କେବଳ ୫ ଟଙ୍କାରେ ଘରେ ବନାନ୍ତୁ ମଶା ମାରିବାର ଲିକ୍ୟୁଇଡ, ଦୁଇଟି ଜିନିଷରେ !

ବନ୍ଧୁଗଣ ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି । ଆଉ ମଶା ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଆପଣ ନିଶ୍ଚୟ ମଶା ଘଉଡାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଲିକ୍ୟୁଇଡ ବନାଇବା ଶିଖାଇବୁ ଯାହାର ପ୍ରୟୋଗ କରି ଆପଣ ନିଜ ଘରୁ ମଶା ବାହାର କରି ପାରିବେ । ଏହା ନିହାତି ଇଫେକ୍ଟିଭ ଅଟେ । ଏହାକୁ ନିହାତି ଆପଣ ଟ୍ରାଏ କରନ୍ତୁ ।

ଯଦି ଆପଣ ବଜାରରୁ ମଶା ମିକ୍ୟୁଇଡ କିଣିବେ ତେବେ ବହୁତ ଅଧିକ ଦାମ ପଡିଥାଏ କିନ୍ତୁ ଆଜି ଆମେ ଯେଉଁ ଉପଚାର ବିଷୟରେ କହିବୁ ତାହା 5ରୁ 10 ଟଙ୍କା ଖର୍ଚ୍ଚ କରି ବନାଇପାରିବେ । ଏହି ଲିକ୍ୟୁଇଡ ବନାଇବା ପାଇଁ ଆବଶ୍ୟକ ରହିଛି ମାତ୍ର 2ଟି ସାମଗ୍ରୀ । ପ୍ରଥମ ସାମଗ୍ରୀ ହେଉଛି ତାରପିନ ତେଲ ଯାହା ଆପଣଙ୍କୁ ଷ୍ଟୋର ରୁ ସହଜରେ ମିଳିଯିବ । ଏହା ବିଭିନ୍ନ ପ୍ରକାରର କାମରେ ବ୍ୟବହାର ହୋଇଥାଏ ।

ଯେମିତି କି ରଙ୍ଗ ଆଦି କାମରେ ଏହାର ବ୍ୟବହାର କରାଯାଏ । ଯେପରି କିରୋସିନ ତ ଗନ୍ଧ ହୋଇଥାଏ ସେହିପରି ତାରପିନ ତେଲ ର ଗନ୍ଧ ହୋଇଥାଏ । ଏଥିପାଇଁ ଦ୍ଵିତୀୟ ସମଗ୍ରୀ ର ଆବଶ୍ୟକ ପଡିବ କର୍ପୁର ର । ଆପଣଙ୍କୁ 2ଟି କର୍ପୁର କୁ ଭଲ ଭାବେ ଗୁଣ୍ଡ କରିବାକୁ ହେବ ଯାହା ପୂଜାରେ ବ୍ୟବହାର ହୋଇଥାଏ । ଏହା ପରେ ଆପଣଙ୍କୁ ଆବଶ୍ୟକ ପଡିବ ଋଫିୟୁଲ ବୋତଲ ର ।

ଏହା ପରେ ସେଥିରେ କର୍ପୁର ଗୁଣ୍ଡ ପୁରାଇ ଦିଅନ୍ତୁ । ଏହି ରେମେଡି ର ପ୍ରୟୋଗ କରିବା ଦ୍ଵାରା ଦେଖିବେ ଘରେ ଗୋଟେ ବି ମଶା ରହିବେ ନାହି । ଏହାର ବ୍ୟବହାର ଦ୍ଵାରା କିଛି ବି କ୍ଷତି ହେବ ନାହି । ଥରେ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ ଆପଣଙ୍କୁ ନିଶ୍ଚୟ ରେଜଲ୍ଟ ମିଳିବ । ଏହା ପରେ ଆପଣ କର୍ପୁର ଗୁଣ୍ଡା ରେ ତାରପିନ ତେଲ ଫୁଲ କରି ଦିଅନ୍ତୁ । ଏହା ପରେ ଏହି 2ଟି ସାମଗ୍ରୀକୁ ଭଲ ଭାବେ ମିଶ୍ର କରି ଦିଅନ୍ତୁ ।

ଏହା ପରେ ବୋତଲ କୁ ବନ୍ଦ କରି ଦିଅନ୍ତୁ । କର୍ପୁର ର ଗନ୍ଧ ମଶା ମାନେ ଜମା ବି ସହି ପାରନ୍ତି ନାହି । ଏହାକୁ ଆପଣ ଯେମିତି ଲିକ୍ୟୁଇଡ ଲଗାନ୍ତି ସେମିତି ଘରେ ଲଗାଇ ଦିଅନ୍ତୁ । ଦେଖିବେ ଗତେ ବି ମଶା ଆଉ ରହିବେ ନାହି । ମନୁଷ୍ୟ ମାନଙ୍କ ପାଇଁ ଏହା କୌଣସି ପ୍ରକାରର କ୍ଷତି ପହଞ୍ଚାଏ ନାହି ।

ଯଦି ଆପଣଙ୍କ ମନରେ ଭୟ ଆସୁଛି ଏହାକୁ ଇଲେକ୍ଟ୍ରି ବୋର୍ଡ ରେ ଲଗାଇବା ପାଇଁ ତେବେ ଆପଣ ଏହାକୁ ଯେଉଁ ଜାଗାରେ ମଶା ହେଉଛନ୍ତି ତାହାକୁ ସ୍ପ୍ରେ ବୋତଲ ରେ ସ୍ପ୍ରେ କରି ପାରିବେ । ଦେଖିବେ ମଶା ଯେଉଁଠି ଥିବେ ତାହା ତୁରନ୍ତ ବାହାରି ଯିବେ । ବଜାରରେ ମିଳୁଥିବା ଦାମୀ ଲିକ୍ୟୁଇଡର ବ୍ୟବହାର ନ କରି ଆପଣ ଏହାର ବ୍ୟବହାର କରନ୍ତୁ ଯାହା ସ୍ୱଳ୍ପ ପଇସାରେ ହୋଇଯିବ ।

Leave a Reply

Your email address will not be published. Required fields are marked *