ମେଷ ରୁ ମୀନ August 2022, 5ଟି ରାଶି ରୁହନ୍ତୁ ସାବଧାନ !

ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ସେହି ଭାଗ୍ୟ ଶାଳୀ ରାଶି ମାନ ଙ୍କ ସମ୍ପର୍କ ରେ କହିଆବକୁ ଯାଉଛୁ ଯାହାର ଭାଗ୍ୟ ଚମକି ଉଠିବ । ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଲାଗି ରହିଛି । ଧନ ର ସଠିକ୍ ଯୋଜନା ବନୁଅଛି । ସୁଖ ପ୍ରାପ୍ତ କରିବ ।

ମେଷରାଶି -ନିଜ ଜୀବନ ରେ ବୋହୁତ ବଡ଼ବଡ଼ ସଫଳତା ମିଳିବାକୁ ଯାଉଚି । ବୋହୁତ ବର୍ଷ ପରେ ପଡ଼ିବାକୁ ଯାଉଚି ରାଜା ଯୋଗ । ମାତାଲକ୍ଷ୍ମି ବୋହୁତ ପ୍ରସନ୍ନ ଅଛନ୍ତି । ଏହି ଲୋକ ମାନେ ନୂଆ ନୂଆ କିର୍ତିମାନ ସ୍ଥାପନ କରିବା ସହ ନୂତନ କାର୍ଯ୍ୟ ରେ ଯୋଗ ଦେବେ ।

ବୃଷ ରାଶି – କାର୍ଯ୍ୟ ରେ ଯୋଗ ଦେବା ଦ୍ଵାରା ତାହା ସୁରୁଖୁରୁରେ ରେ ଶେଷ ହେବ । ବା ଭଲ ଭାବରେ ବିନା ଅସୁବିଧା ରେ ଆପଣ ଦୁଃଖ କୁ ନାଶ କରିପାରିବେ । ମାନସିକ ଚାପ ଅଳପ ମାତ୍ର ରେ ପଡିପାରେ । ଆପଣ ଙ୍କ ମଧ୍ୟ ରେ ସ୍ୱାଭିମାନ ଅଧିକ ଦେଖା ଦେବ ।

ମିଥୁନ ରାଶି- ସମାଜ ରେ ନାମ ପ୍ରଦର୍ଶନ କରିବେ । ଆର୍ଥିକ ସ୍ଥିତି କୁ ମଜବୁତ୍ କରିବା ପାଇଁ ଅଧିକ ପରିଶ୍ରମ କରି ଦାମି ଜିନିସ କିଣିବେ । ଘର ସାଜସଜ୍ଜା ରେ ମାନ ନିବେଶ କରିବେ । ପରିବାର କଥା ଅଧିକ ଭାବିବେ । ଜୀବନ ସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଏବଂ ଖୁସି ରେ ଜୀବନ ଜାପନ କରିବେ । ଦୁଃଖ କଷ୍ଟ ଦୂର ହେବ ।

କର୍କଟରାଶି – ନୂଆ ନୂଆ କୀର୍ତ୍ତି ମାନ ସ୍ଥାପନ କରିବେ । ଆୟ ଓ ବ୍ୟୟ ସମ୍ମାନ ରହିବ । ଉନ୍ନତି ଓ ସଫଳତା ର ଯୋଗ ଦିନ କୁ ଦିନ ବଢ଼ିବାରେ ଲାଗିଚି । ଶିକ୍ଷା ଚାକିରି ପ୍ରେମ ଓ ବ୍ୟାପାର ବାଣିଜ୍ୟ ରେ ଲାଭ ହେବା । ଭଲ ପୌନ ମିଳିବ । କୌଣସି ଲୋକ ର କଥା ରେ ପଡ଼ି କୌଣସି ମହତ୍ତ୍ଵ ପୂର୍ଣ୍ଣ ଫେସଲା ନିଅନ୍ତୁନାହିଁ ।

ସିଂହ ରାଶି – ମାନସିକ ଅଶାନ୍ତି ଦେଖା ଦେବା । କର୍ମ କ୍ଷେତ୍ର ରେ ବାଧା ଦେଖା ଦାଇ ପାରେ । ଯାହା କରୁଛନ୍ତି ଭାବିକି କରନ୍ତୁ ନିଜର ବିବେକ ଓ ବିଚାର ସହ କରନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଚି । ଲଟ୍ରି ଲାଗିବାର ସମ୍ଭାବନା ରହିଛି । ସମାଜ ରେ ଉଚ୍ଚକୋଟିର ମାନ ସମ୍ମାନ ବୃଦ୍ଧି ହେବ ।

କନ୍ୟା ରାଶି -ବୈବାହିକ ଜୀବନ ରେ ଖୁସି ଆସିବା ସହ ସନ୍ତାନ ମନ ଙ୍କ ତରଫ ରୁ ଉପହାର ମିଳିପାରେ । ସମସ୍ତ ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି । ବିବାହର ଯୋଗ ରହିଅଛି । ବ୍ୟାପାର ସମୟ ଦୁର ହେବ । ଆର୍ଥିକ ସମସ୍ୟା ଦୂର ହେବ ।

