ମେଷ ଓ କୁମ୍ଭ ରାଶି ମଧ୍ୟରେ କେଉଁ ରାଶି ଅଧିକ (Lucky) ଭାଗ୍ୟଶାଳୀ? ଜାଣିବାକୁ ଦେଖନ୍ତୁ

ମେଷ ରାଶି ଙ୍କ ପାଇଁ , ସବୁ କାର୍ଯ୍ୟ ସକାରାତ୍ମକ ଭାବେ ପରିଲକ୍ଷିତ ହୋଇଥାଏ । ସୂର୍ଯ୍ୟ , ଶୁକ୍ର ଏବଂ ବୁଦ୍ଧ ଙ୍କ ର ଉପସ୍ତିତି ରହିବ । ପରିବାର ଓ କୁଟୁମ୍ବ ଙ୍କ ର ସହ ଅଧିକ ସମୟ ଅତିବାହିତ କରନ୍ତି । ଯେଉଁ କାରଣ ରୁ ଆପଣ ଏକ ଶୁଖି ଓ ଆନନ୍ଦ ର ପରିବେଶ ରେ ରୁହନ୍ତୁ । ଶିକ୍ଷା ରେ ଭଲ ପ୍ରଦର୍ଶନ କରନ୍ତୁ । ସ୍ବାସ୍ଥ୍ୟ ର କ୍ଷେତ୍ର ରେ ଭଲ ପ୍ରଦର୍ଶନ ରହେ । ମାନସିକ ଚାପ ଅଳପ ମାତ୍ର ରେ ଥିଲେ ମଧ୍ୟ ଆପଣ ତାକୁ ରଖିବାର ଦୃଢ଼ ଶକ୍ତି ନିଜ ଭିତରେ ଭରପୁର କରି ରଖିଛନ୍ତି । ଆପଣ ଙ୍କ ମଧ୍ୟ ରେ ସ୍ୱାଭିମାନ ଅଧିକ ଦେଖା ଦେଇଥାଏ । ଗରିବ ଲୋକ କୁ ସାହାର୍ଯ୍ୟ କରନ୍ତି ।

କାହା ଆଗରେ ହାତ ପତାଇବେ ନାହିଁ ନିଜ ସକ୍ଷମ ଦ୍ଵାରା ଆଗକୁ ବଢିଥାନ୍ତି । ପ୍ରତ୍ୟେକ କାର୍ଯ୍ୟ କୁ ନ୍ୟାୟ ର ସହ କରନ୍ତି । ଏବଂ ସତ କହିବାକୁ ଅଧିକ ପସନ୍ଦ କରନ୍ତି । ସଠିକ୍ ଦିଗ ରେ କାର୍ଯ୍ୟ କରି ସଫଳତା ପାଆନ୍ତି । ଧାର୍ମିକ ଦିଗ ରେ ଅଧିକ ମନ ଦିଅନ୍ତି । ବିଦେଶ ଗ୍ରସ୍ଥ କରିବାକୁ ପସନ୍ଦ କରନ୍ତି । ଏବଂ ଦୁଇ ରୁ ଚାରି ଗୁଣ ପର୍ଯ୍ୟନ୍ତ ଧନ ଅର୍ଜନ କରିବା ପାଇଁ ପରିଶ୍ରମ କରନ୍ତି । ଖେଳ କୁଦ ରେ ଆଗକୁ ଯାଆନ୍ତି । ଅସୁବିଧା ବା ଧନ ଜନିତ ସମସ୍ତ ପ୍ରକାର ସମସ୍ୟା ଦେଖା ଦେଇନଥାଏ ।

ବାଧା ସୃଷ୍ଟି କରୁଥିବା କାରକ ଗୁଡ଼ିକ ଆପଣ ଙ୍କୁ ଅସୁବିଧା ରେ ପକାଇ ପରେ ନାହିଁ । କାରଣ ଆପଣ ସର୍ବଦା ସଠିକ୍ ରାସ୍ତା ରେ ଚାଲିବାକୁ ପସନ୍ଦ କରନ୍ତି । କୌଣସି ସମସ୍ୟା ରେ ରହୁଥିଲେ ତାହା ନିଶ୍ଚିତ ଦୁର ହୋଇଯାଏ । ଯେଉଁ କାରଣ ରୁ ଆପଣ ସୁଖୀ ରହିବେ । ଧାର୍ମିକ କ୍ଷେତ୍ର ରେ ଅଧିକ ମନ ରହିବ । ମିତ୍ର ଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ । ବ୍ୟାପାର ରେ ଧନ ରେ ଲାଭ ହୁଏ । ଅଧିକ ଉତ୍ପାଦନ ହୁଏ । ଚାକିରି ରେ ଲାଭ ଦେଖା ଦିଏ । ସମାଜ ରେ ନାମ ପ୍ରଦର୍ଶନ କରିବେ ।

ଆର୍ଥିକ ସ୍ଥିତି କୁ ମଜବୁତ୍ କରିବା ପାଇଁ ଅଧିକ ପରିଶ୍ରମ କରିବେ । ଓକିଲ , ଜଜ୍ ନାମ ପ୍ରଦର୍ଶନ କରିପାରିବେ । ଡକ୍ଟର ଓ ଇଞ୍ଜିନିୟର ମାନେ ମଧ୍ୟ ନାମ ଉଜ୍ବଳ କରିବେ । ନୂଆ ନୂଆ ବସ୍ତ୍ର ପରିଧାନ କରିବେ । ଦାମି ଜିନିସ କିଣିବେ । ଘର ସାଜସଜ୍ଜା ରେ ମାନ ନିବେଶ କରିବେ । ପରିବାର କଥା ଅଧିକ ଭାବିବେ । ଜୀବନ ସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଏବଂ ଖୁସି ରେ ଜୀବନ ଜାପନ କରିବେ ।

ଦୁଃଖ କଷ୍ଟ ଦୂର ହେବ । ଦୃଢ଼ ସ୍ଥିତି କ୍ୟାରିଅର ଗଢିବାରେ ସାହାର୍ଯ୍ୟ କରିଥାଏ । ଇଛାମୂତାବକ କାର୍ଯ୍ୟ କରିଥାଆନ୍ତି । ନୂତନ ଚାକିରି ପାଇବେ । ଚାକିରି ଜୀବନ ଆପଣ ଙ୍କ ପାଇଁ ସବୁଠୁ ସୁଖମୟ । କେତୁ ଙ୍କ ସ୍ଥିତି ରେ ଆପଣ ଅଧିକ ପରିଶ୍ରମ ଦ୍ଵାରା ସଫଳତା ର ଶୀର୍ଷ ରେ ପହଞ୍ଚି ପାରନ୍ତି । ଆପଣ ଙ୍କ ର ସମସ୍ତ ଇଛା ପୁରଣ ହୋଇଥାଏ । ଅଧିକ ରୁ ଅଧିକ ଧନ ଉପାର୍ଜନ କରିଥାନ୍ତି ।

କୁମ୍ଭ ରାଶି – ଏମାନେ ଜ୍ଞାନୀ ସ୍ଵଭାବ ର ହୋଇଥାନ୍ତି । ପର ଉପକାର କରିଥାନ୍ତି । ଏମାନ ଙ୍କ ର ଚିନ୍ତା ଧାରା ଆଧୁନିକ ହୋଇଥାଏ । ମନ ସ୍ୱଚ୍ଛ ହୋଇଥାଏ । ମାନ ପ୍ରତିଷ୍ଠା ଓ ଘର ର ଇଜ୍ଜତ୍ ଏଥିପ୍ରତି ଆଧିକ୍ୟତା ରହିଥାଏ । ଦାୟିତ୍ବବାନ ମଣିଷ ହୋଇଥାନ୍ତି । ସ୍ୱତନ୍ତ୍ରତା କୁ ଅଧିକ୍ୟତ ଦେଇଥାନ୍ତି । ଏମାନେ କଥା ରେ ହିଁ ସମସ୍ତ ଙ୍କ ମାନ କୁ କିଣିପାରନ୍ତି । ଏମାନ ଙ୍କ ବିଚାର ଧାର ସମସ୍ତ ଙ୍କ ଠାରୁ ଭିନ୍ନ ହୋଇଥାଏ ।

ଭିଡ଼ ଭିତରେ ନ ଚାଲି ନୂଆ ରାସ୍ତା ର ଅନ୍ୱେଷଣ କରିଥାନ୍ତି । ଏମାନେ କିଛି ନିଷ୍ପତି ନେବ ପୂର୍ବ ରୁ ଅଧିକ ଚିନ୍ତା କରନ୍ତି । ବେଳେ ବେଳେ କିଛି ଭଲ ସୁଯୋଗ କୁ ହାତ ଛଡା କରିଥାନ୍ତି । ଏମାନେ ବିଜ୍ଞାନ ରେ ଅଧିକ ଜ୍ଞାନ କରିଥାନ୍ତି । ସବୁ କଥା ରେ ଓକିଲାତି କରିବା ଏମାନ ଙ୍କୁ ବେଶ୍ ଜଣ । ଯାହା କୁହନ୍ତି ଲୋକ ଙ୍କ ମାନ କୁ ଛୁଇଁ ଯାଏ । ଆପଣ କଥା କହିବାରେ ମାହିର ହୋଇଥାନ୍ତି ।

ସବୁବେଳେ ଆପଣ ଙ୍କ ନିଜ ଲୋକ ଙ୍କୁ ଖୁସି ରେ ରଖନ୍ତି । ସାଙ୍ଗ ମାନ ଙ୍କ ପାଇଁ ଜୀବନ ଦେବାକୁ ପଛାନ୍ତି ନାହିଁ । ସୁଖ ରେ ନିଜେ ନଥିଲେ ପର କଥା ଚିନ୍ତା କରନ୍ତି । କିଛି ଲୋକ ଧୋକା ଦେଇଥାନ୍ତି କିନ୍ତୁ ସେ ଧୋକା ଦ୍ଵାରା ଆପଣ କିଛି ଜ୍ଞାନ ଅର୍ଜନ କରିଥାନ୍ତି । ଆପଣ ଶାନ୍ତ ଓ ସରଳ ସ୍ଵଭାବ ର ହୋଇଥାନ୍ତି । କିନ୍ତୁ ଟିକେ ଟିକେ କଥା ରେ ରାଗିଯାଇ କିଛି ବି କରିପାରନ୍ତି । ରାଜନୀତି ଆପଣ ଙ୍କୁ ପସନ୍ଦ ନୁହେଁ । କିନ୍ତୁ ଆପଣ କାହା କଥା ଏହି ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *