କାହାର ନାମ ଭାବି ହୃଦୟରୁ ବାଛନ୍ତୁ କୌଣସି ଗୋଟିଏ ନମ୍ବର ବହି ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ?- Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ? ଆଶା କରୁଛୁ ବହୁତ ଭଲରେ ଥିବେ । ତେବେ କଣ ଆପଣ ନିଜ ଲୋକଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ସତ କଥା ? ତେବେ ସେଥିପାଇଁ ଆପଣଙ୍କୁ 3ଟି ବହି ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଯାହା ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ହୃଦୟରୁ ତାଙ୍କ ନାଁ ଭାବି କୌଣସି ଏକ ନମ୍ବର ବାଛନ୍ତୁ ।

ସେହି ନମ୍ବର କହିବ ତାଙ୍କ ବିଷୟରେ କି ତାଙ୍କର ସତ୍ୟତା କଣ ରହିଛି । ସେ ଆପଣଙ୍କ ବିଷରେ କଣ ଚିନ୍ତା କରୁଛନ୍ତି । ତେବେ ଆପଣ ନମ୍ବର ବାଛିଲେ । କଣ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି ତ ତେବେ ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ଯାହାଙ୍କ ପାଇଁ ପ୍ରଥମ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ବହୁତ ଦୁଖୀ ଅଛନ୍ତି ତାଙ୍କୁ ନେଇ ।

ଆପଣ ତାଙ୍କୁ ପସନ୍ଦ କରନ୍ତି କିନ୍ତୁ ରାଗିଛନ୍ତି ତାଙ୍କ ଉପରେ । ଏବେ ଆପଣ ତାଙ୍କୁ ଛାଡି ଭୁଲିବାକୁ ଚାହୁଁ ଛନ୍ତି । ଆପଣ ତାଙ୍କୁ ଛାଡି ଜୀବନରେ ଆଗକୁ ବଢିବାକୁ ଚାହୁଁ ଛନ୍ତି । ଆପଣଙ୍କର ବନ୍ଧୁତା ହେଉ ବା ରିଲେସନ ହେଉ ଆପଣ ଶେଷ କରିବାକୁ ଚାହୁଁ ଛନ୍ତି ଏମିତି ସେ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଯୋଗ୍ୟ ଭାବୁ ନାହାନ୍ତି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଏବେ ଆପଣ ସବୁ କିଛି ବୁଝିବାକୁ ଚେଷ୍ଟା କରୁଛନ୍ତି । ଏବେ ଆପଣ ତାଙ୍କ ଆଡକୁ ଆକର୍ଷିତ ହେଉଛନ୍ତି । ଆପଣ ବହୁତ କିଛି ବୁଝି ସାରିଛନ୍ତି । କଣ ସତ କଣ ମିଛ ତାହା ଆପଣ ବୁଝି ସାରିଲେଣି । ଆପଣ ନିଜର ଭୁଲ ବୁଝି ପାରିଛନ୍ତି ଆଉ ତାହା ସୁଧାରିବାକୁ ଚେଷ୍ଟା କରୁଛନ୍ତି ।

ଆପଣ ସବୁ ବୁଝୁଛନ୍ତି କିନ୍ତୁ ଲୋକଙ୍କୁ କହିବାରେ ପଛ ଘୁଞ୍ଚା ଦେଉଛନ୍ତି । ଆପଣ ଲୋକଙ୍କ କଥାକୁ ବିଶ୍ଵାସ କରୁଛନ୍ତି ଏମିତି ସେ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଅନୁଭବ କରି ସାରିଲେଣି କେତେ ଭୁଲ କରିଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କର ଆରମ୍ଭ ହେବାକୁ ଯାଉଛି ।

3- ତୃତୀୟ ନମ୍ବର : ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ସମ୍ପର୍କରେ ବହୁତ ପଜେଟିଭ ଚେଞ୍ଜ ସେ ମାର୍କ କରୁଛନ୍ତି । ହୋଇପାରେ ଆପଣ ଦୁହିଙ୍କ ସମ୍ପର୍କରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ଆପଣଙ୍କୁ ନେଇ ସେ ବହୁତ ଚିନ୍ତା କରୁଛନ୍ତି । ଆପଣଙ୍କ କଥା ଭାବି ସେ ବହୁତ ଖୁସି ହେଉଛନ୍ତି ।

ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ସମ୍ମାନ ମଧ୍ୟ ଦେଉଛନ୍ତି । ଆପଣଙ୍କୁ ସେ ନିଜ ଲାଇଫରେ ବହୁତ ଭଲ ପାଉଛନ୍ତି । ଆପଣ ଦୁହିଙ୍କର ସମ୍ପର୍କରେ ନୂଆ ଅଧ୍ୟାୟ କେମିତି ଆରମ୍ଭ ହେବ ସେ ବିଷୟରେ ଚିନ୍ତା କରଛନ୍ତି ଆପଣଙ୍କ ପର୍ଶନ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *