କାହାର ନାମ ଭାବି ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ନମ୍ବର ।

ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତା ପରେ ଆପଣ ଜାଣି ପାରିବେ ଆପଣଙ୍କ ସାଥି ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ରହିଛି । ତେବେ ଆପଣ ମାନେ ନମ୍ବର ବାଛି ସାରିବେ ନିଶ୍ଚୟ । ଏବେ ଆସନ୍ତୁ ଜାଣି ନେବା ଉତ୍ତର ।

1- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ନୂଆ ଆରମ୍ଭ କରିବାକୁ ଭାବୁଛନ୍ତି । ଏବେ ତାଙ୍କୁ ସବୁ କିଛି ପଜେଟିଭ ନଜର ଆସୁଛି । ନୂଆ ଏନର୍ଜି ରହିଛି ଆପଣଙ୍କ ଠାରେ । ଆପଣଙ୍କ ପ୍ରତି ତାଙ୍କ ମନରେ ଯାହା ସନ୍ଦେହ ଥିଲା ତାହା କ୍ଲିୟର ହୋଇ ଯାଇଛି । ଆପଣଙ୍କ ଲାଇଫ ପାଇଁ ସେ ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟନ୍ତି । ସେ ଆପଣଙ୍କ ଆଡକୁ ଆକର୍ଷିତ ହେଉଛନ୍ତି । ଆପଣଙ୍କ ଠାରେ ନୂଆ ଚେଞ୍ଜ ଦେଖା ଯାଉଛି । ଆପଣ ଯାହା କୁହନ୍ତି ତାହା କରନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି । ପ୍ରତେକ ମୂହୁର୍ତ୍ତ ରେ ସେ ଆପଣଙ୍କୁ ମନେ ପକାଉଛନ୍ତି । ସେ ଆପଣଙ୍କ ବିଷୟରେ ବହୁତ କିଛି ଜାଣିବାକୁ ଚାହୁଁ ଛନ୍ତି । ତାଙ୍କୁ ଲାଗୁଛି ଆପଣ ଙ୍କର ବି ଅନୁଭୂତି ବି ସମାନ ରହିଛି ।

ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ବହୁତ ଭାବି ଚିନ୍ତି ନିସ୍ପତି ନେବାକୁ ଚାହୁଁ ଛନ୍ତି । ଆପଣ ନେଗେଟିଭ ଏନର୍ଜି ଠାରୁ ଦୂରେଇ ଯାଉଛନ୍ତି । ଆପଣ ପରିବାର, କ୍ଯାରିୟର, ରିଲେସନସିପ କୁ ନେଇ ବହୁତ ଭାବୁଛନ୍ତି । କିଛି ଲୋକଙ୍କ ଠାରେ ରିଲେସନସିପ ଶେଷ ହେବାକୁ ଯାଉଛି ।

3- ଆପଣ ନିଜ ପର୍ଶନଙ୍କ ପାଇଁ ତୃତୀୟ ନମ୍ବରଟି ବାଛିଥିଲେ ସେ ଭାବୁଛନ୍ତି ଆପଣ ନିଜ କାମକୁ ନେଇ ବହୁତ ବ୍ୟସ୍ତରେ ରହୁଛନ୍ତି । ଘର ପରିବାରକୁ ନେଇ ଅଧିକ ସମୟ ଦେଉଛନ୍ତି । ତାଙ୍କ ପ୍ରତି ଆପଣ ଧ୍ୟାନ ଦେଉ ନାହାନ୍ତି । ସେ ଜାଣିଛନ୍ତି ଆପଣଙ୍କ ମନରେ ସେ ଅଛନ୍ତି । ଏବେ ତାଙ୍କୁ ଲାଗୁଛି ଆପଣ ସବୁ କିଛି ଇଗନୋର କରୁଛନ୍ତି ।

ଆପଣ ସବୁ କିଛି ଧ୍ୟାନ ଦେଇ ଦେଖୁଛନ୍ତି କିନ୍ତୁ ସବୁ କିଛି ଖୁଲାସା କରୁ ନାହାନ୍ତି । ଆପଣ କୌଣସି ସମୟର ଅପେକ୍ଷା କରିଛନ୍ତି । ଲମ୍ବା ସମୟ ଲାଗିପାରେ । ଏଥିପାଇଁ ସେ ଚିନ୍ତାରେ ଅଛନ୍ତି । ଭବିଷ୍ୟତରେ ଆପଣ ପରସ୍ପରର ସାହାରା ହେବେ ସାହାର୍ଯ୍ୟ କରିବେ । ବନ୍ଧୁଗଣ ଆପଣ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *