ଏଥିରୁ ଗୋଟିଏ ନାଭି ବାଛନ୍ତୁ ଓ ଜାଣନ୍ତୁ କଣ କହିଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ… ( Personality Test )

ବନ୍ଧୁଗଣ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ମଣିଷ ଶରୀରକୁ ଦେଖି କରି ତାହାର ଚାଲି ଚଳନ ବିଷୟରେ କହିଥାନ୍ତି । ଏମିତିକି ଆମ ଶରୀରରେ ବହୁତ ଭାଗ ବା ଅଂସ ମଧ୍ୟ ରହିଛି ଯାହା ଆମ ବିଷୟରେ କହିଥାଏ । ଏହା ମଧ୍ୟରୁ ଗୋଟେ ହେଉଛି ବ୍ୟକ୍ତିର ନାଭି । ଆଜି ଆମେ ଆପଣଙ୍କୁ ଅଲଗା ଅଲଗା ନାଭି ର ଆକାର ଦ୍ୱାରା ଆପଣଙ୍କ ଭବିଷ୍ୟତ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ବିରୋଧ ନାଭି:- ଏହି ପ୍ରକାରର ନାଭି ଗୁଡ଼ିକ ଲାଗିଯାଇଥାଏ । ଏହି ପରି ନାଭି ଥିବା ଲୋକ ବହୁତ ଧିର ପ୍ରକୃତିର ହୋଇଥାନ୍ତି । ଏମାନେ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି । ଏହି ବ୍ୟକ୍ତି ବହୁତ ପରୋଉପକାରି ଅଟନ୍ତି । ଏମାନେ ନିଜର ସବୁ ସଂପର୍କ କୁ ଭଲ ଭାବରେ ନିଭାଇ ଥାଆନ୍ତି । ଏହି ବ୍ୟକ୍ତି ଅନ୍ୟର ଖୁସିରେ ଖୁସି ହୋଇଥାନ୍ତି ।

ବହୁତ ଗଭୀର ଥିବା ନାଭି:- ବଡ ଓ ଗଭୀର ଥିବା ନାଭି ର ବ୍ୟକ୍ତି ମାନେ ବହୁତ ଦିଲବାଲା ହୋଇଥାନ୍ତି । ଏହି ଲୋକ ନିଜ କଠିନତା ନିଜ ମଧ୍ୟରେ ରଖିଥାନ୍ତି । ଏବଂ କୌଣସି କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ । ସେମାନେ ବହୁତ ସହନଭୂତି ଶିଳତା ହୋଇଥାନ୍ତି ଓ ସେମାନଙ୍କ ସହ ଭଲ ବ୍ୟବହାର କରିଥାନ୍ତି । ଏମାନେ ସମସ୍ତ ପରିସ୍ଥିତି କୁ ଭଲ ଭାବେ ମୁକାବିଲା କରିଥାଆନ୍ତି ।

ଛୋଟ ନାଭି:- ଏହି ପରି ନାଭି ଥିବା ଲୋକ ବହୁତ ଚାଲାକ ଓ ଚତୁର ହୋଇଥାନ୍ତି । ସେମାନେ ନିଜ ମଧ୍ୟରେ କଥାକୁ ଲୁଚାଇ ରଖିଥାନ୍ତି । ଏମାନେ ନିଜ ମଧ୍ୟରେ ସବୁବେଳେ ସକାରାତ୍ମକ ଚିନ୍ତା କରିଥାନ୍ତି । ଏମାନେ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି ।

ତଳୁଆ ନାଭି:- ଏମିତି ନାଭି ଥିବା ଲୋକ ବହୁତ ଅଳସୁଆ ହୋଇଥାନ୍ତି । ଏମାନଙ୍କ ଅଳସ ଯୋଗୁଁ ଏମାନେ ସବୁବେଳେ ଦୁଃଖରେ ରହିଥାନ୍ତି । ଏମାନେ କୌଣସି କ୍ଷେତ୍ରରେ ସଫଳତା ହାସଲ କରି ପାରନ୍ତି ନାହିଁ । ଏହି ବ୍ୟକ୍ତି ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାନ୍ତି ।

ଓଭରାଲ ନାଭି:- ଏମିତି ନାଭି ଥିବା ଲୋକ ବହୁତ ଦୁର୍ବଳ ପ୍ରକୃତିର ଅଟନ୍ତି । ଏମାନେ ଟିକେ ଟିକେ କଥାରେ କାନ୍ଦି ପକାଇଥାନ୍ତି । ଏମାନେ ସବୁ କଥାରେ ବେଶି ଚିନ୍ତିତ ହୋଇଯାଆନ୍ତି । ଏମାନେ ନୂଆ ନୂଆ ଜିନିଷ ଜାଣିବାକୁ ଇଚ୍ଛା ରଖିଥାନ୍ତି । ଏମାନେ ନିଜର ମନର କଥା କାହାକୁ କୁହନ୍ତି ନାହିଁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *