କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ମାନେ । କେମିତି ଅଛନ୍ତି  ଆପଣ ମାନେ । ଆପଣ ମାନେ ଜୀବନରେ ନିଶ୍ଚୟ କାହାକୁ ଭଲ ପାଇଥିବେ । କିନ୍ତୁ ଭଲ ପାଇବାରେ ଆପଣଙ୍କ ପାର୍ଟନର ଆପଣଙ୍କର କେଉଁ କଥାକୁ ପସନ୍ଦ କରନ୍ତି ଆଉ ନାପସନ୍ଦ କରନ୍ତି କଣ ଆପଣ କଣ ଜାଣିବାକୁ ଚେଷ୍ଟା କରିଛନ୍ତି । ଯଦି କରି ନାହାନ୍ତି ତେବେ ଆଜିର ଆମର ବିଷୟ ବସ୍ତୁ ସେଭଳି କିଛି ରହିଛି । ସେଥିପାଇଁ ଆପଣଙ୍କୁ 3ଟି କପର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ ।

ତା ପରେ ଆମେ କହିବୁ ଆପଣଙ୍କ ପର୍ଶନଙ୍କ ପସନ୍ଦ ଆଉ ନାପସନ୍ଦ ବିଷୟରେ । 1- ପ୍ରଥମ ନମ୍ବର : ଆପଣ ଯଦି ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ କୌଣସି ବି ସ୍ଥିତିରେ ଆପଣ ନ ହାରିବାକୁ ପସନ୍ଦ କରନ୍ତି । ଜୀବନରେ ସର୍ବଦା ପ୍ରୟାସ କରନ୍ତି ଆଗକୁ ବଢିବା ପାଇଁ । ଏହି ଜିନିଷ ତାଙ୍କୁ ଭଲ ଲାଗିଥାଏ କି ଜୀବନରେ କେବେ ବି ଆଶା ଆପଣ ଛାଡି ନ ଥାନ୍ତି । ଆନ ସଫଳ ହେବାକୁ ପୁରା ଚେଷ୍ଟା କରିଥାନ୍ତି ।

ଆପଣ ଜୀବନ ସହ ଲଢେଇ କରନ୍ତି ଓ ନିଜକୁ ସେମିତି କାବିଲ କରିବା ପାଇଁ ଚେଷ୍ଟା କରନ୍ତି । ଆପଣ ସବୁ କିଛି ଲୁଚାଇଥାନ୍ତି ଯାହା ଆପଣଙ୍କ ପର୍ସନଙ୍କୁ ପସନ୍ଦ ନୁହେଁ । ଆପଣ କେୟାର କରନ୍ତି ଭଲ ପାଆନ୍ତି ତଥାପି ମନ କଥା ପଛାଇଥାନ୍ତି ଯାହା ତାଙ୍କୁ ପସନ୍ଦ ନୁହେଁ ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ହୋଇପାରେ ଆପଣଙ୍କ ପର୍ସନ ଆପଣଙ୍କୁ ବୁଦ୍ଧିମାନ ଭାବୁଛନ୍ତି । ସେ ଦେଖୁଛନ୍ତି ଆପଣ ଜିନିଷକୁ ଭଲରେ ଜଜ କରନ୍ତି । ବହୁତ ଭଲରେ ନିସ୍ପତି ନେଇଥାନ୍ତି ଆପଣ ଯାହା ତାଙ୍କୁ ପସନ୍ଦ ଲାଗିଥାଏ । ଆପଣଙ୍କୁ ଯାହା ଭଲ ଲାଗେ ସେଯା କରନ୍ତି । ଆପଣ ଚେଷ୍ଟା କରନ୍ତି ଦୁଖକୁ ନିଜ ଭିତରେ ସୀମିତ ରଖିବାକୁ ।

ଯାହା ତାଙ୍କୁ ପସନ୍ଦ ଆସିଥାଏ । ଆପଣ ଯେବେ ଅଧିକ ରାଗିକି ସବୁ କିଛି ସମାପ୍ତ କରିବାକୁ କୁହନ୍ତି ତାହା ଆପଣଙ୍କ ପର୍ସନଙ୍କୁ ପସନ୍ଦ ନୁହେଁ । ଆପଣ ଛୋଟ କଥାରେ ବଡ ନିସ୍ପତି ନେଇଥାନ୍ତି ଯାହା ତାଙ୍କୁ ଭଲ ଲାଗେ ନାହି ।

3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ଚୁଜ କରିଥିଲେ ଆପଣଙ୍କର କେୟାରିଙ୍ଗ ନ୍ୟାଚର ତାଙ୍କୁ ପସନ୍ଦ ଆସିଥାଏ । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଲୋକଙ୍କୁ ଖୁସି ଦେବା, ସଫ୍ଟ ନ୍ୟାଚର, ଆପଣଙ୍କର ବାଣୀ ତାଙ୍କୁ ବହୁତ ପସନ୍ଦ ଆସିଥାଏ । ଆପଣଙ୍କର ସୁନ୍ଦର ବ୍ୟକ୍ତିତ୍ବ ତାଙ୍କୁ ବହୁତ ଭଲ ଲାଗିଥାଏ । କିନ୍ତୁ ଆପଣଙ୍କର ଆଳସ୍ୟ ସ୍ଵଭାବ ତାଙ୍କୁ ପସନ୍ଦ ନୁହେଁ ।

ହେଲେ ଆପଣଙ୍କୁ ନେଇ ସେ ବହୁତ ପଜେଟିଭ ଅଛନ୍ତି । ଆପଣ ରିଲେସନରେ ଥିଲେ ତାଙ୍କୁ ସମୟ ଦେଉ ନାହାନ୍ତି । ଆପଣ ଜୀବନରେ ଏତେ ବ୍ୟସ୍ତ ଭିତରେ ରହୁଛନ୍ତି ଯାହା ପାଇଁ ତାଙ୍କୁ ସମୟ ଦେଉ ନାହାନ୍ତି । ଯାହା ଆପଣଙ୍କ ପର୍ସନ ପସନ୍ଦ ନୁହେଁ ।

Leave a Reply

Your email address will not be published. Required fields are marked *