ତୁଳା ରାଶି -ଚାକିରି ରେ ପଦୋର୍ଣତି ଦେଖାଦେବ । ଆୟବଢିବର ନୂତନ ଦିଗ ଖୋଲିବାକୁ ଯାଉଚି । ଆଗାମୀ ପରୀକ୍ଷା ରେ ସଫଳତା ହାସଲ କରିବେ । ପାରିବାରିକ ସମସ୍ୟା ଦୂରୀଭୂତ ହେବ । କାର୍ଯ୍ୟ ରେ ମନୋନିବେଶ କରିବେ । ସରକାରୀ ଚାକିରୀ କଲେ ଦରମା ବୃଦ୍ଧି ହେବ ।

ବିଛା ରାଶି – ଦୂର ଯାତ୍ରା କରିପାରନ୍ତି । ଗୃହ ରେ ଅଶାନ୍ତି ଦେଖା ଦେବ । ବନ୍ଧୁ ଙ୍କ ଠାରୁ ଧୋକା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଲାଭ ମିଳିବ । ଆୟ ଓ ବ୍ୟୟ ସମ୍ମାନ ରହିବ । ବିଚାର ରେ ଉଚ୍ଚ କୋଟି ର ପଦକ ହାସଲ କରିବେ । ବାଣିଜ୍ୟ ରେ ଲାଭ ହେବ ।

ଧନୁ ରାଶି – ପରିବାର ରେ ଅଶାନ୍ତି ଲାଗି ରହିବ । କର୍ମଠ ଜୀବନ ଯାପନ କରିବେ । ମହିଳା ଓ ବିଦ୍ୟାର୍ଥୀ ମାନେ ଅସୁବିଧା ରେ ପରି ପାରନ୍ତି । ଉଚାଧିକରି ଙ୍କ ସଫଳତା ଲାଭ କରିପାରିବେ । ଶାରୀରିକ ଅସୁସ୍ଥତା ଦେଖା ଦେଇ ପାରେ ।

ମକର ରାଶି – ସକାରାତ୍ମକ ଭାବେ ପରିଲକ୍ଷିତ ହେବାକୁ ଯାଉଛି । ଏହି ସମୟ ଆପଣ ଙ୍କ ପରିବାର ଓ କୁଟୁମ୍ବ ଙ୍କ ର ଭଲ ହେବ । ଯେଉଁ କାରଣ ରୁ ଆପଣ ଏକ ଶୁଖି ଓ ଆନନ୍ଦ ର ପରିବେଶ ରେ ରହିପାରିବେ । ଶିକ୍ଷା ରେ ଭଲ ପ୍ରଦର୍ଶନ କରିବାର ଦେଖି ପାରିବେ । ସ୍ବାସ୍ଥ୍ୟ ର କ୍ଷେତ୍ର ରେ ଭଲ ପ୍ରଦର୍ଶନ ରହିବ ।

କୁମ୍ଭ ରାଶି – କାହା ଆଗରେ ହାତ ପତାଇବେ ନାହିଁ ନିଜ ସକ୍ଷମ ଦ୍ଵାରା ଆଗକୁ ବଢ଼ିବେ । ପ୍ରତ୍ୟେକ କାର୍ଯ୍ୟ କୁ ନ୍ୟାୟ ର ସହ କରିବେ । ଏବଂ ସତ କହିବାକୁ ଅଧିକ ପସନ୍ଦ କରିବେ । ସଠିକ୍ ଦିଗ ରେ କାର୍ଯ୍ୟ କରିବେ । ଧାର୍ମିକ ଦିଗ ରେ ଅଧିକ ମନ ଲାଗିବ । ବିଦେଶ ଗ୍ରସ୍ଥ ହେବେ । ଏବଂ ଦୁଇ ରୁ ଚାରି ଗୁଣ ପର୍ଯ୍ୟନ୍ତ ଧନ ଅର୍ଜନ କରିପାରିବେ । ଖେଳ କୁଦ ରେ ଆଗକୁ ଯିବେ । ପ୍ରମୋଷନ ର ଯୋଗ ରହିଛି ।

ମୀନ ରାଶି -ପୂର୍ବ ମାସ ରେ ଥିବା ଅସୁବିଧା ବା ଧନ ଜନିତ ସମସ୍ତ ପ୍ରକାର ସମସ୍ୟା ଦୁର ହେବ । ବାଧା ସୃଷ୍ଟି କରୁଥିବା କାରକ ଗୁଡ଼ିକ ନଷ୍ଟ ହେବ । କୌଣସି ସମସ୍ୟା ରେ ରହୁଥିଲେ ତାହା ନିଶ୍ଚିତ ଦୁର ହେବ । ଯେଉଁ କାରଣ ରୁ ଆପଣ ସୁଖୀ ରହିବେ । । ବ୍ୟାପାର ରେ ଧନ ଲାଭ ହେବ । ଅଧିକ ଉତ୍ପାଦନ ହେବ । ଚାକିରି ରେ ଲାଭ ହେବ ।

Leave a Reply

Your email address will not be published. Required fields are marked *