ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବା ପାଇଁ ମଧ୍ୟ ଲାଜ କରନ୍ତି, ତାହା କଣ ? କେବଳ 100% IQ ବାଲା ହିଁ ଉତ୍ତର ଦେଇପାରିବେ

ଆଜିକାଲି ସରକାରୀ ସ୍ତର ରେ ହେଉଥିବା ସମସ୍ତ ପରୀକ୍ଷାରେ କିଛି ଏପରି ପ୍ରଶ୍ନ ମାନ ଆସୁଅଛି ଯାହାର ଉତ୍ତର ବୋଧ ହୁଏ ଆମକୁ ଜଣା ଥାଏ କିନ୍ତୁ ସାଧାରଣ ଜ୍ଞାନ ସହ ଏତେ ଯୋଡି ହୋଇ ନଥିବା କାରଣ ରୁ ଆମେ ମାନେ ସେହି ପ୍ରଶ୍ନ ଗୁଡିକ ର ଉତ୍ତର ଠିକ ଭାବରେ ଦେଇ ପାରି ନ ଥାଉ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଜ୍ଞାନବର୍ଦ୍ଧକ ର ପ୍ରଶ୍ନୋତ୍ତର ମାନ ଯାହା ସାହାର୍ଯ୍ୟ ରେ ଆପଣ ଅତି ହିଁ ସହଜ ରେ ବଡ ରୁ ବଡ ବଡ ସରକାରୀ ପରୀକ୍ଷା ଓ ଇନ୍ଟରଭିଉ ଗୁଡିକ ପାର କରିବା ସହଜ ହେବ ଓ ଆପଣ ଙ୍କର ବୁଦ୍ଧି ମଧ୍ୟ ଆହୁରି ଅଧିକ ପ୍ରଖର ହୋଇଯିବ ।

1- ଲଗାତର ଆସୁଥିବା କେଉଁ ଦୁଇଟି ମାସ 31 ଦିନ ବିଶିଷ୍ଟ ?

ଉ:  ଜୁଲାଇ-ଅଗଷ୍ଟ ।

୨-  କେଉଁଟି ଭାରତ ର ଏକ ଜାତୀୟ ଛୁଟିଦିନ ନୁହେଁ ?

ଉ: ଜୁଲାଇ ୪।

3- ଏଗୁଡିକ ମଧ୍ୟରୁ କେଉଁ ସଂଖ୍ୟାର ରୋମାନ ଫିଗର ନାହିଁ ?

ଉ: 0।

4- ଭାରତ ର ଉଚ୍ଚତମ ପର୍ବତଶୃଙ୍ଗ କେଉଁଟି ?

ଉ: କାଞ୍ଚନଜଙ୍ଗା ।

5- ନିମ୍ନଲିଖିତ ଦେଶ ଏବଂ ରାଜଧାନୀ ଯୋଡି ଗୁଡିକ ମଧ୍ୟରୁ କେଉଁଟି ଠିକ ନୁହେଁ ?

ଉ:  ପାକିସ୍ଥାନ- କରାଚୀ ।

6- ନିମ୍ନ ଲିଖିତ ମଧ୍ୟରୁ କେଉଁ ଜୀବର ଜୀବନ କାଳ ସବୁଠାରୁ ଅଧିକ ?

ଉ: କଇଁଛ ।

7- ବୃହସ୍ପତି ଗ୍ରହରେ ଥିବା ବୃହତ ଲାଲ ଦାଗ କଣ ଅଟେ ?

ଉ: ଝଡ ।

8- ବୁଦ୍ଧଗୟାର କେଉଁ ନଦୀ କୂଳରେ ଗୌତମ ବୁଦ୍ଧଙ୍କୁ ଆତ୍ମଜ୍ଞାନ ପ୍ରାପ୍ତ ହୋଇଥିଲା ?

ଉ: ନିରଞ୍ଜନା ।

9-  ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟଳୟ କେଉଁଠାରେ ଅବସ୍ଥିତ ?

ଉ: ୱାସିଙ୍ଗଟନ ଡି.ସି. ।

10- ସ୍ଵାଧୀନତା ସଂଗ୍ରାମୀ “ଚିତ୍ତରଞ୍ଜନ ଦାସ” ଲୋକ ପ୍ରିୟ ରୂପେ କେଉଁ ନାମରେ ପରିଚିତ ଥିଲେ ?

ଉ: ଦେଶବନ୍ଧୁ ।

11- ରାମାୟଣ ରେ ବର୍ଣ୍ଣିତ ହୋଇଥିବା ଲଙ୍କା ନଗରି କେଉଁ ପର୍ବତ ଉପରେ ଅବସ୍ଥିତ ହୋଇଥିଲା ?

ଉ: ତ୍ରିକୂଟ।

12- ପିତା ପୁତ୍ର ଯୋଡି ଦାର ସିଂହ ଏବଂ ବିନ୍ଦୁ ଦାରା ସିଂହ ବିଭିନ୍ନ ଟିଭି ଧାରାବାହିକ କେଉଁ ସମାନ ଭୂମିକାରେ ଅଭିନୟ କରିଛନ୍ତି ?

ଉ: ହନୁମାନ ।

13-  ଏମାନଙ୍କ ମଧ୍ୟରେ କେଉଁ ମହାଦେଶରେ କୌଣସି ଭୂ-ପରିବେଷ୍ଟିତ ଭୂମି ନାହିଁ ?

ଉ: ଉତ୍ତର ଆମେରିକା ।

14- ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି । ତାହା କଣ ?

?

ଉ: ତାହା ଅଟେ ଜୋତା ବା ଚପଲ ।

15- ମୌଲାନା ଅବୁଲ କାଲାମ ଆଜାଦ ସ୍ଵତନ୍ତ୍ର ଭାରତର କେଉଁ ମନ୍ତ୍ରାଳୟ ସମ୍ଭାଳିବାର ପ୍ରଥମ ବ୍ୟକ୍ତି ଥିଲେ ?

ଉ: ଶିକ୍ଷା

ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଜ୍ଞାନଯୁକ୍ତ ଆର୍ଟିକିଲ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *