ମଙ୍ଗଳବାର ଦିନ ଏହି ୧ ଜିନିଷ ହନୁମାନଙ୍କୁ ଚଢ଼େଇ ଦିଅନ୍ତୁ ସବୁ ମନସ୍କାମନା ପୂରଣ ହେବ, ଧନ ପ୍ରାପ୍ତି ହେବ

ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ମହାରାଜା ଙ୍କ ପୂଜା କରିବା ପାଇଁ ସବୁଠାରୁ ଭଲ ଦିନ ହୋଇଥାଏ । ଏହି ଦିନ ପୂଜା କରିବା ସହ ଯଦି କିଛି ଜ୍ଯୋତିଷ ଉପାୟକୁ କରାଯାଏ ତେବେ ମଙ୍ଗଳ ଦୋଷରୁ ତତ୍କାଳ ମୁକ୍ତି ମିଳିଥାଏ । ବ୍ୟକ୍ତି ଜୀବନରେ ଯାହା ବି ମାଙ୍ଗଳିକ କାର୍ଯ୍ୟରେ ସମସ୍ଯା ଆସିଥାଏ ତାହା ମଙ୍ଗଳଙ୍କ କାରଣରୁ ଆସିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ଵାରା ଭାଗ୍ୟ ଚମକି ଉଠିବ ଓ ଆପଣଙ୍କର ସବୁ ସମସ୍ୟା ଦୂରୀଭୂତ ହୋଇ ପାରିବ । ମଙ୍ଗଳବାରକୁ ହନୁମାନଙ୍କୁ ସମର୍ପିତ ଅଟେ । ଯାହାର ଜୀବନରେ ମଙ୍ଗଳ ଦେବ ରୁଷ୍ଟ ହୁଅନ୍ତି ତାଙ୍କ ଜୀବନରେ ଉନ୍ନତି ହୁଏ ନାହି । ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଅତିରିକ୍ତ ଲୁଣ ଖାଇଥାନ୍ତି ସେମାନଙ୍କ ଜୀବନରେ ଘରୋଇ ସଙ୍କଟ ଆସିଥାଏ । କରଜର ଭାର ବଢିଥାଏ ।

ଏହି ଦିନ ମାଛ, ମାଂସ, ଅଣ୍ଡାର ସେବନ କରିବା ଅନୁଚିତ । ଏହି ଦିନ କରଜ ଦେବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ଵାରା ସେହି ପଇସା ଫେରି ପାଇ ନ ଥାନ୍ତି । ଏହି ଦିନ କ୍ରୋଧ କରନ୍ତୁ ନାହି । କାହାକୁ ଅପଶବ୍ଦ କୁହନ୍ତୁ ନାହି । ମଙ୍ଗଳବାରରେ ଲୁହା ଜିନିଷ କିଣନ୍ତୁ ନାହି ଏହା ଅଶୁଭ ହୋଇଥାଏ । ଏହି ଦିନ ଧାରୁଆ ଜିନିଷ, ପ୍ଲାଷ୍ଟିକ କିଣନ୍ତୁ ନାହି । ଏହି ଦିନ ସମ୍ବଧ ବନେଇବା ଅଶୁଭ ହୋଇଥାଏ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ଅମଙ୍ଗଳ ହୋଇଥାଏ । ମଙ୍ଗଳବାର ଦିନ ସକାଳୁ ଜରୁରତ ଲୋକଙ୍କୁ ଗହମ ଦାନ କରିଲେ ଭାଗ୍ୟ ଚମକିଥାଏ । ଗୁଡ ଦାନ କରିଲେ ଧନ ପ୍ରାପ୍ତି ହୋଇଥାଏ । ମ୍ୟାଚେସର ଦାନ କରିଲେ ଜୀବନରୁ ନାକାରାତ୍ମକ ଶକ୍ତି ନଷ୍ଟ ହୁଏ । ତମ୍ବାର ଦାନ କରିଲେ ବହୁତ ମାତ୍ରାରେ ଧନ ପ୍ରାପ୍ତ ହୁଏ । ସୁନାର ଦାନ କରିଲେ ହନୁମାନ ମହାରାଜଙ୍କ ଆଶୀର୍ବାଦ ଦେଇଥାନ୍ତି ।

ଗାଈର ଦାନ କରିଲେ କୋଟି ପୂଣ୍ୟ ପ୍ରାପ୍ତ ହୁଏ । ମସୁର ଡାଲି ଦାନ କରିଲେ ବିବାହକୁ ନେଇ ଯେଉଁ ସମସ୍ଯା ଥାଉ ତାହା ଦୂର ହୋଇଯିବ । ରକ୍ତ ଚନ୍ଦନର ଦାନ କରିଲେ ମଙ୍ଗଳ ଗ୍ରହ ମଜବୁତ ହୋଇଥାଏ । ନାଲି ରଙ୍ଗର ଫୁଲ ହନୁମାନଙ୍କୁ ଚଢାଇଲେ ସବୁ ପ୍ରକାରର ଭୌତିକ ସୁଖ ପ୍ରାପ୍ତ ହୁଏ । ମିଷ୍ଟାନ୍ନ ବା ଭୂମି ଦାନ ବ୍ରାମ୍ହଣଙ୍କୁ କରିଲେ ମଙ୍ଗଳ ଦୋଷରୁ ମିଳିଥାଏ ।

ଯେଉଁ ବ୍ୟକ୍ତି ଭୂମି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ସେ ମଙ୍ଗଳ ଦେବଙ୍କର ସେବା କରନ୍ତୁ । ବୁନ୍ଦିର ଲଡୁ ହନୁମାନ ମହାରାଜଙ୍କୁ ଅର୍ପଣ କରନ୍ତୁ । ଚମେଲୀ ତେଲରେ ସିନ୍ଦୁର ଲଗାଇ ଲେପ ଦେଲେ ମଙ୍ଗଳ ଦୋଷ ସହ ଶନି ଦୋଷରୁ ମୁକ୍ତି ମିଳିଥାଏ । ଏହା ଦ୍ଵାରା ବହୁତ ଜଲ୍ଦି ବିବାହ ହୋଇଥାଏ । ପିଲାଙ୍କ ପାଠ ପଢାରେ ମନ ଲଗାଇଥାଏ । ହନୁମାନଙ୍କୁ ତୁଳସୀ ପତ୍ରରେ ରକ୍ତ ଚନ୍ଦନରେ ରାମ ଲେଖିକି ହନୁମାନଙ୍କୁ ଅର୍ପଣ କରିଲେ ମଙ୍ଗଳ ଦୋଷ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *