Odia Dhaga Dhamali: କିଏ ନିଜ ଯାଗାରୁ ଅନ୍ୟ ଯାଗାକୁ ଯାଏ, କିନ୍ତୁ କେବେବି ହଲେ ନାହିଁ ?

ବନ୍ଧୁଗଣ ଆଜି ରହିଛି ଆପଣ ମାନଙ୍କ ପାଇଁ କେତେ ଗୁଡିଏ ଚତୁର ପ୍ରଶ୍ନ । ଆଶା କରୁଛୁ ଲେଖାଟି ଆପଣଙ୍କୁ ଭଲ ଲାଗିବ । ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ବହୁତ ସରଳ ପ୍ରଶ୍ନ ଅଟେ, ଆପଣଙ୍କୁ ସବୁ ପ୍ରଶ୍ନ ପାଇଁ ୧୦ ସେକେଣ୍ଡ ସମୟ ମିଳିବ ତାହା ଭିତରେ ଆପଣଙ୍କୁ ଉତ୍ତର ଦେବାକୁ ହେବ । ବିନା ଉତ୍ତର ଦେଖି ନିଜେ କୁହନ୍ତୁ ଓ ପରେ ଉତ୍ତର ଦେଖନ୍ତୁ ।

୧-ନଟରାଜ କେଉଁ ଭଗବାନ ନକର ଏକ ଚିତ୍ରଣ ?
ଉ -ଶିବ ଭଗବାନ

୨- ତାହା କଣ ଯାହା ଦ୍ଵାରା ଆମେ କାନ୍ଥ ର ଆରପଟ ଦେଖିପାରିବା?
ଉ – ଝରକା

୩ – ଡିଜିଟାଲ ପେମେଣ୍ଟ କରିବା ପାଇଁ କଣ ସ୍କାନ୍ କରିଥାଉ ?
ଉ – Qr code

୪ – ଜଣେ ଧନୀ ଲୋକ ଓ ଜଣେ ଗରିବ ଲୋକ ଘରେ ନିଆଁ ଲାଗିଚି ପୋଲିସ ଆସିଲେ ପ୍ରଥମେ କାହା ଘରେ ନିଆଁ ଲିଭେଇବ?
ଉ – ପୋଲିସ ନିଆ ଲିଭାଏ ନାହିଁ ।

୫ – ଭାରତ ର ପ୍ରଥମ ମୁଖ୍ୟ ବିଚାରପତି କିଏ ଥିଲେ ?
ଉ – ହରିଲାଲ ଜୟକିସନଦାସ କନି

୬- ଛେଳି ର ମେ ମେ ଶବ୍ଦ କୁ ଇଂରାଜୀ ରେ କଣ କୁହନ୍ତି ?
ଉ – Bleat

୭ – କେଉଁ ଫଳ ର ଚୋପା ନାହିଁ କିମ୍ବା ମଞ୍ଜି ନାହିଁ ?
ଉ – ତୁତ୍ କୋଳି ( mulberry )

୮- 2021 ଅଲମ୍ପିକ୍ସ ରେ କେଉଁ ଭାରତୀୟ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି?
ଉ – ନୁଇ ଚୋପ୍ରା

୯ – ଲୋକ ସଭା ର ପ୍ରଥମ ବାଚସ୍ପତି କିଏ ଥିଲେ ?
ଉ – ଜି ଭି ମାଭଲଙ୍କର

୧୦- ତାହା କଣ ଯାହା ଗୋଟେ ଜାଗା ରୁ ଅନ୍ୟ ଯାଗାକୁ ଯାଇଥାଏ କିନ୍ତୁ ନିଜ ଜାଗାରୁ ହଟିନଥାଏ?
ଉ- ରାସ୍ତା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *