ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ଟି ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତାଙ୍କ ଉପରେ ମହାଦେବ କୃପା ମଧ୍ୟ ପଡ଼ିଥାଏ । ତାଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଶିବ ଙ୍କ ର ଯିଏ ପୂଜା ଓ ଆରାଧନା କରିଥାଏ ଶିବ ମଧ୍ୟ ତାଙ୍କୁ ଅପାର ଶକ୍ତି ରେ ସିଧିତ୍ୱ କରନ୍ତି । ଶିବ ଙ୍କୁ ନା ମୃତ୍ୟୁ ର ଭୟ ଥାଏ ନ ରୋଗ ଓ ଭୋଗ ର ଭୟ ଥାଏ । ସେ ହେଉଛନ୍ତି ଅପାର ଶକ୍ତି ର ଭଣ୍ଡାର । ଶକ୍ତି ଓ ଭକ୍ତି ର ସୁଖ ଦେଇଥାନ୍ତି । ତାଙ୍କର ଜପ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ଵାରା କରାଯାଇଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣ ଙ୍କ ର ସମସ୍ତ ଦୁଃଖ ଓ କଷ୍ଟ କୁ ପ୍ରଭୁ ଦୂର କରିଥାନ୍ତି ।
ଏହି ମନ୍ତ୍ର ସାହାର୍ଯ୍ୟ ରେ କେତେକ ରାଗ ଓ ଦୋଷ କୁ ନିବାରଣ କରାଯାଇଛି । ଶାସ୍ତ୍ର ର ଏହି ମନ୍ତ୍ର ରେ ପୁଣ୍ୟ ରହିଛି । ଶିବଙ୍କର ବାହନ ବୃଷଭ । ଏହି ଚାରି ଗୋଡ଼ ବୃଷଭ ଉପରେ ବସିକି ମହାଦେବ ଯାତ୍ରା କରନ୍ତି, ଏହି ଚାରି ଗୋଡ଼ ହେଲା ଧର୍ମ , କର୍ମ , ମର୍ମ ଓ ମୋକ୍ଷ ଆଦି ପ୍ରାପ୍ତି ର ରୂପ ଦର୍ଶାଇଛନ୍ତି । ଶିବ ଏହି ରୂପ ରୁ ମହିମାମୟ ଓ ଅନନ୍ତ ବୋଲି ଦର୍ଶାଇ ଥାଆନ୍ତି ।
ଶାସ୍ତ୍ର ଅନୁସାରେ କୁହାଯାଇଛି ଭଗବାନ ଶିବ ଙ୍କ କୃପା ଯାହା ଉପରେ ପଡେ ସେମାନଙ୍କ କିଶ୍ମତ ବଦଳିଯାଇଥାଏ । ଜୀବନ ର ସବୁ କଷ୍ଟ ସମସ୍ୟା ଦୁର ହୋଇଯାଇଥାଏ । ଆସୁଥିବା ସମୟ ଶୁଭ ଓ ଫଳ ଦାୟକ ହେବାକୁ ଯାଉଛି କାରଣ ଗ୍ରହ ମାନ ଙ୍କ ଚଳନ ରେ ପରିବର୍ତ୍ତନ ଦେଖି ବାକୁ ମିଳିବ । ଯାହା ଫଳ ରେ ଭଗବାନ ଙ୍କ କୃପା ମିଳିବାକୁ ଯାଉଚି । ଅପାର ଖୁସି ମିଳିବାକୁ ଯାଉଚି ।
ମେଷ ରାଶି – ଏହି ରାଶି ଙ୍କ ଜୀବନ ରେ ବୋହୁତ ବଡ଼ ସଫଳତା ଆସିବାକୁ ଯାଉଚି । ବଦଳିଯିବ ଏମାନଙ୍କ ଜୀବନ । ଖୁସି ରେ ଭରପୁର ହୋଇ ଯିବ ସଂସାର । ଜୀବନ ସାଥି ଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଏମାନ ଙ୍କ ଉପରେ ମହାଲକ୍ଷ୍ମୀ ଙ୍କ କୃପା ମଧ୍ୟ ପଡ଼ିବାକୁ ଯାଉଚି । ରହିଥିବା କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । କାହାକୁ ଧନ ଦେଇଥିଲେ ତାହା ମିଳିବ ।
ତୁଳା ରାଶି – ଏହି ସମୟ ରେ ଆପଣ ଯଦି କେଉଁଠୁ କରଜ ଆଣିର୍ଥିବେ ତାହାକୁ ସୁଝିବେ । ଧନ ଲାଭ କରିବେ । ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିପାରିବେ । ପରିବାର କୁ ସୁଖ ଦେବେ । ବ୍ୟବସାୟ ରେ ଲାଭ ହେବା । ଚାକିରି ରେ ଉନ୍ନତି ହେବ ।
କୁମ୍ଭ ରାଶି – ଏହି ରାଶି ର ଲୋକ ମାନ ଙ୍କ ଜୀବନ ରେ ଦୈନନ୍ଦିନ ଘଟଣା ଘଟିବାକୁ ଯାଉଚି । ଧନ ର ବର୍ଷା ହେବା ସହ ମାତା ଲକ୍ଷ୍ମୀ ଙ୍କ କୃପା ପଡ଼ିବ । ଧନ ଜନିତ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ । ବ୍ୟାପାର ବାଣିଜ୍ୟ ରେ ସ୍ନାତକ ହାସଲ କରିପାରିବେ । ଚାକିରି ରେ ପ୍ରମୋସନ ହେବ । ମାନ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ଓ ମାନସିକ ସ୍ଥିତି ଠିକ୍ ରହିବ ।