କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଗୋଟେ ବହି ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?- Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ? ଆଶା କରୁଛୁ ବହୁତ ଭଲରେ ଥିବେ । ତେବେ କଣ ଆପଣ ନିଜ ଲୋକଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ସତ କଥା ? ତେବେ ସେଥିପାଇଁ ଆପଣଙ୍କୁ 3ଟି ବହି ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ହୃଦୟରୁ ତାଙ୍କ ନାଁ ଭାବି କୌଣସି ଏକ ନମ୍ବର ବାଛନ୍ତୁ ।

ସେହି ନମ୍ବର କହିବ ତାଙ୍କ ବିଷୟରେ କି ତାଙ୍କର ସତ୍ୟତା କଣ ରହିଛି । ସେ ଆପଣଙ୍କ ବିଷରେ କଣ ଚିନ୍ତା କରୁଛନ୍ତି । ତେବେ ଆପଣ ନମ୍ବର ବାଛିଲେ । କଣ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି ତ ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ଯଦି ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ବହୁତ ଦୁଖୀ ଅଛନ୍ତି । ଆପଣ ପୂରାପୂରି ଭାଙ୍ଗି ପଡିଛନ୍ତି । ଆପଣ ବହୁତ ସମସ୍ୟାରେ ଅଛନ୍ତି ।

ଆପଣଙ୍କ ପର୍ଶନଙ୍କ ସହ ଆପଣ ମନ କଥା ସେୟାର କରିଛନ୍ତି କିନ୍ତୁ ସେ ଜାଣି ପାରୁଛନ୍ତି ଆପଣ ବହୁତ ଦୁଖୀ ଅଛନ୍ତି । ଆପଣ ଜୀବନରେ ବହୁତ ପ୍ରୟାସ କରିଛନ୍ତି କିନ୍ତୁ ସଫଳ ହୋଇ ନାହାନ୍ତି । ଆପଣଙ୍କୁ ସମ୍ପର୍କ ମିଳିଛି କିନ୍ତୁ ବହୁତ ସମସ୍ଯା ଅଛି । ଆପଣଙ୍କ ପର୍ଶନ ଆପଣଙ୍କୁ ବୁଝୁଛନ୍ତି । ସେ ଆପଣଙ୍କର ନିକଟତର ବନ୍ଧୁ ବା ଲଭ ପାର୍ଟନର ହୋଇ ପାରନ୍ତି । ସେ ଆପଣଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ସେ ଆପଣଙ୍କୁ କେଉଁଠି ନା କେଉଁଠି ଫଲୋ କରୁଛନ୍ତି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ଜୀବନରେ କନଫିଉଜ ଅଛନ୍ତି । ଆପଣ ଦରକାର ଠାରୁ ଅଧିକ ଭାବୁଛନ୍ତି ତେଣୁ ଏମିତି ହେଉଛି । ଆନ ଲୋକଙ୍କୁ ନେଇ ଅଧିକ ଭାବୁଛନ୍ତି । ଯାହା ସତ ତାହା ବିଶ୍ଵାସ କରୁ ନାହାନ୍ତି । ଆପଣଙ୍କ ମନରେ ଅନେକ ଧାରଣା ରହିଛି । ସେଥିପାଇଁ ଆପଣ କନଫିଉଜ ଅଛନ୍ତି ଏମିତି ଆପଣଙ୍କ ପର୍ଶନ ଭାବୁଛନ୍ତି ।

ଆପଣଙ୍କ ଜୀବନରେ ଏଥିପାଇଁ ସମସ୍ଯା ଆସୁଛି । ସେ ଆପଣଙ୍କର ନିକଟରର ବନ୍ଧୁ ବା ଲାଇଫ ପାର୍ଟନର ବା ପରିବାରର କେହି ସଦସ୍ୟ ହୋଇ ପାରନ୍ତି । ଆପଣଙ୍କ ପାର୍ଟନରଙ୍କ ସହ ବୟସର ଅନ୍ତର ବହୁତ ରହିଛି । ଆପଣ ଦୁହିଙ୍କର ମ୍ୟାରେଜ ବହୁତ ବର୍ଷ ହୋଇ ସାରିଲାଣି ।

3- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଭାବୁଛନ୍ତି । ଆପଣ ବହୁତ ଭଲ ମଣିଷ । ଆପଣଙ୍କୁ ଜୀବନରେ ବହୁତ ସଫଳତା ମିଳିବ । ଆପଣ ଯେଉଁଠି କି ଯାଆନ୍ତି ଲୋକେ ଆପଣଙ୍କୁ ବହୁତ ସମ୍ମାନ କରନ୍ତି । ଆପଣ ଜୀବନରେ ସଫଳ ହେବା ପାଇଁ ଜନ୍ମ ନେଇଛନ୍ତି ଏମିତି ସେ ଭାବୁଛନ୍ତି ।

ଆପଣ ଜୀବନରେ ବହୁତ ଉନ୍ନତି କରିବେ । ଆପଣ ଯେଉଁଠି କି ଜାଣନ୍ତି ଚାରିଆଡେ ଖୁସି ର ଲହରୀ ଖେଳିଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *