କାର୍ତ୍ତିକ ପୂର୍ଣ୍ଣିମା ରେ କରନ୍ତୁ ଏହି ୧ ଉପାୟ, ଘରେ ହେବ ନାହିଁ ଟଙ୍କାର ଅଭାବ

ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଅଛି । ଏବିଂ କିଛି ଦିନ ପରେ ଡଙ୍ଗା ଭାଷା ମାନେ କାର୍ତ୍ତିକ ପୂର୍ଣ୍ଣିମା ଆସିବାକୁ ଯାଉଛି । ତେବେ ଏହି ମାସରେ କାର୍ତ୍ତିକ ପୂର୍ଣ୍ଣିମା ଆସିଥାଏ । ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଦୁଃଖ ଏବଂ ଖୁସି ଦୁଇଟି ଆସିଥାଏ କିନ୍ତୁ ବ୍ୟକ୍ତି ଦୁଃଖ ଠୁ ବେଶୀ ଖୁସିରେ ରହିବାକୁ ଚାହୁଁଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ରେ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଲାଗିରହିଛି ସବୁ କିଛି ଦୂର ହେବା ।

ବନ୍ଧୁଗଣ ଏହି ଦୁନିଆରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଆର୍ଥିକ ସମସ୍ୟା ଲାଗିରହିଥାଏ ତା ସହିତ ପାରିବାରିକ ସମସ୍ୟା ମଧ୍ୟ ଲାଗିରହିଥିବା । ତେବେ ଆଜି ଆମେ କହିବାକୁ ଯାଉଥିବା ଉପାୟ ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ପ୍ରୟୋଗ ବିଧି ।

ବନ୍ଧୁଗଣ ଉପରେ ଯେଉଁ ଗଛଟି ଦେଖୁଛନ୍ତି ତାହା ହେଉଛି ଅଫାମାର୍ଗ ଗଛ । ତେବେ ସର୍ବ ପ୍ରଥମେ ଆପଣ ଧ୍ୟାନ ଦିଅନ୍ତୁ କି ଯେଉଁ ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ିବ ତାହାରି ପୂର୍ବ ଦିନ ସନ୍ଧ୍ୟା ସମୟରେ ଏହି ଗଛ ଟିକୁ ଯଥା ବିଧି ଅନୁସାରେ ନିମନ୍ତ୍ରଣ କରନ୍ତୁ । ଏହାପରେ କାର୍ତ୍ତିକ ପୂର୍ଣ୍ଣିମା ଯେଉଁ ଦିନ ପଡ଼ିବ ସେହିଦିନ ସକାଳ ସମୟରେ ମାନେ ବ୍ରହ୍ମମୁହୂର୍ତ୍ତରେ ଏହି ଗଛ ଟିକୁ ଓପଡ଼ି ତାହାରି ମୂଳଟିକୁ ଘରକୁ ଆଣନ୍ତୁ ।

ତାହାପରେ ସେହି ମୁଳଟିକୁ ଆପଣ ଗଙ୍ଗା ଜାଲରେ ଧୋଇନିଅନ୍ତୁ ଏବଂ ସେହି ମୂଳଟିକୁ ଗୋଟେ ତାବିଜ ଭିତରେ ପୁରାଇ ଦିଅନ୍ତୁ । ଏହାପରେ ସେହି ତାବିଜ ଟିକୁ ନିଜ ହାତରେ କିମ୍ବା ଗଳାରେ କିମ୍ବା ଅଣ୍ଟାରେ ଆପଣ ଧାରଣ କରନ୍ତୁ । ଏହା ପରେ ଦେଖିବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଶେଷ ହୋଇଯିବ । ଆପଣଙ୍କ ଜୀବନରେ ଖୁସି ଆସିବ । ଆପଣଙ୍କୁ ସବୁ ପ୍ରକାରର ସଫଳତା ମିଳିବା ସହ ଆପଣଙ୍କୁ ସମାଜରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ । ଆପଣଙ୍କ ବୈବାହିକ ଜୀବନରେ ଖୁସି ଫେରି ଆସିବ ।

ଚାକିରି ଖୋଜୁଥିଲେ ଭଲ ଚାକିରୀ ପାଇବେ । ଚାକିରି ରେ ଉନ୍ନତି ହେଉନଥିଲେ ଖୁବ ଶୀଘ୍ର ଉନ୍ନତି କରିବେ । ପ୍ରେମ ସମ୍ପର୍କରେ ଆଗକୁ ବଢିବେ । କୌଣସି ଅଟକି ରହିଥିବା କାର୍ଯ୍ୟ ଖୁବ୍ କମ୍ ସମୟରେ ପୁରା ହେବ । ଆର୍ଥିକ ସ୍ଥିତିରେ ବହୁ ମାତ୍ରାରେ ଉନ୍ନତି ହେବ । ଆପଣଙ୍କ ଘରେ ଧନ ର ବର୍ଷା ହେବାକୁ ଯାଉଛି । ସଫଳତା ଆପଣଙ୍କ ଜୀବନରେ ଆସିବ । ଏହି ଗୋଟିଏ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ଦୂର ହେବା ସହ ଆପଣଙ୍କ ଜୀବନରେ ଖୁସି ଆସିବ । ଏବଂ ଆପଣଙ୍କ ଜୀବନରେ କେବେ ମଧ୍ୟ ଟଙ୍କାର ଅଭାବ ହେବ ନାହିଁ ।

ତେବେ ବନ୍ଧୁଗଣ ଏହି ଉପାୟ ଟି କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏବଂ ଧନ ପ୍ରାପ୍ତ କରନ୍ତୁ । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଏବଂ ଆମ ପେଜ କୁ ଲାଇକ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *