କାହାର ବି ନାମ ଭାବି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଉ ଥରେ ଏକ ଏହି ଭଳି ରିଡିଂ ଯାହା ସାହାର୍ଯ୍ୟରେ ଆପଣ କୌଣସି ବ୍ୟକ୍ତି ଙ୍କର ନାମ ଅନୁସାରେ କୌଣସି ଏକ ନମ୍ବର ଚୟନ କରି ଜାଣି ପାରିବେ ତାଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଭାବନା ରହିଛି, ତାହାସହ ସେ ବ୍ୟକ୍ତି ଆପଣଙ୍କ ପାଇଁ କଣ ଚିନ୍ତା କରିଥାନ୍ତି । ଆଜିର ଏହି ରିଡିଂ ଟିକୁ ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ଜେନେରାଲ ରିଡିଂ ଅଟେ ।

ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିଜର ଜୀବନ ସାଥି ଦେଖିଥାନ୍ତି । ଏମିତି ମଣିଷ ଦେଖିଥାନ୍ତି ଯିଏ ପଜେଟିଭ ହୋଇଥାନ୍ତି । ତାଙ୍କ ଠାରୁ ଆପଣ ସଚ୍ଚା ବନ୍ଧୁତା ଆଶା କରିଥାନ୍ତି । ଆପଣ କିଛି କଥା ନ ଭାବି ନିସ୍ପତି ନେଇଥାନ୍ତି । ଆପଣଙ୍କ ମନ ହେଲେ କଥା ହୁଅନ୍ତି ନ ହେଲେ ନାହି । ଆପଣ ବହୁତ ଅଧିକ ଆକର୍ଷିତ ମଣିଷ ଅଟନ୍ତି ଏମିତି ସେ ଭାବୁଛନ୍ତି ।

ନମ୍ବର 2 କୁ ଚୟନ କରିଥିବା ବ୍ୟକ୍ତି ଆପଣ ଯାହା ମନର କଥା ଜାଣିବାକୁ ଇଛା କରିଛନ୍ତି, ସେ ବ୍ୟକ୍ତି ଆପଣ ଙ୍କର ଲାଇଫ ପାର୍ଟନର ହୋଇ ପାରନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଅନେକ ଚିନ୍ତା, ଭଲ ପାଇବା, ମାନ ସମ୍ମାନ ଭାରି ରହିଛି । ଏହା ସହ ସେ ବଟ୍କି ଆପଣ ଙ୍କର ପ୍ରତେୟକ କଥା କୁ ଖୁବ ଅଧିକ ସମ୍ମାନ ମଧ୍ୟ ଦେଇଥାନ୍ତି ।

ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଅନ୍ତିମ ରେ ଥିବା 3 ନମ୍ବର ଟିକୁ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣଙ୍କ ପାଇଁ ସବୁବେଳ ଏକ ଚିନ୍ତା ଲାଗି ରହିଥାଏ । ଏହାର ଅର୍ଥ ଏହା ନୁହେଁ କି ସେ ଆପଣ ଙ୍କୁ ବିଶ୍ବାସ କରନ୍ତି ନାହିଁ ବା ସ୍ନେହ କରନ୍ତି ନାହିଁ । ଆପଣଙ୍କ ପାଇଁ ତାଙ୍କ ମନରେ ଅନେକ ଭଲପାଇବା ଭରି ହୋଇ ରହିଛି । କିନ୍ତୁ ତାଙ୍କୁ ଏପରି ଲାଗେ କି ଆପଣ ନିଜର ଯତ୍ନ ଠିକ ଭାବରେ ନେଉ ନାହାନ୍ତି ବା ଆପଣ କିଛି ଏପରି ଲୋକ ଙ୍କ ମଧ୍ୟ ଅଛନ୍ତି ଯେ କି ବାସ୍ତବରେ ଆପଣ ଙ୍କ ପାଇଁ ଠିକ ନୁହନ୍ତି ।

Leave a Reply

Your email address will not be published. Required fields are marked *