ଜୀବନ ର ବାଟରେ ଆପଣ ଙ୍କ ସହ ହାତ ମିଶାଇ ଚାଲିବେ । ଦୁଃଖ କଷ୍ଟ ହେଲେ ଆପଣ ଙ୍କ ସହ ନିଜ ଦୁଃଖ କୁ ବାଣ୍ଟିବେ

Leave a Reply

Your email address will not be published. Required fields are marked *