ଅମାବାସ୍ୟା ର ରାତି ସବୁଠାରୁ ପ୍ରିୟ ହୋଇଥାଏ । ଜ୍ୟୋତିଷ ଓ ଧାର୍ମିକ ଅନୁସାରେ ଏମାନ ଙ୍କୁ ବୋହୁତ ଖାସ କୁହାଯାଏ । ଏହି ରାତିରେ ଜଦି ଆପଣ ଦୀପ ଜ୍ୱଳନ କରୁଛନ୍ତି ତାହେଲେ ଆପଣ ଙ୍କ ଘରୁ ସମସ୍ତ ଦୁଃଖ ଓ କଷ୍ଟ ସାଧିତ ହେବ । ନକାରାତ୍ମକ ଶକ୍ତି ର ନାଶ ହୋଇଥାଏ । ଯଦି ଆପଣ ସୋରିଷ ତେଲ ର ଦୀପ କୁ ଜଳୁଛନ୍ତି ତାହେଲେ ଆପଣ ନିଶ୍ଚିତ ଗୋଟେ ନୂଆ ଜୀବନ ଯାପନ କରିବେ । ତାହେଲେ ଚାଲନ୍ତୁ ଜାଣିବା ଏହି ରାଶି ଗୁଡ଼ିକ କଣ କଣ ।
ତୁଳା ରାଶି – କର୍ମ କ୍ଷେତ୍ର ରେ ସାମାନ୍ୟ ଉନ୍ନତି ହେବ । ସାମାନ୍ୟ ମାନ ସମାନ ବଢିବ । କୌଣସି ବ୍ୟକ୍ତି ସାହାର୍ଯ୍ୟ ର ହାତ ବଢାଇବେ । ଧନ ସଞ୍ଚୟ କରିପାରନ୍ତି । ମହିଳା ମାନେ ଶୁଖି ହେବେ । ଚତ୍ର ଛାତ୍ରୀ ଏମାନ ନକର ପାଠ ପଢା ରେ ମନ ଦେବେ । ପାରିବାରିକ ଶାନ୍ତି ମିଳିବ । ବ୍ୟବହାର ଯୋଗୁ ଭଲ କାର୍ଯ୍ୟ ମିଳିବ । ସଫଳତା ପାଇବେ । ଆବଶ୍ୟକ ପଡିଲେ ଆପଣ ପୂଜିତ ହେବେ । ଚାକିରି ରେ ଶୁଭ ଖବର ମିଳିବ । ଭଲ ବ୍ୟବହାର ଯୋଗୁ ଉନ୍ନତି ପାଇବେ । ଆଗମନ ରହିଛି । ସମସ୍ତ କାର୍ଯ୍ୟ ରେ ସଫଳତା ମିଳିବେ ।
ମେଷରାଶି – କୌଣସି ନୂତନ ବ୍ୟକ୍ତି ଆପଣ ଙ୍କୁ ହଇରାଣ କରିପାରନ୍ତି ହେଲେ ଆପଣ ତାଙ୍କୁ ପଛରେ ରଖି ଆଗକୁ ବଢ଼ି ଚାଲନ୍ତୁ । ଆପଣ ଙ୍କ କାର୍ଯ୍ୟ ଦ୍ଵାରା ସମସ୍ତେ ଜଳିବାକୁ ଲାଗିବ । କୌଣସି ନୂତନ କାର୍ଯ୍ୟ ବା ଯୋଜନା ଆରମ୍ଭ କରିବେ । ଭୂମି ର ଯୋଗ ରହିଛି । ମହିଳା ମାନେ ଚିନ୍ତା ରୁ ମୁକ୍ତି ପାଇବେ । ବ୍ୟବସାୟ ରେ ଉନ୍ନତି ଘଟିବ । ଉଚ୍ଚ ଆସନ ଅଳଙ୍କୃତ ହେବେ । କାର୍ଯ୍ୟ ରେ ସଫଳତା ପାଇବେ । ଲାଭବାନ ହେବେ । ବନ୍ଧୁ ସହଯୋଗ ମିଳିବ ପାରିବାରିକ ଉନ୍ନତି ଘଟିବ । ଧନ ପୂର୍ଣ୍ଣ ଜୀବନ ଜ୍ଞତି କରିବେ ।
କନ୍ୟା ରାଶି – ମହିଳା ମାନେ ଧର୍ମ କ୍ଷେତ୍ର ରେ ଅଧିକ ସମୟ ଅତିବାହିତ କରିବେ । ଏମାନେ ଏହି ସମୟ ରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ ନା କଲେ ଭଲ ହେବ । କାରଣ ଏହି କାର୍ଯ ଦ୍ଵାରା ପରେ ସେମାନେ ହଇରାଣ ମଧ୍ୟ ହୋଇପାରନ୍ତି । କୌଣସି ବ୍ୟକ୍ତି କାର୍ଯ୍ୟ ରେ ବାଧା ଦେଇପରାନ୍ତି । ଛାତ୍ର ଛାତ୍ରୀ ମାନ ଙ୍କ ପାଇଁ ଆଗାମୀ ଦିନ ଗୁଡ଼ିକ ବୋହୁତ ଭଲ ରହିବ । ବିଶିଷ୍ଟ ବ୍ୟକ୍ତି ଙ୍କ ସହ ମିଶିବେ । କର୍ମ କ୍ଷେତ୍ର ରେ ଶୁଭ ଫଳ ମିଳିବ ।
ବୃଷ ରାଶି – ମାନସିକ ଶାନ୍ତି ବଜାୟ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିବେ । ବ୍ୟବସାୟ ରେ ଲାଭ ହେବ । ପାରିବାରିକ ସମସ୍ୟା ଦୂରୀଭୂତ ହେବ । ଚାକିରି ରେ ଲାଭ ବାନ୍ ହେବେ । ପରୀକ୍ଷା ରେ ଉଟିନ୍ନ ହେବେ । ବନ୍ଧୁସହଯୋଗ ମିଳିବ । ଛାତ୍ରଛାତ୍ରୀ ମନେ ଭଲ ପରୀକ୍ଷା ଫଳ ପାଇବେ । ଆୟ ଓ ବ୍ୟୟ ସମ୍ମାନ ରହିବ । ମହିଳା ମାନେ ଧର୍ମ କ୍ଷେତ୍ର ରେ ଅଧିକ ସମୟ ଅତିବାହିତ କରିବେ । ଏମାନେ ପରିଶ୍ରମ ଦ୍ଵାରା କାର୍ଯ୍ୟ ର ହାସଲ କରିପାରିବେ । ଶରୀର ଅସୁସ୍ଥ ଦେଖା ଯିବ ଶରୀର କୁ ନେଇ ସଚେତନ ରୁହନ୍ତୁ । କ୍ରୋଧ ବୃଦ୍ଧି ହେବ । ତେଣୁ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ ।