କାହାର ନାମ ଭାବି ଗୋଟେ ଫୁଲ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭବା ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ । ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।

ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 3ଟି କାର୍ଡ ମଧ୍ୟ ରୁ କୌଣସି ଗୋଟେ ବାଛିବାକୁ ପଡିବ । ଯାହା ପରେ ଆପଣ ନିଜ ସାଥିଙ୍କ ମନର ହାଲ ଜାଣି ପାରିବେ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା । 1- ଆପଣ ଯାହାଙ୍କ ପାଇଁ ପ୍ରଥମ କାର୍ଡ ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି ।

ସେ ଭାବୁଛନ୍ତି ବହୁତ ପଜେଟିଭ ଚେଞ୍ଜ ହେଉ । ଆପଣ ବହୁତ ପଜେଟିଭ ଚିନ୍ତାଧାରା ରେ ରହୁଛନ୍ତି । ଆପଣଙ୍କର ସମ୍ପର୍କ ତାଙ୍କ ସହ ରିଲେସନ ହେଉବା ବନ୍ଧୁତା ହେଉ ସେ ବହୁତ ପଜେଟିଭ ଅଛି । ଏବେ ଯାହା ବି ଚିନ୍ତାଧାରା ରହିଛି ତାହା କେବେ ଚେଞ୍ଜ ହେବ ନାହି । ତାଙ୍କ ମନରେ ଆପଣଙ୍କୁ ନେଇ ସନ୍ଦେହ ଥିଲା । ଯାହା ପାଇଁ ଆପଣଙ୍କ ଉପରେ ବିଶ୍ଵାସ କରୁ ନ ଥିଲେ । କିନ୍ତୁ ଏବେ ବହୁତ ଭଲ ଚିନ୍ତାଧାରା ରହିଛି ତାଙ୍କ ପାଇଁ ଆପଣଙ୍କ ମନରେ ।

2- ଆପଣ ଯଦି ଦ୍ଵିତୀୟ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କ ଆଡକୁ ଆସିବାକୁ ଚାହୁଁ ଛନ୍ତି । ସେ ଆପଣଙ୍କ ବିଷୟରେ ବହୁତ ଭାବୁଛନ୍ତି । ଆପଣ ଏମିତି ମଣିଷ ଯିଏ କି ପୁରା ପରଫେକ୍ଟ ଅଟନ୍ତି । ସେ ଆପଣଙ୍କର ଲଭ ପାର୍ଟନର ଅଟନ୍ତି । ଆପଣଙ୍କୁ ସେହି ନଜର ରେ ଆପଣଙ୍କୁ ଦେଖୁଛନ୍ତି । ତାଙ୍କ ଲାଇଫରେ ଯେମିତି ମଣିଷ ଦରକାର ସେଭଳି କ୍ଵାଲିଟି ଆପଣଙ୍କର ଠାରେ ଅଛି ।

ସେ ଆପଣଙ୍କୁ ଏମିତି ଏନର୍ଜି ରେ ଦେଖୁଛନ୍ତି ଯାହା କେବେ ଚେଞ୍ଜ ହେବ ନାହି । ସେ ଏମିତି ଅନୁଭବ କରୁଛନ୍ତି ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଲଭ ପାର୍ଟନର ହୋଇଥିଲେ ନିଶ୍ଚୟ ଆପଣଙ୍କ ସହ କନେକ୍ଟ ହେବ । ଯଦି ଲାଇଫ ପାର୍ଟନର ହୋଇଥିବେ ତେବେ ଆପଣଙ୍କର ଏନଗେଜମେଣ୍ଟ ହୋଇ ସାରିଛି ।

3- ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏହା ଭାବୁଛନ୍ତି ଆପଣଙ୍କ ମନରେ କଣ ଅଛି ସେ ଜାଣିଛନ୍ତି । ଆପଣ ଏମିତି ମଣିଷ ଯିଏ କି ସାଧୁ ସନ୍ଥ ଟାଇପର ଅଟନ୍ତି । ଆପଣଙ୍କ ଚିନ୍ତାଧାରା ପୁରୁଣା ରହିଛି । ଆପଣ ବହୁତ ସାଧାରଣ ମଣିଷ ଅଟନ୍ତି । ପ୍ରତେକ ଜିନିଷ କୁ ଆପଣ ବୁଝି ବିଚାରୀ କରନ୍ତି । ଆପଣ ଦେଖନ୍ତି ନାହି କି ତରବର ହୁଅନ୍ତୁ ନାହି । ସେ ଆପଣଙ୍କୁ ପୁରା ଅଲଗା ଦେଖୁଛନ୍ତି । ସେ ଯେମିତି ଆପଣଙ୍କୁ ଚାହୁଁଛନ୍ତି ଆପଣ ସେମିତି ଅଟନ୍ତି । ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *