କାହାର ନାମ ଭାବି ବାଛନ୍ତୁ ଗୋଟିଏ ନମ୍ବର ଗୋଲାପ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ମାନେ । ଆଜି ଆମେ ଆନଙ୍କ ପାଇଁ ସୁନ୍ଦର ବିଷୟ ବଟୁ ନେଇ ଆସିଛୁ । ତାହା ପୁଣି ପ୍ରେମ, ଇସ୍କ କୁ ନେଇ । ଆଜ୍ଞା ହଁ ପୂର୍ବରୁ ଆମେ ଲଭ କୁ ନେଇ ଅନେକ ବିଷୟ ବସ୍ତୁ ନେଇକି ଆସିଥିଲୁ । କିନ୍ତୁ ଆଜି ଟିକେ ଭିନ୍ନ ରହିଛି । ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ଆଉ ତାଙ୍କୁ ମନ କଥା କହିବାକୁ ଭାବୁଥିବେ । ତେବେ ଆଉ ଡେରି ନ କରି କହି ଦିଅନ୍ତୁ ଆପଣଙ୍କ ମନ କଥା । ସେଥିପାଇଁ ଆପଣଙ୍କୁ 5ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । କାହିଁଙ୍କି ନା ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣ ଲାଇଫରେ କାହାକୁ ପ୍ରପୋଜ କରୁଛନ୍ତି ତେବେ ତାଙ୍କର ଜବାବ କଣ ରହିବ ।

1- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ କାହାକୁ ନିଜର ପ୍ରେମର ଇଜହାର କରୁଥିଲେ ନିଶ୍ଚୟ କରନ୍ତୁ । ଯାହା ରେଜଲ୍ଟ ପଜେଟିଭ ହେବ । ତାଙ୍କ ତରଫରୁ ଆପଣଙ୍କୁ ଜବାବ ମଧ୍ୟ ମିଳିବ । ସ୍ପଷ୍ଟ ଭାବେ ଜବାବ ମିଳିବ ସେମିତି କିଛି କହି ହେବ ନାହି । କେଉଁଠି ନା କେଉଁଠି ଆପଣଙ୍କ କଥା ନିଶ୍ଚୟ ପକ୍କା ହେବ । ଆପଣ ସମ୍ପର୍କକୁ ଆଗକୁ ବଢାଇପାରିବେ ।

2- ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣ କାହାକୁ ପ୍ରପୋଜ କରୁଥିଲେ ତେବେ ଆପଣଙ୍କ ପର୍ଶନ କହିବେ ଅଳ୍ପ ସମୟ ପାଇଁ ଅପେକ୍ଷା କରନ୍ତୁ । କାରଣ ସେ କନଫିୟୁଜ ଅଛନ୍ତି ତାଙ୍କ ଜୀବନକୁ ନେଇ । ତାଙ୍କ ମନରେ ଅନେକ ବିଚାର ଚାଲିଛି । ହୋଇପାରେ ସେ ଆପଣଙ୍କୁ ଏମିତି ଉତ୍ତର ଦେବେ କି ଆପଣ କନଫିୟୁଜ ହୋଇଯିବେ । ସେ ବହୁତ ସମୟ ନେବେ । ଏମିତି ଦେଖାଇବେ ସେ ଆପଣଙ୍କୁ କଣ କହିବାକୁ ଚାହୁଁଛନ୍ତି ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ପ୍ରେମର ଇଜହାର କରୁଥିଲେ ଏମିତି କାରରନ୍ତୁ ନାହି । ଆପଣଙ୍କୁ ଲାଗୁଛି ବି ଏବେ କରିବା ଠିକ ହେବ ନାହି ତେବେ ଜମା ବି କରନ୍ତୁ ନାହି । ଯଦି ଆପଣ ପ୍ରପୋଜ କରି ଦେବେ ତେବେ ଆପଣଙ୍କ ପର୍ଶନ ସିଧା ସିଧା ଆପଣଙ୍କୁ ନା କହି ଦେବେ । ଯାହା କାରଣରୁ ଆପଣ ମନ ଭାଙ୍ଗିଯିବ । ତେଣୁ ଏମିତି କରନ୍ତୁ ନାହି ।

4- ଯଦି ଆପଣ ନିଜ ପର୍ଶନଙ୍କ ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆଉ ନିଜ ଭଲ ପାଇବା ବିଷୟରେ ତାଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି ତେବେ ଆପଣ ତାଙ୍କୁ ପ୍ରପୋଜ କରି ସାରିଛନ୍ତି । କାରଣ ଆପଣଙ୍କ ପର୍ଶନ ଜାଣିଛନ୍ତି ଆପଣ ତାଙ୍କୁ ଭଲ ପାଉଛନ୍ତି । କିନ୍ତୁ ଆପଣ ନିଜ ଷ୍ଟାଇଲରେ ପ୍ରପୋଜ କରିବାକୁ ଚାହୁଁ ଛନ୍ତି ବା ଲାଇଫ ପାର୍ଟନର କରିବାକୁ ଚାହୁଁ ଛନ୍ତି ତେବେ ଆପଣ ପ୍ରପୋଜ କରିପାରନ୍ତି । ବହୁତ କ୍ଲିୟର ଉତ୍ତର ରହିବ ଯାହା ଆପଣ ଚାହୁଁ ଛନ୍ତି । ସେ ଆପଣଙ୍କୁ ହଁ ହିଁ କହିବେ । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଏବଂ ଆପଣଙ୍କ ଜବାବ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *