କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଆପଣ ଯଦି କାହା ସମ୍ପର୍କ ରେ ଜାଣିବାକୁ ଚାହୁଁଛନ୍ତି ତାହେଲେ 1, 2, 3 ଏହା ମଧ୍ୟ ରୁ କୌଣସି ଏକ ସଂଖ୍ୟା କୁ ବାଛନ୍ତୁ । ଯଦି ଆପଣ 1 କୁ ବାଛିଛନ୍ତି ତାହେଲେ ସେ ନିଜ ଜୀବନ ବୋହୁତ ସଂଘର୍ଷ କରିଛନ୍ତି ବା ବୋହୁତ କଷ୍ଟ ସହିଛନ୍ତି । ବୋହୁତ ପରିଶ୍ରମୀ । ବା ଏମାନେ କିଛି କରିବାକୁ ଚାହୁଁଚନ୍ତି କିନ୍ତୁ କରିପାରିନାହାନ୍ତି । ଏମାନେ ଆପଣ ଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି । ସେ କୌଣସି ଉପହାର ମଧ୍ୟ ଆପଣଙ୍କୁ ଦେଇ ପାରନ୍ତି । ସିଏ ସ୍ବପ୍ନ ତ ଦେଖନ୍ତି ହେଲେ କିଛି ପଇସା ର ଅସୁବିଧା ଯୋଗୁ ଆପଣ ଙ୍କୁ ଦେଇ ପାରିନାହାନ୍ତି । ଖାଲି ପଇସା ନୁହେଁ କୌଣସି ସମୟ ମଧ୍ୟ ସେ ଆପଣ ଙ୍କୁ ଦାଏ ପାରିନି ।

2 ଏହି ସଂଖ୍ୟା କୁ ବାଚିଛନ୍ତି ଯଦି ତାହେଲେ ଆପଣ ଭାବନ୍ତୁନି କୁ ସେ ଆପଣ ଙ୍କୁ ଛାଡି ଖୁସି ରେ ଅଛି ସେ ମଧ୍ୟ ଆପଣ ଙ୍କୁ ଆଗ ପରି ଏବେ ଖୋଜୁଛି ଭଲ ପାଉଛି ହେଲେ ସେ ଧୋକା ଦେଇଥିବା ରୁ ବା ମିଛ ପ୍ରତିଶ୍ରୁତି ଯୋଗୁ ଆପଣ ଙ୍କ ଆଗରେ କିଛି କହିପାରୁନି ।

ଆଗରୁ ଆପଣ ତ ପାଖରେ ଥିଲେ ଏବେ ନଥିଲେ ମଧ୍ୟ ତାକୁ ବୋହୁତ ଫରକ ପଡ଼ୁଚି । ଏବେ ସେ ଧୀରେ ଧୀର ବୁଝୁଛି । ଏବଂ ଆପଣ ଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛି । ତାଙ୍କ ମନୋବଳ ଦୃଢ଼ ହୋଇଥିବା ରୁ ତେଣୁ ସେ ଆପଣ ଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛି ।

3 ଏହି ସଂଖ୍ୟା କୁ ବାଛିଥିବା ସେ ଆପଣ ଙ୍କୁ ବୋହୁତ ଭଲ ପାଉଛି । ଏବଂ ଏହି କିଛି ଦିନ ଭିତରେ ଆପଣ ମଧ୍ୟ ତାକୁ ବୋହୁତ ଭଲ ପାଉଛନ୍ତି । ସେ ନିଜ ମାନ କଥା ଆପଣ ଙ୍କୁ ବୋହୁତ ଜଲଦି କହିବ । ଏବଂ ଆପଣ ମଧ୍ୟ କହିବେ । ସେ ଆପଣ ଙ୍କ ପାଇଁ କିଛି ଉପହାର ମଧ୍ୟ ରଖିଚି ।

ତାର ମାନ ରେ ଆପଣ ଙ୍କ ପାଇଁ ଭଲ ପାଇବା ଓ ସ୍ନେହ ଓ ଶ୍ରଦ୍ଧା ଆଦି ଭରି ରହିଛି । ଆପଣ ଙ୍କ ଫଟୋ ମଧ୍ୟ ବାରମ୍ବାର ଦେଖୁଚି । ଏବଂ ତାର ମନ କରୁଛି କି ସେ ଆପଣ ଙ୍କୁ ବୋହୁତ କିଛି କହିବାକୁ । ଆପଣ ଙ୍କୁ ସେ ନିଜ ହୃଦୟ ରୁ ଭଲ ପାଉଛି । ଆପଣ ଙ୍କୁ କିଛି ଦବାକୁ ମଧ୍ୟ ଚାହୁଁଚି ।

Leave a Reply

Your email address will not be published. Required fields are marked *