କାହାର ବି ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ? ଆଶା କରୁଛୁ ବହୁତ ଭଲରେ ଥିବେ । ତେବେ କଣ ଆପଣ ନିଜ ଲୋକଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ସତ କଥା ? ତେବେ ସେଥିପାଇଁ ଆପଣଙ୍କୁ 4ଟି ଫଳର ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ହୃଦୟରୁ ତାଙ୍କ ନାଁ ଭାବି କୌଣସି ଏକ ନମ୍ବର ବାଛନ୍ତୁ ।

ସେହି ନମ୍ବର କହିବ ତାଙ୍କ ବିଷୟରେ କି ତାଙ୍କର ସତ୍ୟତା କଣ ରହିଛି । ସେ ଆପଣଙ୍କ ବିଷରେ କଣ ଚିନ୍ତା କରୁଛନ୍ତି । ତେବେ ଆପଣ ନମ୍ବର ବାଛିଲେ । କଣ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି ତ ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ବହୁତ କିଛି ଭାବୁଛନ୍ତି ଆପଣଙ୍କୁ ନେଇ ।

ସଂପର୍କକୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ଆପଣଙ୍କୁ ବିୟୁଟିଫୁଲ ଏନର୍ଜିରେ ଦେଖୁଛନ୍ତି । ଆପଣ ସମସ୍ତଙ୍କର ଖୁସି ଦେଖନ୍ତି । ଆପଣ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଯଦି ସେ ଆପଣଙ୍କର ଲଭ ପାର୍ଟନର ସେ ମ୍ୟାରେଜକୁ ନେଇ ଅନେକ କଥା ଭାବୁଛନ୍ତି ।

2- ଦ୍ଵିତୀୟ ନମ୍ବର : ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ରିଲେସନସିପ କୁ ମଜବୁତ କରିବାକୁ ଚାହୁଁ ଛନ୍ତି ଯାହାକୁ କେହି କେବେ ଭାଙ୍ଗିପାରିବେ ନାହି । ସେ ଆପଣ ଦୁହିଙ୍କର ସମ୍ପର୍କକୁ ଭଲ ଭବିଷ୍ୟତ ଦେବାକୁ ଚାହୁଁ ଛନ୍ତି । ସେ ବହୁତ ଖୁସି ଅଛନ୍ତି ବନ୍ଧୁତା ବା ପାର୍ଟନରସିପ କୁ ନେଇ । ସେ ଆପଣଙ୍କ ସହ ଏଞ୍ଜୋଏ କରିବାକୁ ଚାହୁଁ ଛନ୍ତି ।

3- ତୃତୀୟ ନମ୍ବର : ଆପଣ ଯଦି ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ବହୁତ ଚିନ୍ତାରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଧୋକା ଦେଇଛନ୍ତି । ସେ ଜାଣିପାରୁ ନାହାନ୍ତି ଲାଇଫରେ କଣ ହେଉଛି । ସେ ଏବେ କାହା ବିଷୟରେ ଭାବି ପାରୁ ନାହାନ୍ତି । ସେ ନିଜକୁ ହରାଇବାର ଅନୁଭବ କରୁଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ପୂରାପୂରି ଭାଙ୍ଗି ଦେଇଛନ୍ତି । ତାଙ୍କ ଲାଇଫରେ ଆଉ କିଛି ନାହି ଏମିତି ସେ ଭାବୁଛନ୍ତି ।

4- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଆପଣଙ୍କ ସହ ଦେଖା କରିବାକୁ ଲାଇଫରେ ଆଗକୁ ବଢିବାକୁ ଭାବୁଛନ୍ତି । ସେ ଏହି ଅବସର ର ଅପେକ୍ଷାରେ ଅଛନ୍ତି । ଅନେକ ଲୋକଙ୍କୁ ଏହି ଅବସର ମିଳି ସାରିଛି । ସେ ଆପଣଙ୍କୁ ନେଇ ଲାଇଫ ବିତାଇବାକୁ ଚାହୁଁ ଛନ୍ତି ।

ସେ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି । ବଡ ନିସ୍ପତି ନେବେ ସେ ଆପଣଙ୍କୁ ନେଇ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *